Blank space
Blank space
Breaking News/ମୁଖ୍ୟ ଖବର:
ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…
Blank space
Browsing Category

ସାମାଜିକ

ଜେଇଇ ମେନ୍ ପରୀକ୍ଷା ପାଈଁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ବଡ଼ ଘୋଷଣା ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା-୫/୫/ କରୋନାର ଭୟ ଭିତରେ ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା । ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି…
Read More...

ଓଡ଼ିଶା ମତ୍ସ୍ୟ ସେବା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ..

ଭୁବନେଶ୍ୱର,ନିରପେକ୍ଷ ଖବର: ୦୫ ମଇ,୨୦୨୦ କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ନିମନ୍ତେ ଓଡ଼ିଶା ମତ୍ସ୍ୟ ସେବା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଛି । ଆଜି କୃଷି ଭବନଠାରେ ଏହି ଅର୍ଥରାଶିକୁ କୃଷି ଓ କୃଷକ…
Read More...

କଂଗ୍ରେସ ଧଉଳି ଅଞ୍ଚଳରେ ଜାଯାବରଙ୍କୁ ବାଣ୍ଟିଲେ ଶୁଖିଲା ଖାଦ୍ୟସାମଗ୍ରୀ..

ଭୁବନେଶ୍ୱର ,ନିରପେକ୍ଷ ଖବର: ତା ୫.୫.୨୦ ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ…
Read More...

ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ହେଲା ବାହାଘର।

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ବାହାଘରରେ ପଡିଛି କରୋନା ପ୍ରଭାବ।ଲକ ଡାଉନ ଯୋଗୁଁ ମନ୍ଦିର କିମ୍ବା ମଣ୍ଡପରେ ବିବାହ ନିମନ୍ତେ ଅନୁମତି ନ ମିଳିବାରୁ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ବାହାଘର ସମ୍ପାଦନା ହେଲା। ନା ବାଜା ନା ରୋଷଣୀ ନା ବରଯାତ୍ରୀ ନିରାଡମ୍ବର ଭାବେ…
Read More...

ମୟୂରଭଞ୍ଜକୁ ଫେରିଲେ କୋଟାରେ ଫସି ଥିବା ଛାତ୍ରଛାତ୍ରୀ ।

ବାରିପଦା(ନିରପେକ୍ଷ ଖବର)ତା-୦୫/୦୫-ଲକ ଡାଉନ ପାଇଁ ମୟୁରଭଞ୍ଜ ଜିଲ୍ଲା ସମେତ ରାଜ୍ୟର ଅନେକ ଛାତ୍ରଛାତ୍ରୀ ଓ ଲୋକମାନେ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା…
Read More...

ଭିନକ୍ଷମ ଛାତ୍ର ଓ ସଫେଇ କର୍ମଚାରୀ ଙ୍କୁ ସହାୟତାର ହାତ ବଢାଇଲେ ଅର୍ଜୁନ

ଭୂବନେଶ୍ୱର,ନିରପେକ୍ଷ ଖବର:୦୨.୦୫:ସମଗ୍ର ବିଶ୍ୱ କରୋନା ମହାମାରୀରେ ସଂଗ୍ରାମ କରୁଥିବା ବେଳେ ନିରାଶୟ , ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିବା ଯୁବ ସମାଜସେବୀ ଅର୍ଜୁନ ସାହୁ ପୁଣିଥରେ ମହାନତାର ପରିଚୟ ଦେଇଛନ୍ତି । ରାଜଧାନୀର ଚେତନା ମହାବିଦ୍ୟାଳୟରେ…
Read More...

ସାମାଜିକକର୍ମୀ ମାନଙ୍କ ସୁରକ୍ଷା ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଲା ଓଡିଶା ସମାଜସେବୀ ମହାସଂଘ

ଭୁବନେଶ୍ୱର,ନିରପେକ୍ଷ ଖବର:ତା,୦୨/୦୪ ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ , ସବୁ ପରିସ୍ଥିତି ରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି , ସାମ୍ପ୍ରତିକ ସ୍ଥିତିରେ ଡାକ୍ତର , ଆଶାକର୍ମୀ ,ପୋଲିସ , ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ…
Read More...

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,ନିରପେକ୍ଷ ଖବର: ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା…
Read More...

ରାଜ୍ୟରେ କାୟା ମେଲାଇ ଚାଲିଛି କରୋନା…

ଭବନେଶ୍ବର, ନିରପେକ୍ଷ ଖବର:୩୦/୦୪: ରାଜ୍ୟରେ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଁଚିଛି । ଏହା ସହ ଯାଜପୁରରେ ଆକ୍ରାନ୍ତଙ୍କ  ସଂଖ୍ୟା ୨୨ ଛୁଇଁଛି । ସୂଚନା ଅନୁଯାୟୀ,…
Read More...

ରେଡ଼ ସ୍ୱସ୍ତିକ୍ ସୋସାଇଟି ଓ କମିଶନରେଟ୍ ପୋଲିସ୍ ମିଳିତ ସହଯୋଗରେ ରକ୍ତଦାନ ଶିବିର

ଭୂବନେଶ୍ବର, ନିରପେକ୍ଷ ଖବର :ରେଡ଼ ସ୍ୱସ୍ତିକ ସୋସାଇଟି ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ରିଜର୍ଭ ଅଫିସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତିରିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଡ଼ ସ୍ୱସ୍ତିକ ର ସେକ୍ରେଟାରୀ…
Read More...

ପାଣିପାଗ ବିଭାଗର ୮ ଟି ଜିଲ୍ଲାକୁ ସତର୍କତା ବା ୟେଲୋ ଓ୍ୱାର୍ଣିଂ ଜାରି….

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି, କିନ୍ତୁ ଏହା ଦ୍ୱାରା ବାତ୍ୟା ହେବାର ଆଶଙ୍କା କମ୍ ଅଛି। ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ଆସନ୍ତା ୫…
Read More...

ଆଉ ୩ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା …

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪ ଓଡ଼ିଶାରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପି ଚାଲିଛି । ପୂର୍ବରୁ କିଛି ଜିଲ୍ଲାରେ ସୀମିତ ଥିବା କରୋନା ମହାମାରୀ ଏବେ ୧୪ ଜିଲ୍ଲାକୁ ବ୍ୟାପିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନ ଓ ରାଜ୍ୟ…
Read More...

ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ….

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୯/୦୪( ବୁଧବାର) ଆଜି ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ ।ଆକ୍ରାନ୍ତ ଜଣକ ୭୭ବର୍ଷୀୟ ବ୍ୟକ୍ତି ଅଟନ୍ତି । ସେ ଭୁବନେଶ୍ୱର ସ୍ଥିତ ମଧୁସୂଦନ ନଗର ଅଞ୍ଚଳର।ପ୍ରକାଶ ଥାଉକି ସେ କେସ୍ ନମ୍ବର ୪୧ର ନିକଟ ସମ୍ପର୍କୀୟ ଅଟନ୍ତି । ଏହାକୁ ମିଶାଇ…
Read More...

ପାଇକ ମହାସଂଘର ନିଆରା ଢଙ୍ଗରେ ଅକ୍ଷୟ ତୃତୀୟା ପାଳନ

ଭୁବନେଶ୍ୱର,ନିରପେକ୍ଷ ଖବର: ୨୭/୦୪/୨୦ : କରୋନା ମହାମାରୀ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ୱାନ ସୃଷ୍ଟି କରିଛି । ରାଜ୍ୟ ସରକାର ନିଜର ସମସ୍ତ ପ୍ରସ୍ତୁତି ସହିତ ଏହି ଅଭୂତପୂର୍ବ ମହାମାରୀର ମୁକାବିଲା କରୁଛନ୍ତି । ଏହି ମହାମାରୀକୁ ସଫଳତାର ସହିତ ପ୍ରତିହତ କରିବାରେ ପୁଲିସ କର୍ମଚାରୀଙ୍କ…
Read More...

ଲକ୍ ଡାଉନ୍ ପରେବି ୧୦୦ ଛୁଇଁଲା …

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୫/୦୪/୨୦ ଓଡ଼ିଶାରେ ଲକ୍ ଡାଉନ୍ ହୋଇ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା। ସଚେତନ ହେଉନାହାନ୍ତି ଜନସାଧାରଣ । ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବୃଦ୍ଧି ପାଉଛି। ଆଜି ଯାଜପୁର ଅଂଚଳରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…
Read More...

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍…

ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା…
Read More...

ସହଯୋଗର ହାତ ବଢାଇଲେ ସିମୁଳିଆ ର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ସହଯୋଗୀ…

ବାଲେଶ୍ଵର, ନିରପେକ୍ଷ ଖବର:ତା ୨୨/୦୪ ବିଶ୍ୱରେ କରୋନା ଏକ ମହାମାରୀ ର ରୂପ ନେଇଛି ଏହା ଫଳରେ ଦିନ ମଜୁରିଆ ଓ ମଧ୍ୟମଶ୍ରେଣୀର ଲୋକ ମାନେ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।ତାଲା ବନ୍ଦ କାରଣରୁ ନା କୋଣସି ବେପାର ଚାଲିଛି ନା ପାଖରେ ପଇସା ଅଛି ।କରୋନ ଯେପରି ଲୋକମାନଙ୍କ ଉପରେ ଦାଉ ସାଜିଛି…
Read More...

ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ଥାନା ଅଧିକାରୀ ନିଲମ୍ବିତ…

ଭୁବନେଶ୍ୱର, ନିରପେକ୍ଷ ଖବର:ତା,୨୦/୦୪ ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପରିବାର ସଦସ୍ୟଙ୍କ ସହ ପୁରୀ ଶ୍ରୀମନ୍ଦିର ଯାଇଥିବା ଘଟଣାରେ ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ନିଲମ୍ବନ କରିଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । …
Read More...

ସିମୁଳିଆ ପୋଲିସ୍ ର ବେପରୁଆ ମନୋଭାବ ପାଇଁ ଲକ୍ ଡାଉନ୍ କଟକଣା ମାନୁ ନାହାନ୍ତି ଜନତା..

ବାଲେଶ୍ଵର//ସିମୁଳିଆ,ନିରପେକ୍ଷ ଖବର: ତା' ୧୭/୦୪/୨୦ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅନୁରୋଧ ପରେ ମଧ୍ୟ ଏବେବି ଅଧିକାଂଶ ସ୍ଥାନରେ ଲକ୍ ଡାଉନ୍ କଟକଣାକୁ ଲୋକେ ଖାତିର କରୁ ନାହାନ୍ତି। କରୋନା ଭାଇରସର ଭୟାବହତା ସମ୍ପର୍କରେ ସବୁ ଜାଣି ଶୁଣି ବି ସରକାରୀ ନୀତି ନିୟମକୁ ଫୁ କରି ଉଡାଇ…
Read More...

ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କଲେ

ବାରିପଦା(ନିରପେକ୍ଷ ଖବର)ତା-୧୬/୦୪-ମୟୁରଭଞ୍ଜରେ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାର ଦିନକ ପରେ ଭି କେ ପଣ୍ଡିଆନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।କରୋନା ପାଇଁ ୫ଟି…
Read More...