ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା……
ପୁରୀ (ନିରପେକ୍ଷ ଖବର): ନୂଆବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ହେବ ଅବଢ଼ା। ଆନନ୍ଦ ବଜାରରେ କେତେ ମୂଲ୍ୟରେ କେଉଁ ବ୍ୟଞ୍ଜନ ବିକ୍ରି ହେବ, ସୁଆର ମହାସୁଆର ମାନଙ୍କ ସହିତ ଆଲୋଚନା ପରେ ତାହା ଚୂଡ଼ାନ୍ତ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି।…
Read More...
Read More...