Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଉଚ୍ଚ ନ୍ୟାୟାଳୟର ଶେଷ ନେର୍ଦେଶ ନ ଆସିବା ପ୍ରଯ୍ୟନ୍ତ କୈlଣସି ଫି ପୈଠ ନ କରିବାକୁ ଅଭିଭାବକ ମାନଙ୍କୁ ଅନୁରୋଧ କଲା ଓଡିଶା ଅଭିଭାବକ ମହାସଂଘ

0

ଭୁବନେଶ୍ୱର,ନିରପେକ୍ଷ ଖବର;ତା-୦୨/୦୬ ଆଜି ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ବେସରକାରୀ ସ୍କୁଲ ମାନଙ୍କ ଫି ଆଦାୟ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜୟଦେବ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ସରକାର ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବା ପାଈଁ ନିଷ୍ପତି ନେଇ ଥିବାରୁ ଏହାକୁ ଓଡିଶା ଅଭିଭାବକ ମହାସଂଘ ସ୍ୱାଗତ କରିବା ସହ ସେ ପର୍ଯ୍ୟନ୍ତ କୈlଣସି ଫି ଆଦାୟ ଉପରେ ଲଗାମ ଲଗା ଯିବାକୁ ରାଜ୍ୟ ସରକାର ନିଜ ଆଡୁ ଅଙ୍କୁଶ ଲଗେଇବାକୁ ଅନୁରୋଧ କରିଛନ୍ତି l ଯେହେତୁ ସବୁ ସ୍କୁଲ ଓ କଲେଜ ବନ୍ଦ ରହିବା ତେଣୁ ସବୁ ଫି କୁ ବାତିଲ କରିବା କଥା l NO SCHOOL-NO FEE ଧାରା ଏହି ସମୟରେ ଲାଗୁ ହେବେ କଥା, ତାହା ନକରି ଅଭିଭାବକ ମାନଙ୍କୁ ଏପରି ଯନ୍ତ୍ରଣା ଦେଇ ଥିବାରୁ ଏହାକୁ ବିରୋଧ କରୁଛି ଓଡିଶା ଅଭିଭାବକ ମହାସଂଘ l

ଏହି ଫି ମାମଲା ମାନ୍ୟଵର ହାଇ କୋର୍ଟ ଙ୍କ ବିଚାରାଧୀନ ଥିବା ବେଳେ, ଫି ନଦେଲେ ଅନ ଲାଇନ ପାଠ ପଢା ବନ୍ଦ କରିପାରିବେ ନାହିଁ, ଏପରି ସ୍ପଷ୍ଟ ମଧ୍ୟମିତ ନିର୍ଦେଶ ଥିବା ସତ୍ୱେ ସ୍କୁଲ ମାନେ ବାରମ୍ବାର ଅଭିଭାବକ ମାନଙ୍କୁ ଫି ମାଗିବା ସହ ଧମକାଇବା ଅଭିଯୋଗ ମହାସଂଘକୁ ଆସୁଅଛି l ଏହା ମାନ୍ୟଵର ଉଚ୍ଚ କୋର୍ଟଙ୍କର ଅବମାନନା l
ଅଭିଭାବକ ମହାସଂଘ ତାର ଆଭିମୁଖ୍ୟ ପ୍ରକାଶ କରିଵା ସହ, କୈlଣସି ଫି ଏବେ ଠାରୁ ନ ଦେବା ପାଇଁ ସବୁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛି l ଜୁଲାଇ ୩୧ ପର୍ଯ୍ୟନ୍ତ ଛୁଟି ଥିବାରୁ ଆମେ ଫି ନ ଦେଇ କୋର୍ଟ ଙ୍କ ନିର୍ଦେଶ କୁ ଅପେକ୍ଷା କରିବାକୁ ପଡିବ l ଫି ଦାଖଲ ନକରି ଆମ ଅନୁରୋଧକୁ ପାଳନ କରି ସବୁ ଅଭିଭାବକମାନେ ମୁହିଁତୋଡ ଜବାବ ବେସରକାରୀ ବିଦ୍ୟାଳୟମାନଙ୍କୁ ଦେବାପାଇଁ ଓଡିଶା ଅଭିଭାବକ ମହାସଂଘ ର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଅନୁରୋଧ କରିଛନ୍ତି l ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ରଶ୍ମିରଞ୍ଜନ କାନୁନଗୋ, ସତ୍ୟବ୍ରତ ପରିଜା, ସ୍ୱପନେନ୍ଦୁ ସାମନ୍ତରାୟ, ଭୁବନେଶ୍ୱର ଆବାହକ ଶଙ୍କର ସାମନ୍ତରାୟ, ଯୁଗ୍ମ ଆବାହକ ପ୍ରଦୀପ୍ତ ମିଶ୍ର, ସଂଗଠନ ସମ୍ପାଦକ ସତ୍ୟବ୍ରତ ଦାଶ, ରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ଜେନା, ସମ୍ପାଦକ ହିମାଂଶୁ ବେହୁରା ଓ ପୁଣ୍ୟଶ୍ଳୋକ ମହାନ୍ତି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଯୋଗଦାନ କରିଥିଲେ l ଆସନ୍ତା ୧୧/୦୬/୨୦୨୦ ରେ ମାନ୍ୟବର କୋର୍ଟ ରେ ଶୁଣାଣି ହେବାର ଥିବାରୁ ସବୁ ଫି ଛାଡ଼ ପାଇଁ ଅନୁରୋଧ କୁ କୋର୍ଟ ଶୁଣିଲେ ସବୁ ଅଭିଭାବକ ଓ
ଓଡିଶା ଅଭିଭାବକ ମହାସଂଘର ସବୁ ସଭ୍ୟା ଓ ସଭ୍ୟ ଉପକୃତ ହେବେ ଵୋଲି କହିଛନ୍ତି l

Mo sapath

Leave A Reply

Your email address will not be published.