Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଫନୀ ବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଗଲା …

0

ଭୁବନେଶ୍ୱର,ନିରପେକ୍ଷ ଖବର: ୧୨/୦୫/୨୦୧୯:ଫନୀ ମହାବାତ୍ୟା ପରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ୧୨ ତାରିଖଠାରୁ ଖୋଲାଯାଇଛି ।

ଏହା ଏପରି ଏକ ସଂଗ୍ରହାଳୟ  ଯାହା ଓଡ଼ିଶା, ଭାରତର ବିଭିନ୍ନ ସ୍ଥାନ ଏବଂ ବିଦେଶୀ ପର୍ଯ୍ୟଟକଙ୍କର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ । ଫନୀ ମହାବାତ୍ୟା ଏହି ଆକର୍ଷଣୀୟ ଜନଜାତି ସଂଗ୍ରହାଳୟକୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିଥିଲା, ଯାହା ସବୁଜିମା ପରିପୂର୍ଣ କ୍ୟାମ୍ପସ୍‌ ଏବଂ ସଂଗ୍ରହାଳୟ ପ୍ରକୋଷ୍ଠକୁ ଅନେକାଂଶରେ କ୍ଷତି ପହଞ୍ଚାଇଥିଲା । ଫନୀ ମହାବାତ୍ୟାର ପରଦିନରୁ ସଂଗ୍ରହାଳୟର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି । ଜନଜାତି ସଂଗ୍ରହାଳୟର ନିର୍ଦ୍ଦେଶକ ଜଣାଇଛନ୍ତି ଯେ ଏହାର ୫ଟି ମୁଖ୍ୟ ପ୍ରକୋଷ୍ଠ ଜନସାଧାରଣଙ୍କ ନିମିତ୍ତ ଖୋଲାଯାଇଛି । ଏତଦ୍‌ ଦ୍ୱାରା ଟୁରିଷ୍ଟ ଏବଂ ଟ୍ରାଭେଲ୍‌ ଏଜେଣ୍ଟମାନଙ୍କୁ ଅବଗତ କରାଇ ଅନୁରୋଧ କରାଯାଉଛି ଯେ, ବହୁଳ ପରିମାଣରେ ପର୍ଯ୍ୟଟକ ଆସି ଏହି ସଂଗ୍ରହାଳୟକୁ ବୁଲିବା ସହିତ ଏହାର ସୌନ୍ଦର୍ଯ୍ୟ ବୃଦ୍ଧରେ ସହାୟକ ହୁଅନ୍ତୁ ।

Mo sapath

Leave A Reply

Your email address will not be published.