ରାଜନୀତି ଧାନ କିଣାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ: ମନମୋହନ ସାମଲ Debabrat Mohanty Feb 19, 2026 0 ବିଜେପି ଶାସନରେ ଗତ ୧୦ ବର୍ଷରେ ଧାନ କ୍ୱିଂଟାଲ ପିଛା ୧୩୧୦ ଟଙ୍କାରୁ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି ଧାନ କିଣା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ଏବଂ ଧାନ କିଣାରେ ବିଜେପି ସରକାର କୌଣସି ସାଲିସ କରିବ ନାହିଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ କିଣା ୯୦ ରୁ… Read More...
ରାଜନୀତି ମୋକିମଙ୍କ ସଂଗଠନରେ ସାମିଲ୍ ହେଲେ ଭୁବନେଶ୍ୱରର ଶତାଧିକ ମହିଳା ନେତ୍ରୀ Debabrat Mohanty Feb 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୫/୦୨ : ଜାତୀୟ ଯୁବ ଦିବସରେ ଯୁବ ସମାବେଶ । ଏହାପରେ ମହିଳା ନେତ୍ରୀଙ୍କ ସମାବେଶ, କୃଷକନେତାମାନଙ୍କ ସମାବେଶ ଓ ସାମାଜିକ କର୍ମୀମାନଙ୍କ ସମାବେଶ କରି ଏକ ନୂଆ ବିକଳ୍ପର ଆହ୍ୱାନ ଦେଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ । ଓଡ଼ିଶାରେ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ… Read More...
ରାଜନୀତି ନେତା,ମନ୍ତ୍ରୀ ଓ ଅଧିକାରୀ କରୁଛନ୍ତି ଚାଷୀଙ୍କ ଧାନଚୋରି-ମନୱର ଅଲ୍ଲୀ Nirapakhya Khabar Feb 14, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୪/୦୨ : ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ନେଇ ଶନିବାର ରାଜଧାନୀରେ ଗର୍ଜିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡ଼ି ମନୱର ଅଲ୍ଲୀଙ୍କ ନତେୃତ୍ୱରେ ଶତାଧିକ କର୍ମର୍କା ଓ… Read More...
ରାଜନୀତି ବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟ Debabrat Mohanty Feb 8, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୮/୦୨ ଭୁବନେଶ୍ୱର ଠାରେ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭କୁ 'ବିକଶିତ ଭାରତ' ଗଠନର ଏକ ବଳିଷ୍ଠ ଆଧାର ବୋଲି ଅଭିହିତ କରିଛନ୍ତି । ପ୍ରଧାନମନ୍ତ୍ରୀ… Read More...
ରାଜନୀତି ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର:ତା ୨୩/୦୧/୨୬ ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ତୃଣମୂଳ ସ୍ତରରେ ସେବା ପହଞ୍ଚିବାରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ… Read More...
ରାଜନୀତି ଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟ Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର ତା: ୨୩/୦୧/୨୬ ଜନତା ମୈଦାନରେ ଆୟୋଜିତ ତିନି ଦିନିଆ ମତ୍ସ୍ୟ ପ୍ରାଣୀ ସମାବେଶରେ ସ୍ଥାନ ପାଇଥିବା ଜୀବନ୍ତ ମତ୍ସ୍ୟ ପ୍ରଦର୍ଶନୀରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଆଧୁନିକ ତଥା ଉନ୍ନତ ପ୍ରଣାଳୀର ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ସୃଷ୍ଟି ପାଇଁ ଏଠାରେ ମାଛ,… Read More...
ରାଜନୀତି ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ Debabrat Mohanty Jan 23, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର ତା.୨୩/୦୧: ଶ୍ରୀପଂଚମୀ ଭଳି ପବିତ୍ର ଦିନ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ତଥା ପରାକ୍ରମ ଦିବସରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସିର ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମେହେରଙ୍କ ନେତୃତ୍ୱରେ ୭ ଜଣ କାଉନ୍ସିଲର… Read More...
ରାଜନୀତି ଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁର Debabrat Mohanty Jan 23, 2026 0 ଭୁବନେଶ୍ବର,ନିରପେକ୍ଷ ଖବର:ତା:୨୩/୦୧/୨୬ ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶ ଡେକାନ… Read More...
ରାଜନୀତି ଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର Debabrat Mohanty Jan 23, 2026 0 ଭୁବନେଶ୍ଵର,ନିରପେକ୍ଷ ଖବର: ତା ୨୩/୦୧/୨୬ କିଏ ଧୀର ମନ୍ଥର ଗତିରେ ଆସୁଥିଲେ ତ କିଏ ଦ୍ରୁତ ଗତିରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରୁଥିଲେ । କିଏ ଚୋର ଧରିବାର କୌଶଳ ଦେଖାଉଥିଲେ ତ ଆଉ କିଏ ହାଇ ଜମ୍ପ ଓ ହର୍ଡଲ୍ସ ଜମ୍ପରେ ନିଜର ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଦର୍ଶକଙ୍କ ସମ୍ମୁଖରେ ଆଘ୍ରାଣ… Read More...
ରାଜନୀତି ମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋ Debabrat Mohanty Jan 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର ତା: ୨୨/୦୧/୨୬ ଆଜି ମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋ ।” ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ‘ଫ୍ୟାସନ୍ ସୋ’କୁ ଉଦଘାଟନ କରିଥିଲେ । ଏଥିରେ ଦେଶ ବାହାରର ୧୨୫ ପ୍ରଜାତି ପେଟ୍… Read More...
ରାଜନୀତି ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି Debabrat Mohanty Jan 20, 2026 0 *ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହେବ: ପ୍ରଦ୍ୟୁମ୍ନ କୁମାର ନାୟକ* ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୦/୦୧: ସରକାର ଗଠନରେ ଓବିସି ମୋର୍ଚ୍ଚାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମୋର୍ଚ୍ଚା ଅନେକ ସାଂସଦ ଓ ବିଧାୟକ ତିଆରି କରିଛି । ପ୍ରକୃତରେ ଆମ ଜନସଂଖ୍ୟା… Read More...
ରାଜନୀତି ସମ୍ପୂର୍ଣ୍ଣ ଅନ୍ଲାଇନ୍ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟ Debabrat Mohanty Jan 19, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା: ୧୯/୦୧/୨୬ ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସବୁ ବିଭାଗକୁ ଯେଉଁ ୧୫ ସୂତ୍ରୀ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ କିଭଳି ଅନୁପାଳନ କରାଯାଇପାରିବ ସେ ନେଇ ନିର୍ମାଣ… Read More...
ରାଜନୀତି ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ Debabrat Mohanty Jan 19, 2026 0 ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ହେବ ଏହି ସମାବେଶ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ Read More...
ରାଜନୀତି ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି Debabrat Mohanty Jan 11, 2026 0 ସମ୍ବଲପୁର ସହର ସାରା ବିଛାଯିବ ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ଲାଇନ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଦିନକୁ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ପହଞ୍ଚିବ ଘରେ ଘରେ ପାନୀୟ ଜଳ ସମସ୍ୟାର ସମାଧାନ ସହ, ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ-ମୁଖ୍ୟମନ୍ତ୍ରୀ… Read More...
ରାଜନୀତି ଆଜି ୨୫ ଟି ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ Debabrat Mohanty Jan 11, 2026 0 ଅତ୍ୟାଧୁନିକ ବସ ଟର୍ମିନାଲ ମଧ୍ୟ ଉଦ୍ଘାଟିତ ବସ୍ ଟର୍ମିନାଲ ଓ ବସର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି Read More...
ରାଜନୀତି ସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା Debabrat Mohanty Jan 10, 2026 0 ନିରନ୍ତର ସାଧନା ବଳରେ ଭାରତୀୟ ଜନତା ପାର୍ଟିକୁ ମଜବୁତ କରିଥିଲେ ସ୍ୱର୍ଗତଃ ସଂଚିତା ଅପା : ମନମୋହନ ସାମଲ ଭୁବନେଶ୍ୱର, ନିରପେକ୍ଷ ଖବର ତା.୦୯/୦୧: ବରିଷ୍ଠ ନେତ୍ରୀ ତଥା କୋରେଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ସଂଚିତା ମହାନ୍ତିଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର… Read More...
ରାଜନୀତି ସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ Debabrat Mohanty Aug 30, 2024 0 ଭୁବନେଶ୍ୱର , ନିରପେକ୍ଷ ଖବର: ତା ୩୦/୦୮/୨୪ ମାନ୍ୟବର ଗୃହ ମନ୍ତ୍ରାଳୟ ଦିଲ୍ଲୀରୁ ଯେଉଁ ଚିଠି ଆସିଥିଲା ଏହି ଥରକୁ ମିଶେଇ ୪ ଥର ହୋଇଗଲା | ପ୍ରଥମ ପର୍ଯ୍ୟାୟ ଚିଠି ୦୫.୧୧.୧୯୮୩ ମସିହାରେ ଆସିଥିଲା | ଦ୍ୱିତୀୟ ପର୍ଯ୍ୟୟରେ ୧୭.୦୧.୧୯୮୪ ଆଉ ଏକ ଚିଠି ତା ୦୬.୦୨.୨୦୨୪ ରେ ଗୃହ ମନ୍ତ୍ରାଳୟରୁ… Read More...
ରାଜନୀତି ଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ Debabrat Mohanty Aug 29, 2024 0 ଭୁବନେଶ୍ଵର, ନିରପେକ୍ଷ ଖବର: ତା :୨୯/୦୮/୨୪ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା… Read More...
ରାଜନୀତି ଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ… Debabrat Mohanty Aug 27, 2024 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୬.୮.୨୦୨୪ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ତରଫରୁ ଏକ ଜରୁରୀ କାଳୀନ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମଗ୍ର ୩୦ ଗୋଟି… Read More...
ରାଜନୀତି କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ Debabrat Mohanty Aug 16, 2024 0 ଭୁବନେଶ୍ବର, ନିରପେକ୍ଷ ଖବର: ତା ୧୬/୦୮ ମେଲ୍ ଯୋଗେ AICCକୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍ ଯୋଗେ କଂଗ୍ରେସକୁ ବିଜୟ ପଟ୍ଟନାୟକ ତାଙ୍କର ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ପାଲଟିଥିବା ବିଜୟ ପଟ୍ଟନାୟକ ଚଳିତ ନିର୍ବାଚନରେ… Read More...