
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଓଡ଼ିଆ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁଅପରେସନ ନାର୍କୋସ୍: ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ ଜୋରଦାରକେପ୍ଟାଉନ୍ରେ ଓଡ଼ିଶା ବାଚସ୍ପତିଗେଟବଲ୍ ୟୁନିଅନ୍ ନାମ ଓ ଲୋଗୋ ବ୍ୟବହାର ନେଇ ଅଭିଯୋଗନିବେଶ ନେଇ ତେଜିଲା ରାଜନୀତି: ବିଜେଡିକୁ ଟାର୍ଗେଟ୍ କଲେ ସତ୍ୟବ୍ରତ ପଣ୍ଡାମୁଖ୍ୟମନ୍ତ୍ରୀଙ୍କ ଦୁଇ ବଙ୍ଗଳାରେ ୩.୩୧ କୋଟି ଖର୍ଚ୍ଚ!ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଲାଗିବ ଅତିରିକ୍ତ କୋଚ୍ପ୍ରଧାନମନ୍ତ୍ରୀ ଙ୍କ ଜନ୍ମ ଦିନରେ କିଟ୍ ଓ କିସ୍ ପକ୍ଷରୁ ନିଆରା ପଦକ୍ଷେପଅମ୍ବାନୀ ପରିବାରର ଗଣେଶ ପୂଜାରେ ଅଚ୍ୟୁତ ସାମନ୍ତRAC ନାଁରେ ଯାତ୍ରୀଙ୍କ ଅସୁବିଧା ନେଇ ଅଭିଯୋଗଗାନ୍ଧିଜୀଙ୍କ ଚିନ୍ତା ଓ ଉକ୍ତି ଯୁଗବ୍ୟାପୀ: କ୍ରିଷ୍ଣା ମହାନ୍ତିକଟକ ରେଳ ଷ୍ଟେସନ ଆଧୁନିକୀକରଣ:ଦୁଇ ମେମୁ ଟ୍ରେନର ଚଳାଚଳରେ ପରିବର୍ତ୍ତନଦୁଇ ଦିନିଆ BJP ବୈଠକ ଶେଷ! ପାରିତ ହେଲା ବଡ଼ ରାଜନୈତିକ ପ୍ରସ୍ତାବଯୋଗାଣ ସହାୟକଙ୍କ ପୁଣି ଆନ୍ଦୋଳନ ଚେତାବନୀମିସ୍ ଇଣ୍ଡିଆ ପାଇଁ ଓଡ଼ିଶାରୁ ବଡ଼ ସୁଯୋଗ!ବିଜୁ ପଟ୍ଟନାୟକ ବିମାନବନ୍ଦର ଘରୋଇକରଣକୁ ବିରୋଧ: ବିଜେପି ସରକାର ଉପରେ ବର୍ଷିଲା ବିଜେଡିଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ: ଖୁବଶୀଘ୍ର ପାଇଲଟ୍ ମଡେଲଅଜୟ ହାଇଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ‘ଅଜୟଉଦୟ’ ଅନୁଷ୍ଠିତଜୀ-ସାର୍ଥକରେ ମେଗା ମୁଭି ପ୍ରିମିୟର ‘ଜଗା ପରି ଭାଇ ଜଗତେ ନାହିଁ

Author
Nirapakhya Khabar
ନବରଙ୍ଗପୁର, ନିରପେକ୍ଷ ଖବର: ତା ୦୪/୦୭ ସରକାରୀ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିର୍ଦ୍ଧାରିତ ମାନଦଣ୍ଡ ପାଳନକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। କିଛି କ୍ଷେତ୍ରରେ ଟେଣ୍ଡର ସମ୍ବନ୍ଧୀୟ ନିୟମାବଳୀର ଯଥାର୍ଥ ପାଳନ ହୋଇନଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।
ଅଭିଯୋଗ ଅନୁସାରେ, ଯୋଗ୍ୟତା…
୭୧ତମ Doctorate! ଇତିହାସ ରଚିଲେ ସାମନ୍ତ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୩/୦୪: ପ୍ରଖ୍ୟାତ ଶିକ୍ଷାବିତ୍ ଓ ସମାଜସେବୀ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ୍ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ୭୫ତମ ସମାବର୍ତ୍ତନ ଉତ୍ସବରେ ଆଜି ଏହି…
VTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ
ଭୁବନେଶ୍ୱର, ତା. ୧୫/୦୩ (ନିରପେକ୍ଷ ଖବର): ଓଡ଼ିଶାର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବୃତ୍ତିଗତ ପ୍ରଶିକ୍ଷକମାନେ (Vocational Trainers) ବର୍ତ୍ତମାନ ଚାଲୁଥିବା Vocational Training Provider (VTP) ପ୍ରଣାଳୀକୁ ତୁରନ୍ତ ରଦ୍ଦ କରି ସିଧାସଳଖ ସରକାରୀ…
ଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୨/୦୩ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ କୁମାର ଅଗ୍ରୱାଲଙ୍କୁ ରାଜ୍ୟ ସମବାୟ ସୋସାଇଟି…
ନେତା,ମନ୍ତ୍ରୀ ଓ ଅଧିକାରୀ କରୁଛନ୍ତି ଚାଷୀଙ୍କ ଧାନଚୋରି-ମନୱର ଅଲ୍ଲୀ
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୪/୦୨ : ରାଜ୍ୟରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଏବଂ ଅଭାବୀ ବିକ୍ରି ନେଇ ଶନିବାର ରାଜଧାନୀରେ ଗର୍ଜିଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍ଡ଼ି ମନୱର ଅଲ୍ଲୀଙ୍କ ନତେୃତ୍ୱରେ ଶତାଧିକ କର୍ମର୍କା ଓ…
ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ…
* ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁ ସ୍ୱାକ୍ଷରିତ ...
* ଦ୍ୱିପାକ୍ଷିକ ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ବୃହତ ବଡ ଯୋଜନା ପ୍ରସ୍ତୁତ ହେଉଛି ...
* ଏମଓୟୁ ଦ୍ୱାରା ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ ...
* ଆଇଓସିଏଲ ଏବଂ ବ୍ରାଜିଲର…
ଯୁବ ଦିବସରେ ରକ୍ତଦାନ କଲା ମା’ବାସନ୍ତୀ ସ୍ବେଚ୍ଛାସେବୀ ଯୁବ ସଙ୍ଗଠନ
ଏବିସିଟି ରସାଳପୁର ଚମ୍ପିଆନ୍ ....
ନାଗରିକ ସଂଶୋଧନ ଆଇନ ସମର୍ଥନରେ ସ୍ଲୋଗାନ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା…
ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୩/୦୧: ନାଗରିକତା ସଂଶୋଧନ ବିଧେୟକ -୨୦୧୯ ସିଏଏକୁ ନେଇ ବିରୋଧୀଙ୍କ ଅପପ୍ରଚାର ବିରୁଦ୍ଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଜନସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଜନସଚେତନା ମାଧ୍ୟମରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସାଧାରଣ ନାଗରିକଙ୍କୁ…
ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଫଗନ ସିଂ କୁଲସ୍ତେ …
ଆସନ୍ତାକାଲି ଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗର:ବିଜେପି
* କେବଳ ନାଗରିକତା ଦେବା ପାଇଁ ତିଆରି ହୋଇଛି ନାଗରିକତା ସଂଶୋଧନ ଆଇନ
* ଆସନ୍ତାକାଲି ମହାକାଳପଡା ଠାରେ ବସବାସ କରୁଥିବା ଶରଣାର୍ଥୀ ମାନଙ୍କୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ
ଅବଗତ କରାଇବେ…
ନିରଞ୍ଜନ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ।
ଭୁବନେଶ୍ୱର,ନିରପେକ୍ଷ ଖବର :ତା-୨.୧.୨୦୨୦ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି ।
ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ…
ବରଦା ଦାସଙ୍କୁ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପଦବୀକୁ ପଦନ୍ନୋତି
ଭୁବନେଶ୍ୱର,ନିରପେକ୍ଷ ଖବର: ତା-୧.୧.୨୦୨୦ ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତି ହୋଇଛନ୍ତି ।
ଶ୍ରୀ ଦାସ ତାଙ୍କର ୩୫ ବର୍ଷ…
ପୁରୀଠାରେ ଇଣ୍ଡିଆନ ଅଏଲ୍ ପକ୍ଷରୁ ନିର୍ମିତ ସର୍ବସାଧାରଣ ପାଠାଗାର ଉଦଘାଟନ କଲେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ…
ପୁରୀ,ନିରପେକ୍ଷ ଖବର, ୩୧-୧୨-୨୦୧୯ପୁରୀ ୱାଟର ୱାର୍କ୍ସ ରୋଡ଼ସ୍ଥିତ ମହୋଦଧି ମହାବୀର କ୍ଲବଠାରେ ଭାରତୀୟ ତୈଳ ନିଗମ ବା ଇଣ୍ଡିଆନ ଅଏଲ୍ ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଜ୍ଞାନୋଦୟ ଯୋଜନାରେ ଜନସାଧାରଣଙ୍କ ନିମନ୍ତେ ନିର୍ମିତ ଏକ ପାଠାଗାର କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ…
କୋଣାର୍କ ଇଂଟରପ୍ରିଟେସେନ ସେଂଟର ବୁଲିଲେ କେନ୍ଦ୍ରମନ୍ତ୍ରୀ
* ରାଜ୍ୟରେ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ସମସ୍ତଙ୍କ ଦାୟିତ୍ୱ
କୋଣାର୍କ,ନିରପେକ୍ଷ ଖବର: ଡିସେମ୍ବର ୩୦ – ଓଡିଶାରେ ପର୍ଯ୍ୟଟନ ବଢାଇବା ସମସ୍ତଙ୍କ ଦାୟିତ୍ୱ । ପୁରୀ, କୋଣାର୍କ,
ଚିଲିକା ସବୁ ଅଂଚଳକୁ ମିଶାଇ ପର୍ଯ୍ୟଟକମାନଙ୍କ ପାଇଁ ଏକ ଉଚ୍ଚସ୍ତରର ପର୍ଯ୍ୟଟନ ସ୍ଥଳ ବନାଇବା ପାଇଁ…
ଭୁବନେଶ୍ୱର ଏମ୍ସରେ ବାଜପେୟୀଙ୍କ ପ୍ରତିମୂର୍ତି ଲୋକାର୍ପଣ ସହ ବିଭିନ୍ନ ରୋଗୀ ସୁବିଧାର ଶିଳାନ୍ୟାସ-ଉଦଘାଟନ
*ଓଡିଶା ପାଇଁ ଏମ୍ସ ବାଜପେୟୀଙ୍କ ଅବଦାନ - ଧର୍ମେନ୍ଦ୍ର ପ୍ରଧାନ।
ଭୁବନେଶ୍ୱର ,ନିରପେକ୍ଷ ଖବର: ୨୫/୧୨/୧୯ – ଓଡିଶା ପାଇଁ ଭୁବନେଶ୍ୱର ଏମ୍ସ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଥିଲା ବୋଲି ବୁଧବାର ଭୁବନେଶ୍ୱର ଏମ୍ସ ମେଡିକାଲ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ…
ରାଜଧାନୀରେ ହୁହୁ ହୋଇ ଜଳିଲା ବସ….
ଭୁବନେଶ୍ୱର,ନିରପେକ୍ଷ ଖବର:ତା,୨୫/୧୨/୧୯:ରାଜଧାନୀ ଭୁବନେଶ୍ୱରରେ ହୁ ହୁ ହୋଇ ଜଳିଲା ବସ। ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରଖିଥିଲେ ମଧ୍ୟ ନିଆଁ ଆୟତ ହେବା ବେଳକୁ ବସଟିର ୭୦ଭାଗ ଜଳି ପୋଡି ପାଉଁଶ ହୋଇଯାଇଥିଲା। ସୂଚନା ମୁତାବକ ବୁଧବାର ସହୀଦନଗରରେ…
ଦେଶର ପ୍ରଥମ ଦୂରଗାମୀ ସି.ଏନ୍.ଜି ବସ୍ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ…
*ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ଯାତାୟତ କରିବ ଏହି ବସ୍
*ଖୁବ ଶୀଘ୍ର ଦିଲ୍ଲୀରୁ ଜୟପୁର, ଚଣ୍ଡିଗଡ ଏବଂ ଆଗ୍ରାରେ ଗଡିବ ଏଭଳି ବସ୍
*ଆଗାମୀ ପିଢିଙ୍କ ଜୀବନଶୈଳି ପରିବର୍ତନ କରିବାରେ ଭାରତ ସରକାରଙ୍କ ବଡ ପଦକ୍ଷେପ
*ସିଏନଜି ଗ୍ୟାସ ଶସ୍ତା, ପରିବେଶ ସନ୍ତୁଳନ, ଅନ୍ୟ…
୨୭ ଜାନୁୟାରୀ ସୁଦ୍ଧା ଦାବି ପୂରଣ ନ ହେଲେ ଆତ୍ମାହୂତି ଦେବି: ସୁର ରାଉତରାୟ
ଭୁବନେଶ୍ୱର,ନିରପେକ୍ଷ ଖବର: ଜଟଣୀ ନିର୍ବାଚନମଣ୍ଡଳୀ ଅଧିନରେ ଥିବା ୨୭ଟି ଗାଁର ସ୍ଥିତିବାନ ସଂପତ୍ତିକୁ ପୂର୍ବ ସ୍ଥିତିକୁ ଫେରାଇବା ସହ ଦାରେୁଠଙ୍ଗ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରିବାର କଥା ଚିନ୍ତା କରୁନାହାନ୍ତି ସରକାର ।
ଏଥି ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଚୁପ୍…
ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଅଷ୍ଟମ ସନ୍ଧ୍ୟାରେ ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ…
ଭୁବନେଶ୍ୱର ନିରପେକ୍ଷ ଖବର:୨୨/୧୨/୨୦୧୯
ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା…
ବଲାଙ୍ଗୀରଠାରେ ବିପିସିଏଲ୍ ଏଲ୍ପିଜି ବଟଲିଂ ପ୍ଲାଣ୍ଟର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ….
* ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁଙ୍କ କରକମଳରେ ଡିସେମ୍ବର ୨୭ ତାରିଖରେ ବଲାଙ୍ଗୀର ଠାରେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ହେବ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ.....
* ୨୦୧୮ ମସିହା ମେ ୨୧ ତାରିଖରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,…
୧୫୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ବୈଠକ….
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨/୧୨/୨୦୧୯,ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍ଏଲ୍ବିସି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା …
