Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ଲିଭିଂଗ ହୁମାନୀଟି ପକ୍ଷରୁ ଦୃଷ୍ଟିହୀନ ପରିବାରଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୬ ଲିଭିଂଗ ହୁମାନୀଟି ଏକ ସାମାଜିକ ଅନୁଷ୍ଠାନ ସର୍ବଦା ମଣିଷ ଭିତରେ ଥିବା ମଣିଷ ପଣିଆ ଜାଗ୍ରତ କରିବା ଦିଗରେ ବିଭିନ୍ନ କାଯ୍ୟ କରିଥାଏ । ଦୁଃଖୀ, ଦିଵ୍ୟାଙ୍ଗ,ଅସହାୟ ମାନଙ୍କୁ ସବୁବେଳେ ସାହାଯ୍ୟର ହାତ ବଢ଼ାଇ ଥାଏ । ଏହି ସାହାଯ୍ୟ ବିଭିନ୍ନ ବର୍ଗର…

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୫/୦୬: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ଟିଏମ୍‍ଟି ବାର୍‍ର ଅଗ୍ରଣୀ ଉତ୍ପାଦନ ଏବଂ ନିର୍ମାଣକାରୀ ଶ୍ୟାମ ଷ୍ଟିଲ୍‍ ଇଣ୍ଡିଆ। କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅକ୍ସିଜେନ କନସେଣ୍ଟ୍ରେଟର (ଅମ୍ଳଜାନ ସାନ୍ଦ୍ରକ) ଦାନ କରାଯାଇଛି। ରାଜ୍ୟ…

ଲକ୍‌ଡାଉନ୍‌ ଅବଧି ଆଉ ୧୪ ଦିନକୁ ବୃଦ୍ଧି…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୮.୦୫.୨୦୨୧ ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ଏହା ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର…

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇ.ଏ.ଏସ୍‌ ଅଧିକାରୀ ଶ୍ରୀ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୩/୦୫ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର…

ଆଇ.ଏ.ଏସ୍. ସ୍ତରରେ ବଡ଼ ଧରଣର ଅଦଳବଦଳ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୫ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମିିଳିଲା ନୂଆ ଦାଇତ୍ୱ। ପୂର୍ବରୁ ବିଏମସି କମିଶନର ତଥା ଭୁବନେଶ୍ୱର ଡେଭ୍ଲପମେଣ୍ଟ ଅଥୋରିଟି ଭାଇସ୍ ଚେୟାରମ୍ୟାନ୍ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଦାୟିତ୍ୱରେ ଥିଲେ । ତାଙ୍କୁ ଏବେ ସାଧାରଣ ପ୍ରଶାସନର ସ୍ବତନ୍ତ୍ର…

୨୪ ଘଣ୍ଟାରେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା…

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୫ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ଜୀବନ ନେଲା କରୋନା। ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖା ସଂକ୍ରମିତଙ୍କ ଜୀବନ ନେଇଛି କରୋନା। ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ୨ ଜଣ ଭୁବନେଶ୍ୱରର । ନୂଆପଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଜଣ ଲେଖା…

ଅମାନିଆଙ୍କୁ ସାବାଡ଼ କରିବ କମିଶନରେଟ୍ ପୁଲିସ୍…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୮/୦୫ ଲକ୍ ଡାଉନ୍ ସମୟରେ ଅମାନିଆଙ୍କୁ ସାବାଡ଼ କରିବ କମିଶନରେଟ୍ ପୁଲିସ ଚେକିଂକୁ ଆହୁରି କଡାକଡି କରିବା ପାଇଁ ପୁଲିସ୍ କମିଶନର ଆଣିଲେ ନୂଆ ନିୟମ। ଏନେଇ ସବୁ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲେ ପୋଲିସ୍ କମିଶନର। ପରିଚୟପତ୍ରର ଦୁରୁପଯୋଗ କରି…

ଉତ୍କଳ ବିଶ୍ଵବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

ଭୁବନେଶ୍ବର,ନିରପେକ୍ଷ ଖବର:ତା ୨୨/୦୪ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା…

ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୮/୦୪ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଦେବସ୍ମିତା ଦାସଙ୍କ ନେତୃତ୍ବରେ ଆୟୋଜିତ ରକ୍ତଦାନ ଶିବିରରେ ୭୫ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ…

ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି? ପ୍ରକାଶ ମିଶ୍ର

* ହାଇଦରକୁ ଖସାଇଦେବା ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କତୃପକ୍ଷ ଏବଂ ପୁଲିସର ହାତ ରହିଛି * ହାଇଦର ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ? * ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ? * ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା…

ଏସ୍‌ପ୍ଲାନେଡ୍‌ରେ ଖୋଲିଲା ଆମାଜନ୍‌’ର ଇଜି ସେଲ୍ କର୍ପୋରେଟ୍ ଅଫିସ ‘‘କୁଚୁ କେୟାର”

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୪ ବର୍ତ୍ତମାନ ଡିଜିଟାଲ ଯୁଗରେ ଅନ୍‌ଲାଇନ୍ ସେବା ପ୍ରତି ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି । ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍ ସେବାର ଚାହିଦା ବୃଦ୍ଧି ପାଉଥିଲେ ହେଁ ସବୁ ଅଞ୍ଚଳରେ ଏହି ସୁବିଧା ପହଞ୍ଚି ପାରୁନି । ଅନ୍‌ଲାଇନ୍ ଜରିଆରେ ଲୋକଙ୍କ…

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ…

ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା…

ଗାୟିକା ନା ନାୟିକା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୦୪ ଏଲ୍ ଏ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଚଳଚିତ୍ର "ଗାୟିକା ନା ନାୟିକା" ଜଣେ ଗାୟିକା ର ସଙ୍ଘର୍ଷ ମୟ ଜୀବନ ଓ ଗୋଟିଏ ସୁଖୀ ପରିବାର ଉପରେ ଆଧାରିତ କାହାଣୀ,ଏହି ଚଳଚିତ୍ରରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗେଇ…

ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର,ନିରପେକ୍ଷ ଖବର ତା ୩୦/୦୩ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର…

ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ…

ଲଭ୍ ଇଉ ଜାନୁ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୩ ତନ୍ମୟ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଅବଦାନ ଓଡିଆ ଚଳଚ୍ଚିତ୍ର “ଲଭ୍ ଇଉ ଜାନୁ ” ଶୁଭ ମହୁରତ୍ ହୋଇଯାଇଛି।ଏହି ସିନେମା ଏକ ରୋମାଂଚକ ଭରା ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…

ଓଏ ଗିଟାର ଚଳଚ୍ଚିତ୍ରର ଏକ ଗ୍ରାଣ୍ଡ ଟ୍ରେଲର ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୩ ଓଏ ଗିଟାର ଚଳଚ୍ଚିତ୍ର ଭୁବନେଶ୍ୱରରେ ଏସପ୍ଲାନେଡ ୱାନ ମଲରେ ଏକ ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର କାଷ୍ଟ ଏବଂ ପ୍ରଡ୍ୟୁସର ବି ଚନ୍ଦ୍ରପ୍ରିୟା ସୁବୁଧୀ ଉପସ୍ଥିତି ଥିଲେ। ଏହି ଅବସରରେ ଶ୍ରୀ ସୁବୁଦୀ କହିଛନ୍ତି, “ଓଏ ଗିଟାର" ଏକ…

ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୩ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ ନୂଆ ଉତ୍କଣ୍ଠା ଓ ଉତ୍ସାହ ନେଇ ଆସୁଛି । କୋଭିଡ୍ ୧୯ ଗାଇଡଲାଇନ୍‌କୁ ଦୃଷ୍ଟିରେ…

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୩/୦୩ ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍‌କ୍ତି ପ୍ରଦ୍ୟୁମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜଳସେବା ଉଦ୍‌ଘାଟିତ ହୋଇଯାଇଛି। ଏହି …

Latest Videos