Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ସହିଦ ନଗର ୟୁଥ ଆସୋସିଏସନରେ ଗଣେଶ ପୂଜା ଧୁମଧାମରେ ପାଳିତ….

ଭୁବନେଶ୍ୱର, (ନିରପେକ୍ଷ ଖବର), ୦୫/୯/୧୯: ଭୁବନେଶ୍ବର ସହିଦ ନଗର ୟୁଥ ଆସୋସିଏସନରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଆସୋସିଏସନ ପକ୍ଷରୁ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଦ୍ଧନା ସଭାରେ…

ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ

ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ…

ପ୍ରମୁଖ ସାଇବର ସିକ୍ୟୁରିଟି କମ୍ପାନୀ ଥ୍ରେଟସିସ୍ ଉଦଘାଟିତ

ଭୁବନେଶ୍ବର, ନିରପେକ୍ଷ ଖବର,୦୪/୯/୨୦୧୯: ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପ୍ମେଟ୍, ୱେବ୍ ଓ ସଫ୍ଟୱେର ସଲ୍ୟୁସନ କମ୍ପାନୀ ଗ୍ଲୋବାଲ ଟେକ୍ ପ୍ରମୋଟରସର (ଜିଟିପି) ନୂତନ ଶାଖା ଥ୍ରେଟ୍ସିସ୍ ସ୍ଥାନୀୟ ଇନ୍ଫୋସିସ୍ ଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟାଳୟକୁ କମ୍ପାନୀର…

ଏସ୍.ଏସ୍.ଆରଡ଼ିପି ପକ୍ଷରୁ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଓ ସାର୍ଟିଫିକେଟ ପ୍ରଦାନ

ଭୁବନେଶ୍ୱର:ନିରପେକ୍ଷ ଖବର :୪.୦୯.୨୦୧୯ ଶ୍ରୀ ଶ୍ରୀ ରୁରାଲ ଡ଼େଭଲ୍ଅପ୍‌ମେଣ୍ଟ ପ୍ରୋଗ୍ରାମ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୦୦୦ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀମାନଙ୍କୁ ଭୁବନେଶ୍ୱର ରେଲେଓ୍ୱ ଅଡ଼ିଟୋରିଅୟମରେ ବୁଧବାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାର୍ଟିଫିକେଟ ସହ ଆର୍ଥିକ…

ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ

ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…

ବିଡ଼ିଏର ପ୍ରତିଷ୍ଠା ଦିବସରେ ମଖ୍ୟ ଅତିଥିଭାବେ ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା..

ଭୁବନେଶ୍ୱର,ନିରପେକ୍ଷ ଖବର : ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଯୋଜନାବଦ୍ଧ ଭାବେ ବିକାଶକୁ ତ୍ୱରାନ୍ୱିତ କରିବାକୁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଡିଏର ୩୭ତମ ପ୍ରତିଷ୍ଠା ଦିବସରେ ଆହ୍ୱାନ ଦେଇଛନ୍ତି। ବିଡ଼ିଏର ଉଦ୍ୟମ ପାଇଁ ଭୁବନେଶ୍ୱର ଆଜି ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା…

ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…

ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ

ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ…

ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଭାଗ ନେବେ ଓଡ଼ିଶାର ବାଚସ୍ପତି ସ୍ୱର୍ଯ୍ୟ ପାତ୍ର

ଭୁବନେଶ୍ୱର:( ନିରପେକ୍ଷ ଖବର)୨୮/୦୮/୨୦୧୯: ଆସନ୍ତା ସେପେଫମ୍ବର ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର ରାଜଧାନୀ କାମ୍ପାଲାଠାରେ ୬୪ତମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବାକୁ ଥିବା ଭାରତୀୟ ପ୍ରତିନିଧିଙ୍କୁ ଏହି ସମ୍ମିଳନୀ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ…

ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସବୁକାମକୁ ଠିକ୍ ଭାବରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ରଘୁନନ୍ଦନ…

ଭୁବନେଶ୍ୱର,(ନିରପେକ୍ଷ ଖବର):୨୮/୮/୧୯: ସ୍ଥାନୀୟ ରାଜୀବ ଭବନଠାରେ ଜଳ ସଂପଦ ବିଭାଗୀୟ କାର୍ଯ୍ୟର ଏକ ସମୀକ୍ଷା ବୈଠକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜଳ ସଂପଦ ବିଭାଗୀୟ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ…

ଗଞ୍ଜାମ ଜିଲ୍ଲାର ଅନେକ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର, ନିରପେକ୍ଷ ଖବର: ୨୮/୦୮/୨୦୧୯ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ…

ବଳତ୍କାରିକୁ ଫାଶୀ ଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରାଜଜ୍

ବାରିପଦା(ନିରପେକ୍ଷ ଖବର)ତା-୨୮/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଜଣେ ୮ବର୍ଷର ଝିଅକୁ ବଳାତ୍କାର କରି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତକୁ ଜିଲ୍ଳା ଦୌରାଜଜ ବୁଧବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କାର୍ଯ୍ୟାଳୟ-1 ପୋସ୍କୋ କୋର୍ଟ ଆଜି ପ୍ରଥମ ଥର ଏଭଳି…

ହାତରେ ଜୋତା ଧରି ବନ୍ୟାଚଳ ପରିଦର୍ଶନ କଲେ ବିଡିଓ

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯-ହାତରେ ଜୋତା ଧରି ଖାଲି ପାଦରେ ଚାଲି ଚାଲି ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଡ଼ିଓ। ବନ୍ୟାର ତାଣ୍ଡବରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମାଟ ବାନ୍ଧି ଘରେ ବନ୍ୟା ଜଳ ପସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗାଁରେ ସରକାରୀ ସାହାଯ୍ୟ…

ମୟୁରଭଞ୍ଜର କଳା ଓ ସଂସ୍କୃତିକୁ ବିଶ୍ଵଦରବାରରେ ପହଚାଇବାର ଲକ୍ଷ୍ୟ

ବାରିପଦା(ନିରପେକ୍ଷ ଖବର)ତା-୨୬/ଅଗଷ୍ଟ/୨୦୧୯: ମୟୁରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ବେଲଗଡ଼ିଆ ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ତିନିଦିଆ ମୟୁରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ରବିବାର ଉଦଯାପିତ ହୋଇଯାଇଛି । ମୟୁରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଏହାର ଶୁଭ ଉଦ୍‌ଘାଟନ…

ମୟୁରଭଞ୍ଜ ଜିଲ୍ଲା ବିଜେଡି ସଙ୍ଗଠନ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ପ୍ରତିଶ୍ରୁତି ଦେଲେ ଦେବାଶିଷ ମହାନ୍ତି

ବାରିପଦା,୨୩/୦୮(ନିରପେକ୍ଷ ଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା କୃଷି ନିଗମ ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳର ମୟୁରଭଞ୍ଜ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତିଙ୍କୁ ନିଯୁକ୍ତି ଦିଆଯିବାପରେ ଶ୍ରୀ ମହାନ୍ତି ଜିଲ୍ଲାକୁ ପ୍ରଥମ ଗସ୍ତ କରିଛନ୍ତି। ଏନେଇ ଦଳୀୟ କର୍ମକର୍ତ୍ତାଙ୍କ…

ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

ବାରିପଦା(ନିରପେକ୍ଷ ଖବର)ତା- ୨୨/ଅଗଷ୍ଟ/୨୦୧୯- ସାଧାରଣ ନିର୍ବାଚନ ପରେ ପୁଣି ମୟୁରଭଞ୍ଜ ଜିଲ୍ଲା ରାଜନୀତି ସରଗରମ ହୋଇଛି। ଦୀର୍ଘ ଦିନର ନିରବତା ଏବେ ପୁଣି ଜିଲ୍ଲା ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ବୁଧବାର ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧ୍ୟକ୍ଷ ଓ ଜାମଦା ବ୍ଲକ ଉପାଧକ୍ଷ ପଦବୀ…

ଶିକ୍ଷାନୁଷ୍ଠାନରୁ ନିଖୋଜ ନବମ ଶ୍ରେଣୀରେ ପଢ଼ୁଥିବା ତିନି ଛାତ୍ର ଉଦ୍ଧାର

ବାରିପଦା(ନିରପେକ୍ଷ ଖବର)ତା-୨୧/ଅଗଷ୍ଟ/୨୦୧୯-ବାରିପଦା ସଦର ଥାନା ଅଧିନସ୍ଥ ଏକ ଘରେଇ ଶିକ୍ଷାନୁଷ୍ଠାନରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ର ଉଦ୍ଧାର ହୋଇଛନ୍ତି। ସୂଚନା ମୁତାବକ ଗତ ୧୫ ତାରିଖ ସ୍ବାଧୀନତା ଦିବସ ଓ ରାଖୀ ବନ୍ଧନ ପାଳନ ସାରି ରାତି ପ୍ରାୟ ଗୋଟାଏ ବେଳେ ହଷ୍ଟେଲରେ ସମସ୍ତେ ସୋଇଥିବା…

ପିଆରଏମ ମେଡିକାଲରେ ରୋଗୀଙ୍କୁ ଲୁଟୁଛନ୍ତି ନର୍ସ

ବାରିପଦା(ନିରପେକ୍ଷ ଖବର)ତା-୧୯/ଅଗଷ୍ଟ/୨୦୧୯- ହସ୍ପିଟାଲରେ ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ନାଁରେ ତାଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ନର୍ସ। କିଏ ମିଠା ବାବଦରେ ଟଙ୍କା ମାଗୁଛନ୍ତି ତ ଆଉ କେଉଁ ନର୍ସ ତୁମର ପୁଅ ହୋଇଛି ବୋଲି କହି ଗର୍ଭବତୀ ମହିଳାଙ୍କୁ ଲୁଟି…

ଲିଖିତ ଚୁକ୍ତିନାମା ପରେ ଶବକୁ ମିଳିଲା ନ୍ୟାୟ

ବାରିପଦା(ନିରପେକ୍ଷ ଖବର)ତା-୧୬/ଅଗଷ୍ଟ/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାତିପ୍ରଥାକୁ କେନ୍ଦ୍ରକରି ଘରେ ଦୁଇଦିନ ପଡ଼ିରହିଲା ଶବ। ଘଟଣାସ୍ଥଳରେ ପୁଲିସ ପହଂଚି ଦୁଇ ପରିବାର ଭିତରେ ଲିଖିତ ଚୁକ୍ତିନାମା କରିବା ପରେ ଶବକୁ ନ୍ୟାୟ ମିଳିଛି। ଆଦିବାସୀ…

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ….

ବାରିପଦା(ନିରପେକ୍ଷ ଖବର)ତା-୧୫/ଅଗଷ୍ଟ/୨୦୧୯ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ସମ୍ମାନିତ ହେଲେ ସୁବ୍ରତ କୁମାର ଦାସ।ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଠାରେ ପାଳିତ ହୋଇଥିବା ଏହି ସ୍ୱାଧୀନ ଭାରତର ୭୩ତମ ସ୍ୱାଧୀନତା ଦିବସରେ ପଞ୍ଚାୟତ ରାଜ ଓ ପାନୀୟ ଜଳ,ଆଇନ ଓ ଗୃହ…

Latest Videos