[pj-news-ticker]

ସୁପର ୭ କ୍ରିକେଟ୍ : ଓଡିଶା ଦଳ ଘୋଷଣା

0

ଭୁବନେଶ୍ବର,ନିରପେକ୍ଷ ଖବର : ଉତ୍ତର ପ୍ରଦେଶରେ ନଭେମ୍ବର ୧୦ରୁ ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି । ଏଥିରେ ଭାଗନେଵା ପାଇଁ ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ପକ୍ଷରୁ ୧୩ ଜଣିଆ ପୁରୁଷ ଦଳ ଘୋଷଣା କରାଯାଇଛି।

ଦଳରେ କୋଚ୍ ସନ୍ତୋଷ କୁମାର ଗୌଡ଼ ତୁଲାଉଥିବା ବେଳେ ହଟେଶ୍ୱର ଲେଙ୍କା ମ୍ୟାନେଜର ଭାବେ ମନୋନୀତ ହୋଇଥିବା ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ସମ୍ଫାଦକ ହେମନ୍ତ କୁମାର ମହାରଣା ସୂଚନା ଦିଆଯାଇଛି। ଏହି ଚାମ୍ପିୟନଶିପ୍ ପାଇଁ ଓଡ଼ିଶା ଦଳ ୭ ତାରିଖରେ ଉତ୍ତର ପ୍ରଦେଶ ଗସ୍ତ କରିବ।

ଓଡ଼ିଶା ଦଳ : ଉପେନ୍ଦ୍ର ପ୍ରଧାନ (ଅଧିନାୟକ), ଵି. ସନ୍ତୋଷ ପାତ୍ର, ମନୋଜ ଶବର, ସୁବ୍ରତ ଜେନା, ପ୍ରସାଦ ଜେନା, ଅରବିନ୍ଦ ଗୌଡ଼, ହେମନ୍ତ ଜାନି, ନରସିଂହ ତ୍ରିପାଠୀ, ରାଜେଶ ଜାନି (ୱିକେଟ ରକ୍ଷକ), ନୁରସିଂହ ନାଥ ସାହୁ, ପବିତ୍ର ଜାଲି, ମୁନା ବେହେରା, ଅର୍ଜୁନ ପଲେଇ

Leave A Reply

Your email address will not be published.