Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ମଲ୍ ମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ଉପରେ ହେଉଛି ଅତ୍ୟାଚାର…

ଭୁବନେଶ୍ୱର, ନିରପେକ୍ଷ ଖବର:ରାଜଧାନୀରେ ଥିବା ମଲ୍  ମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ମଲ୍ ରେ  କାମ କରୁଥିବା ମହିଳା କର୍ମଚାରୀଙ୍କର ଡିଉଟି ସରିବା ପରେ ମଧ୍ୟ ରାତିରେ କାମ କରିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ…

ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରମାନଙ୍କ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ..

ବାରିପଦା,ନିରପେକ୍ଷ ଖବର:: ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସଫେଇ କର୍ମଚାରୀମାନଙ୍କୁ ଉପଯୁକ୍ତ ଦରମା ଦିଆଯାଉନଥିବା ଅଭିଯୋଗ କରି ମେଡିକାଲ ପରିସରରେ ସଫେଇ କରୁଥିବା କର୍ମଚାରୀମାନେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି । ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ…

ଟ୍ରେନ ଲାଇନରେ ଶୋଇଥିବା ବେଳେ ଟ୍ରେନ ଚଢ଼ିଗଲା….

ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଟଣା ସମ୍ପୂର୍ଣ୍ଣ..

ବାରିପଦା, ନିରପେକ୍ଷ ଖବର:୬/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି। ବିଶେଷକରି ବାରିପଦାରେ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବାର ସୁଯୋଗ ପାଇଥାନ୍ତି। ଯାହା ବିଶ୍ୱରେ ଏଭଳି…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ହେଲା ଉତ୍ସବ ମୁଖର…

ବାରିପଦା,ନିରପେକ୍ଷ ଖବର:୫/ଜୁଲାଇ/୨୦୧୯, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପ୍ରଭୁ ବଳଭଦ୍ରଙ୍କର ରଥ ଟଣା ଯାଇଥିବା ବେଳେ ସନିବାର ଅପରାହ୍ନ 2.30 ମିନିଟ ସମୟରେ ପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ଯିବ। ମା'…

ଦ୍ୱିତୀୟ ଶ୍ରକ୍ଷେତ୍ର ଭାବେ ପରିଚିତ ବାରିପଦା ହରିବଳଦେଵ ଜୀଉଙ୍କ ପହଣ୍ଡି ବିଜେ ।

ବାରିପଦା ,ନିରପେକ୍ଷ ଖବର:୪ ଜୁଲାଇ ୨୦୧୯(ଗୁରୁବାର)  ଆଜି ବାରିପଦା ସ୍ଥିତ ହରିବଳଦେଵ ଜୀଉ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଯାଇଛି। ଆଜି ସକାଳ ୮ ଘଟିକାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।ଦିବା ୪ ଘଟିକା ସମୟ ରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ…

ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ ଏବଂ ଗୁଣାତ୍ମକ ମାନ ବୃଦ୍ଧି ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱ..

ଭୁବନେଶ୍ୱର,ନିରପେକ୍ଷ ଖବର: ୨୯/୦୫/୨୦୧୯ ଉଚ୍ଚଶିକ୍ଷା ବିଭାଗର ୫୨ଟି ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଡ. ସାହୁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ, ଆଧୁନିକୀକରଣ…

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଡାକ୍ତର ଙ୍କୁ ମାଡ ଅଭିଯୋଗରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ…

ବାରିପଦା, ନିରପେକ୍ଷ ଖବର: ୨୯/୦୬/୨୦୧୯  ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ ମରା ଯାଇଥିବାର ଅଭିଯୋଗ ହୋଇଛି। ମେଡିକାଲ ରେ ମେଡ଼ିସିନ ବିଭାଗ ରେ ଥିବା ଜଣେ ରୋଗୀଙ୍କ…

ବାରିପଦାର,ବେତାନଟି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା 4 ମୃତ୍ୟ 10 ଗୁରୁତର।

ବାରିପଦା ନିରପେକ୍ଷ ଖବର:ତା:୨୭ ବୁଧବାର ରାତି 12ଟା ସମୟ ରେ ଭୁବନେଶ୍ୱର ରୁ ବାରିପଦା ଆସୁଥିବା କଳ୍ପନା(ମା ମଙ୍ଗଳା)      ନାମକ ଏକ ଘରୋଇ ବସ ବେତାନଟି ନିକଟସ୍ଥ ଆଗରିଆ ପାଖରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ 10 ଜଣ ଗୁରୁତର ଅବସ୍ଥା ରେ ଚିକିତ୍ସିତ…

ଘରୋଇ ସ୍କୁଲର ଏଜେଂଟ ସାଜିଛନ୍ତି ରାଜ୍ୟ ସରକାର – କଂଗ୍ରେସ

ଭୁବନେଶ୍ୱର , ନିରପେକ୍ଷ ଖବର ତା ୨୭.୬.୨୦୧୯  ଓଡିଶାରେ ସରକାରୀ ସ୍କୁଲରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଘରୋଇ ସ୍କୁଲ ପ୍ରତି ଅହେତୁକ ଅନୁକମ୍ପା ହେତୁ ଆଜି ଓଡିଶାରେ ସରକାରୀ ସ୍କୁଲରେ ଶିକ୍ଷା…

ଓର୍‌ମାସ୍‌ ଆମ୍ବ ମେଳା ଉଦ୍‌ଯାପିତ…

* ୫ ଦିନରେ ୩୬ ମେଟି୍ରକ୍‌ ଟନ୍‌ ଆମ୍ବ କାରବାର * ପ୍ରତି ଜିଲ୍ଲାରେ ବିକ୍ରୟ କେନ୍ଦ୍ର ଖୋଲିବ ଓର୍‌ମାସ୍‌ ଭୁବନେଶ୍ୱର:ନିରପେକ୍ଷ ଖବର, ତା.୦୬/୦୬/୨୦୧୯ରିଖ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଓର୍‌ମାସ୍‌ ତରଫରୁ ଭୁବନେଶ୍ୱରରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଆମ୍ବ ମେଳା ବୁଧବାର…

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ।

*ନୂଆ ଓ ପୁରୁଣା ୨୦ ଜଣିଆ ମନ୍ତ୍ରୀ ତାଲିକା: ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ.. ନିରପେକ୍ଷ ଖବର:ଭବନେଶ୍ୱର, ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମଥର ପାଇଁ ନବୀନ ପଟ୍ଟନାୟକ ଆଜି ଦାୟିତ୍ବ ଗ୍ରହଣ କରିବେ। ସକାଳ ସାଢେ ଦଶଟା ବେଳେ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ରାଜ୍ୟପାଳ ପ୍ରଫେସର…

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ଏଚ୍ପିସିଏଲ୍ ତରଫରୁ ୫ କୋଟି ଟଙ୍କା ସହାୟତା

ଭୁବନେଶ୍ୱର :ନିରପେକ୍ଷ ଖବର: ୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ‘ଏଚ୍ପିସିଏଲ୍’ ତରଫରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।            ଶ୍ରୀ…

ଓଡ଼ିଶାର ‘ଫନୀ’ ପ୍ରଭାବିତ ଅଞ୍ଚଳର ପୁନଃରୁଦ୍ଧାର ନିମନ୍ତେ ବିପିସିଏଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ନିରପେକ୍ଷ ଖବର:୨୧ା୦୫ା୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଅଞ୍ଚଳର ପୁନଃରୁଦ୍ଧାର ତଥା ଓଡ଼ିଶାର ପୁନଃନିର୍ମାଣ ନିମନ୍ତେ ତୈଳ ଉଦ୍ୟୋଗ କମ୍ପାନୀ ବିପିସିଏଲ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳରେ Banking on wheel କାର୍ଯ୍ୟକ୍ରମ

ଭୁବନେଶ୍ୱର: ନିରପେକ୍ଷ ଖବର:୨୦ ମେ ୨୦୧୯- ୨୦୧୯ ମଇ ମାସ ୩ ତାରିଖ ଦିନ ସାମୁଦ୍ରିକ ଝଡ ଫନୀ / ଫଣି ରୂପରେ ପ୍ରକୃତିର କରାଳ ରୂପକୁ ପ୍ରତ୍ୟକ୍ଷ କରିଥିଲା ଆମ ରାଜ୍ୟ ଓଡ଼ିଶା । ସମୁଦାୟ ୧୪ ଗୋଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ସବୁଠାରୁ ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲା ରାଜ୍ୟର ରାଜଧାନୀ…

‘ଫନି’ ବିପନ୍ନଙ୍କୁ ଗେଲ୍ ପକ୍ଷରୁ ୫ କୋଟି ଟଙ୍କା ସହାୟତା ପ୍ରଦାନ..

ଭୁବନେଶ୍ୱର ନିରପେକ୍ଷ ଖବର: ୨୦/୦୫/୨୦୧୯: ଚଳିତ ମେ’ ମାସ ୩ ତାରିଖରେ ଓଡ଼ିଶା ଉପକୂଳରେ ହୋଇଥିବା ବାତ୍ୟା ‘ଫନୀ’ ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଗେଲ୍ (ଇଣ୍ଡିଆ) ତରଫରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍ଡମା)କୁ ରିଲିଫ ଏବଂ ଥଇଥାନ ବାବଦକୁ ୫ କୋଟି ଟଙ୍କା ସହାୟତା…

ଓଡ଼ିଶାବାସୀଙ୍କ ଭଲପାଇବା ଓ ସ୍ନେହଶ୍ରଦ୍ଧା ଦିଲ୍ଲୀରୁ ଓଡ଼ିଶା ଫେରାଇ ଆଣିଛି:ଅପରାଜିତା

ଓଡ଼ିଶାକୁ ଆଦର୍ଶ ଓ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ‘ୱାନ୍ ଟିମ୍ ୱାନ୍ ଡ୍ରିମ୍’ ମନୋଭାବ ନେଇ କାମ କରିବାକୁ ପ୍ରଶାସିକାରୁ ରାଜନେତ୍ରୀ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀ ଆହ୍ୱାନ ଦେଇଛନ୍ତି। ଆଇଏଏସ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଆଜି ରାଜ୍ୟ ବିଜେପି…

ବ୍ରାହ୍ମଣୀ ଜଳ ମାତ୍ରାଧିକ ପ୍ରଦୂଷିତ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ଜଳ ମାତ୍ରାଧିକ ପ୍ରଦୂଷିତ । ଏଥିରେ ଶିଳ୍ପସଂସ୍ଥାରୁ ନିର୍ଗ ବର୍ଜ୍ୟବସ୍ତୁ ବା ଟୋଟାଲ୍ ସସ୍ପେଣ୍ଡେଡ୍ ସଲି୍ (ଟିଟିଏସ୍) ଓ ସିଆନାଇଡ୍ ମାତ୍ରା ନଦୀ ଜଳରେ ଅଧିକ ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜାତୀୟ ମାନାଧିକାର କମିଶନଙ୍କ…

ବିଶ୍ୱ ଉଷ୍ଣତା ଯୋଗୁଁ ଆତଙ୍କବାଦ ସୃଷ୍ଟି

ପ୍ୟାରିସ୍ : ବିଶ୍ୱ ଉଷ୍ଣତା ବର୍ତ୍ତମାନ ସମଗ୍ର ବିଶ୍ୱ ଲାଗି ଏକ ବନ ଚାଲେଞ୍ଜରେ ପରିଣତ ହୋଇଯାଇଛି । ଏହାଯୋଗୁଁ ଦିନକୁ ଦିନ ନୂଆନୂଆ ସମସ୍ୟାମାନ ଉପୁଜିବା ଆରମ୍ଭ କରିଛି । ବିଶ୍ୱ ଉଷ୍ଣତା ଯୋଗୁଁ ସୃଷ୍ଟ ଖାଦ୍ୟ ଓ ଜଳାଭାବ ଜନସାଧାରଣଙ୍କ ସମୂହ ସ୍ଥାନାନ୍ତର, ସମ୍ବଳ ଲାଗି ପ୍ରତିଯୋଗିତା…

ଇଚ୍ଛାଧୀନ କୋଟାରେ ୧୫୦୦ ଫ୍ଲାଟ୍ ଓ ପ୍ଲଟ୍

ଭୁବନେଶ୍ୱର : କଟକ-ଭୁବନେଶ୍ୱର ସହରାଞ୍ଚଳରେ ଇଚ୍ଛାଧୀନ କୋଟାରେ ପ୍ର୍ରାୟ ଦେଢ ହଜାର ଫ୍ଲାଟ, ପ୍ଲଟ୍ ଓ ଘର ବଣ୍ଟାଯାଇଛି । ଏ ସମ୍ପର୍କରେ ଗଭୀର ଅନୁସନ୍ଧାନ ପାଇଁ ÷ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଟାସ୍କଫୋର୍ସରୁ ଏହି ତଥ୍ୟ ମିଳିଛି । ଇଚ୍ଛାଧୀନ କୋଟାର ବ୍ୟାପକ ଅପବ୍ୟବହାରକୁ ନେଇ ତୀବ୍ର…

Latest Videos