Blank space
Blank space
Breaking News/ମୁଖ୍ୟ ଖବର:
ବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟଡିଜିଟାଲ ମିଡ଼ିଆ ଏଡିଟର ଏବଂ ଓନରସ ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର  ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ
Blank space

ପୋଲିସ ଅଫିସର ଙ୍କୁ ସରକାରଙ୍କ ଅଣଦେଖା କାହିଁକି ?

ପୋଲିସ ଅଫିସର ଙ୍କ ଠାରୁ ଛଡ଼ାଇ ନିଆ ଯାଉଛି ସେମାନଙ୍କର ପରିବାର ପୋଷିବାର କ୍ଷମତା

0

**୧୫ ହଜାର ରେ ୧୮ ଘଂଟା କାମ କରୁଛନ୍ତି ପୋଲିସ ଏ.ଏସ.ଆଇ, ୯ ହଜାର ରେ ଖଟୁଛନ୍ତି କନେଷ୍ଟବଳ**

ନିରପେକ୍ଷ ଖବର:ତା ୨୩/୦୬ (ରାଜେଶ କୁମାର ଲେଙ୍କା) (କଟକ):ସରକାରଙ୍କ ତରଫରୁ ବାରମ୍ବାର ପ୍ରଚାର ଓ ପ୍ରସାର କରାଯାଉଛି କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସହଯୋଗ କରିବା ପାଇଁ,କିନ୍ତୁ ବାସ୍ତବରେ କହିବାକୁ ଗଲେ କରୋନା ଯୋଦ୍ଧା ମାନେ କଣ ଏହି ସମ୍ମାନ କୁ ନେଇକି ସେମାନଙ୍କର ପରିବାର ପୋଷିବେ। କରୋନା ଯୋଦ୍ଧାଙ୍କ ସମସ୍ୟା ଉପରେ ସରକାରଙ୍କ ନଜର ପଡୁନାହିଁ ଓ ସେମାନଙ୍କ ସମସ୍ୟା ଉପରେ ମଧ୍ୟ ଗୁରୁତ୍ବ ଦିଆ ଯାଉନାହିଁ। ଓଡ଼ିଶା ସରକାରଙ୍କ ଅଧିନରେ ଚାକିରି କରିଥିବା ପୋଲିସ ଏବେ ଆଗ ଧାଡ଼ିର କରୋନା ଯୋଦ୍ଧା ପାଲଟିଛନ୍ତି,କିନ୍ତୁ ସେମାନଙ୍କୁ ସେମାନଙ୍କ ପରିଶ୍ରମର ଉପଯୁକ୍ତ ପାରିଶ୍ରମିକ ମୂଲ୍ୟ ମିଳୁ ନଥିବାରୁ ପୋଲିସ ଅଫିସରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ଓ ସେମାନଙ୍କର ପରିବାର ର ଭରଣ ପୋଷଣ ପାଇଁ ସେମାନେ ଏକ ପ୍ରକାର ଅକ୍ଷମ ହୋଇ ପଡିଛନ୍ତି।ଓଡ଼ିଶା ସରକାରଙ୍କ ଅଧିନରେ ଚାକିରି କରୁଥିବା ଏସଆଇ ଙ୍କୁ ୧୫,୦୦୦ ଟଙ୍କା ମିଳୁଥିବା ବେଳେ କନେଷ୍ଟବଳ ଙ୍କୁ ୯୦୦୦ ରୁ କମ ଟଙ୍କା ମିଳୁଛି ଏବଂ ଏହା ମଧ୍ୟ କେତେକ ସମୟରେ ଠିକ୍ ଭାବରେ ମିଳୁ ନାହିଁ ବୋଲି ପୋଲିସ ଅଫିସର କହିଛନ୍ତି,ଯାହାକୁ ନେଇକି ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି।କିନ୍ତୁ ସେମାନେ ଖୋଲାଖୋଲି ଏହାର ବିରୋଧ ମଧ୍ୟ କରି ପାରୁ ନାହାଁନ୍ତି।ବିଶେଷ କରି ନୂଆ କରି ଯୋଗ ଦେଇ ଥିବା କର୍ମଚାରୀ ମାନେ ଏବେ ବହୁତ ଅସୁବିଧାରେ ଅଛନ୍ତି।ସରକାରୀ ଚାକିରୀ କରି ମଧ୍ୟ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି।୨୦୧୩ ମସିହା ପରଠାରୁ ପୋଲିସ ବିଭାଗରେ ଚୁକ୍ତଭିତ୍ତିକ ନିଯୁକ୍ତି ଭାବରେ ଉଭୟ ଏସଆଇ ଓ କନେଷ୍ଟବଳ ଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଥିଲା ଏବଂ ୬ ବର୍ଷ କାମ କରିବା ପରେ ସ୍ଥାୟୀ ନିଯୁକ୍ତି ମିଳୁଥିଲା।ଏହାପରେ ୨୦୧୫ ମସିହାରେ ଏସଆଇ ମାନଙ୍କ ପାଇଁ ଯେଉଁ ପଦବୀ ବାହାରି ଥିଲା ସେମାନଙ୍କୁ

Blank space
Advertising

୨୦୧୯ ମସିହା ରେ ନିଯୁକ୍ତି ମିଳୁଥିଲା। ଆହୁରି ଅନେକ ଏସ ଆଇ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇ ଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳି ପାରି ନାହିଁ।ଅଫିସ୍ ସୂଚନା ଅନୁଯାୟୀ ୨୦୨୧ ରେ ଏହି ନିଯୁକ୍ତି ମିଳିବ ବୋଲି ଜଣା ପଡିଛି ।ସେହିଭଳି କନେଷ୍ଟବଳ ଙ୍କୁ ମୋଟ ୯୦୦୦ ଟଙ୍କା ମିଳୁଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚିଛି ୮୦୦୦ ଟଙ୍କା,ସେଥିରେ ନିଜର ଖର୍ଚ୍ଚ ଓ ପରିବାର ଭରଣ ପୋଷଣ କଥା ନ କହିବା ଭଲ। ବର୍ତ୍ତମାନ ଓଡ଼ିଶା ପୋଲିସ କାର୍ଯ୍ୟ କ୍ଷେତ୍ରରେ ଦେଶରେ ଏକ ନମ୍ବର।ସେମାନେ ୨୪ ଘଣ୍ଟାରୁ ୧୬ ଘଣ୍ଟା ପରିଶ୍ରମ କରୁଛନ୍ତି।ଦରମା କଥା କହିବାକୁ ଗଲେ ଦେଶରେ ସବୁଠୁ କମ ପାରିଶ୍ରମିକ ମିଳୁଛି ଓଡ଼ିଶା ପୋଲିସ ଙ୍କୁ।ପୋଲିସ ଏସ ଆଇ ଙ୍କୁ ପୋଲିସ ବାହିନୀର ମେରୁଦଣ୍ଡ ବୋଲି କୁହା ଯାଇଥାଏ।ସେମାନେ ପ୍ରାୟତଃ ବିଭାଗର ସମସ୍ତ ତଦନ୍ତ ଭାର ଗ୍ରହଣ କରିଥାନ୍ତି।ସପ୍ତମ ବେତନ କମିଶନଙ୍କ ନିୟମ ଅନୁସାରେ ସେମାନଙ୍କୁ ୧୯ ହଜାର ଏବଂ କନେଷ୍ଟବଳ ଙ୍କୁ ୧୫ ହଜାର ପାରିଶ୍ରମିକ ମୂଲ୍ୟ ମିଳିବା କଥା ସେତିକି ମଧ୍ୟ ସେମାନଙ୍କୁ ଦିଆ ଯାଉନାହିଁ। ଯାହାକୁ ନେଇକି ଅଫିସର ଓ କନେଷ୍ଟବଳ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଏପରି ସ୍ଥଳେ ଏତେ କମ ଦରମାରେ ପରିବାର ପୋଷିବା କଷ୍ଟକର ହୋଇ ପଡିଛି।ଦେଶରେ ଓଡିଶା ପୋଲିସ ସର୍ବାଧିକ ପରିଶ୍ରମ କରୁଥିବା ଏକ ରିପୋର୍ଟ ରୁ ଜଣା ପଡିଥିଲା।ଯଦି ସମୟ ପୂର୍ବରୁ ଏସବୁ ସମସ୍ୟା ର ସମାଧାନ କରା ନ ଯାଏ,ତେବେ ଆଗାମୀ ଦିନରେ ସରକାର ଉତ୍ତର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।ଏଭଳି କ୍ଷେତ୍ରରେ ପୋଲିସ ଅଫିସର ମାନଙ୍କର ଏହି ଦୁର୍ଦ୍ଦିନ ଅବସ୍ଥା ଉପରେ ଦୃଷ୍ଟି ପକାଇ ସମସ୍ୟା ର ସମାଧାନ କରିବା ପାଇଁ ସରକାର ଙ୍କୁ ଅନୁରୋଧ କରାଯାଇଛି।

Mo sapath

Leave A Reply

Your email address will not be published.

news-1701

yakinjp


sabung ayam online

yakinjp

yakinjp

rtp yakinjp

yakinjp

judi bola online

slot thailand

yakinjp

yakinjp

yakin jp

ayowin

yakinjp id

mahjong ways

judi bola online

mahjong ways 2

JUDI BOLA ONLINE

maujp

maujp

sabung ayam online

sabung ayam online

mahjong ways slot

sbobet88

live casino online

sv388

taruhan bola online

maujp

maujp

maujp

maujp

sabung ayam online

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

news-1701