Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ବାରିପଦା ମୁନିସିପାଲଟି ସଫେଇ କର୍ମଚାରୀକୁଂ ମିଳୁନି ପାରିଶ୍ରମିକ….

ବାରିପଦା (ନିରପେକ୍ଷ ଖବର)ତା-୧୩/ନଭେମ୍ବର/୨୦୧୯-ବାରିପଦା ମୁନିସିପାଲଟି ଅଧିକାରୀ ଓ ଠିକାଦାର ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସଫେଇ କର୍ମଚାରୀ ମାନେ ଗୋଟିଏ ମାସର ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ମଙ୍ଗଳବାର ଠାରୁ ଶତାଧିକ ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଯାରି…

ଦିଲ୍ଲୀର ବିଜ୍ଞାନଭାବନରେ ସର୍ବଶ୍ରେଷ୍ଠ ମନ୍ତ୍ରୀ ଭାବେ ପୁରସ୍କୃତ ହେଲେ ମନ୍ତ୍ରୀ ପ୍ରତାପ ଜେନା…

ନୂଆଦିଲ୍ଲୀ(ନିରପେକ୍ଷ ଖବର)୦୯/୧୧/୨୦୧୯ ନୂଆଦିଲ୍ଲୀର ବିଜ୍ଞାନଭବନ ଠାରେ ଆୟୋଜିତ ଏକ ଉତ୍ସବରେ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଦିଆଯାଇଛି । ନୂଆଦିଲ୍ଲୀଠାରେ ବିଜ୍ଞାନଭବନରେ ଆୟୋଜିତ ଏହି…

ଜମି ବିବାଦକୁ ନେଇ ବୃଦ୍ଧାଙ୍କୁ ହତ୍ୟା…..

ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ଜମି ବିବାଦକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ହତ୍ୟା । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର କପ୍ତିପଦା ଥାନା ଅଧିନସ୍ଥ ଛାଞ୍ଚୁଣୀଆ ଗାଁରେ। ଦୀର୍ଘଦିନ ଧରି ଜମିବାଡି ବିବାଦକୁ ନେଇ ଛାଞ୍ଚୁଣୀଆ ଗାଁର ସୁଗୁନି ଚାତାରଙ୍କର, ନିଜ ସମ୍ପର୍କୀୟଙ୍କ…

ହାତୀ ପିଠିରେ ବସି ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ….

ବାରିପଦା(ନିରପେକ୍ଷ ଖବର)ତା-୧/ନଭେମ୍ବର/୨୦୧୯-ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ।ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଶୁକ୍ରବାର ସକାଳୁ ରାଜ୍ୟ ତଥା ରାଜ୍ୟ…

ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ସପ୍ତମ ବୈଠକ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୧୦/୨୦୧୯ରିଖ ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ଙ୍କର ସପ୍ତମ ବୈଠକ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ।ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ପୂର୍ତ୍ତ ବିଭାଗର କାର୍ଯ୍ୟାବଳୀ ସଂପର୍କରେ…

ସାମ୍ବିଧାନିକ ପଦବୀର ମର୍ଯ୍ୟାଦାହାନୀ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା:ମହିଳା ମୋର୍ଚ୍ଚା

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୮/୧୦: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ବଳାକ୍ରାର କରାଯାଇ ହତ୍ୟା କରାଯିବା ପରେ ମହିଳା କମିଶନ ପ୍ରଥମେ ଚୁପ ରହିବା ଏବଂ ପରେ ନିରପେକ୍ଷ…

ରାତି ପାହିଲେ ଆଲୋକର ପର୍ବ ପବିତ୍ର ଦୀପାବଳି

ବାରିପଦା(ନିରପେକ୍ଷ ଖବର)ତା:୨୭/ଅକ୍ଟୋବର/୨୦୧୯- ପ୍ରଭୁ ଶ୍ରୀରାମଚନ୍ଦ୍ର ସ୍ୱର୍ଣ୍ଣଲଙ୍କାରୁ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରି ଅଯୋଧ୍ୟାକୁ ଆସିଥିଲେ। ମାତା ସୀତା ଅଯୋଧ୍ୟାରେ ପହଂଚିବା ପରେ ସମଗ୍ର ଅଯୋଧ୍ୟାବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା। ଏହି ବିଜୟ ଦିବସକୁ ପାଳିବା ପାଇଁ…

ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର(ନିରପେକ୍ଷ ଖବର): ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ବଳାତ୍କାର ଘଟଣାର ତଦନ୍ତକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତୁରନ୍ତ…

ଅନୁସୁଚିତ ଜାତିର ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୧୦: ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ…

ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି….

ଭୁବନେଶ୍ୱର,ନିରପେକ୍ଷ ଖବର:୨୨/୧୦/୧୯ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ମୁହଁରେ ରଙ୍ଗୀନ ଝୋଟି ଓ ରଙ୍ଗୋଲି ପକାଇ ସଜାଯାଏ। ରଙ୍ଗୋଲିରେ ଅଟା, ଚାଉଳ ଚୂନା, ହଳଦୀ, କୁଙ୍କୁମ, ଫୁଲ, ପତ୍ର ଓ ଅନେକ ପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ। ଯଦି ବାସ୍ତୁ…

କ୍ରିକେଟ ଜଗତରୁ ଅବସର ନେଲେ ଓଡିଶା ରଣଜୀ ଖେଳାଳୀ ନଟରାଜ ବେହେରା….

ଭୁବନେଶ୍ୱର, ନିରପେକ୍ଷ ଖବର:୨୧/୧୦/୧୯ ଓଡ଼ିଶାର ରଣଜୀ ଖେଳାଳି ନଟରାଜ ବେହେରା ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି । ନିଜ ଅବସର ନେଇ ସେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି । ନଟରାଜ ବେହେରା ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୦୩୧…

ସ୍ୱାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ନୂଆ ନୂଆଭେଳିକି ଦେଖାଉଛନ୍ତି ରାଜ୍ୟ ସରକାର: ବିଜେପି

* କୌଣସି ବ୍ୟବସ୍ଥା ନକରି ନିଜ ଦୋଷ ଘୋଡାଇବାକୁ ଏସଡିଏମଓଙ୍କୁ ନିଲମ୍ବିତ ଏକ ଡ୍ରାମା *ଗତ ବର୍ଷ ତୁଳନାରେ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛେଇବା ନୀତିଆୟୋଗ ରିପୋର୍ଟ କହିଛି * ଟୀକା ଦାନ, ଆନୁଷ୍ଠାନିକ ପ୍ରସବ, ଟିବି ରୋଗ ଚିହ୍ନଟ ଓ ଚିକିତ୍ସା, ମ୍ୟାଲେରିଆ,ଡାକ୍ତର…

୫ଟି ସଚିବ ଭି.କେ ପାଣ୍ଡିଆନ ମୟୁରଭଞ୍ଜ ଗସ୍ତ ସାରି ଚାଲିଗଲେ…

*ଆଶା ଆଶଙ୍କାରେ ମୟୁରଭଞ୍ଜ ବାସୀ... ବାରିପଦା(ନିରପେକ୍ଷ ଖବର)ତା-୧୩/ଅକ୍ଟୋବର/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫ ଟି- ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ନିଜ ଗସ୍ତ ସାରି ଚାଲିଯାଇଛନ୍ତି । ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମକୁ…

ସୁବ୍ରତ ଦାସ ସମ୍ମାନିତ ହେଲେ ଅନ୍ତର୍ଜାତୀୟ ଯୁବ ପୁରସ୍କାରରେ….

ବାରିପଦା,ନିରପେକ୍ଷ ଖବର:୧୩/୧୦: ସେବା ହିଁ ପରମ ଧର୍ମ। ଜଣେ ନିଷ୍ଠା ଓ ଆନ୍ତରିକତା ଭାବେ କୋୖଣସି କାମ କଲେ ତାହା ବିଫଳ ଯାଇନି। ଏହାର ଏକ ଜ୍ୱଳନ୍ତ ଉଧାହରଣ ପାଲଟିଛନ୍ତି ବାରିପଦା ସ୍ଥିତ (ତଖତପୁର ଅଞ୍ଚଳର) ପିତା ଦିଲ୍ଲୀପ କୁମାର ଦାସ ଓ ମାତା ଭାରତୀ ଦାସ ଙ୍କ ସୁପୁତ୍ର ସୁବ୍ରତ କୁମାର ଦାସ।…

ହଜିଯାଇଛି ମାନବିକତା…..

ବାରିପଦା(ନିରପେକ୍ଷ ଖବର)ତା-୧୦/ଅକ୍ଟୋବର/୨୦୧୯: ସତରେ କଣ ମାନବିକତା ହଜିଯାଇଛି। ଆଉ କଣ ମଣିଷ ପଣିଆ ଦେଖାଯାଉନି ..?। ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନ ଭିତରେ ଉଙ୍କି ମାରିବ। ଏମିତି ଏକ ନିଷ୍ଠୁର ଓ ହୃଦୟ ବିଦାରକ ଘଟଣା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ…

ବାଙ୍ଗିରୀପୋଷୀ ଘଟଣା ପ୍ରମାଣ କରୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା:ବିଜେପି

* କୋମାରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ମମତା ଯୋଜନା... * ଆଦିବାସୀ ମହିଳା ତୁଳସୀ ମୁଣ୍ଡାଙ୍କ ମୃତ୍ୟୁ ‘ମୋ ସରକାର’ ଯୋଜନା ବିଫଳତାର ଦୃଷ୍ଟାନ୍ତ... * ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ ହେବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ... * ମୃତକ…

ଶାରଦୀୟ ଦୁର୍ଗାପୂଜାରେ ବାରିପଦା ସହର ଉତ୍ସବ ମୁଖର….

ବାରିପଦା(ନିରପେକ୍ଷ ଖବର)ତା-୬/ଅକ୍ଟୋବର/୨୦୧୯-ଏହି ପାର୍ବଣ ଋତୁ ରେ ଧରା ଧାମରେ ବିଜେ କରିଛନ୍ତି ମା ଦଶଭୁଜା। ମାଆଙ୍କର ଆଶ୍ରିବାଦ ପାଇବା ପାଇଁ ଓ ନିଜନିଜର ମନସ୍କାମନା ପୂରଣ କରିବା ପାଇଁ ଶ୍ରଦ୍ଧାଳୁମାନେ ଅତି ଉତ୍କଣ୍ଠାର ସହ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଲଗାଇଛନ୍ତି। ଧରାପୃଷ୍ଠରେ ଅବତରଣ…

ପେଟ୍ରୋଲ ପାଇଁ ଅଧାବାଟରେ ଚାଲିଗଲା ପ୍ରସୂତିଙ୍କ ଜୀବନ….

*ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର..... ବାରିପଦା(ନିରପେକ୍ଷ ଖବର)ତା-୫/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ଆଜି ଏମିତି ଏକ ଘଟଣା ଘଟି ଯାଇଛି ତାହା ଜାଣିଲେ ଆପଣଙ୍କୁ ଚକିତ କରିଦେବ। ପେଟ୍ରୋଲ ପାଇଁ ଜଣେ ଗର୍ଭବତୀ ମହିଳାଙ୍କର ଜୀବନକୁ ରକ୍ଷା କରାଯାଇ ପାରିଲା ନାହିଁ। ଆମ୍ବୁଲାନ୍ସରେ…

ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା…..

ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର…

ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଖସି ଗଲେ ଅଭିଯୁକ୍ତ।

ବାରିପଦା (ନିରପେକ୍ଷ ଖବର)ତା୨/ଅକ୍ଟୋବର/୨୦୧୯- ମୟୁରଭଞ୍ଜ ଜିଲ୍ଲାରେ ପୋଲିସ ର ନିଷ୍କ୍ରିୟତା ପଦା ରେ ପଡିଛି।ଦିନ ଦ୍ବିପହରରେ ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ମାନେ ଖସି ଯାଉଛନ୍ତି।ପୋଲିସ ର ଦାୟିତ୍ୱ ହୀନତା ଓ ଅବହେଳା ପାଇଁ ବାରମ୍ବାର ମୟୁରଭଞ୍ଜ ଜିଲ୍ଲାରେ ଏଭଳି ସମସ୍ୟା ଦେଖା ଯାଉଥିଲେ…

Latest Videos