Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

ମିସ୍ ଇଣ୍ଡିଆ ଓଡ଼ିଶା ଙ୍କ ନୂତନ କମ୍ପାନୀ ଫ୍ୟାକ୍ଟସିସ୍ ଉଦ୍‌ଘାଟିତ

“ଏଡ଼ୁସେଫ୍‌” ରୋକିବ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢାର ଗୋପନୀୟତା

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୪/୦୮ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ “ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା.ଲିଃ” ଉଦଘାଟିତ ହୋଇଯାଇଛି । ଇନ୍‌ଫୋସିଟି ରୋଡ଼୍‌ରେ ଆରମ୍ଭ ହୋଇଥିବା ଏହି କମ୍ପାନୀରେ ସାଇବର ସିକ୍ୟୁରିଟି, ଅଡ଼ିଟ୍ ସର୍ଭିସେସ୍‌, ଆଇଟି ସର୍ଭିସେସ୍ ଉପରେ ସ୍ୱତନ୍ତ୍ର ଭାବେ କାମ କରିବ । ଦିନକୁ ଦିନ ସାଇବର ହ୍ୟାକରଙ୍କ ଦୌରାତ୍ମ ବଢୁଥିବା ବେଳେ କମ୍ପାନୀ ସାଇବର ସିକ୍ୟୁରିଟି ଉପରେ ଅଧିକ ଗୁରୁତ୍ୱ ଦେବ । ଗ୍ଲୋବାଲ ଗ୍ରୃପ୍ ଭିତରେ ଆସୁଥିବା ଅନ୍ୟ ସମସ୍ତ କମ୍ପାନୀଗୁଡ଼ିକ ସହିତ ଫ୍ୟାକ୍ଟସିସ୍ ଅଭିନବ ପ୍ରଡ଼କ୍ଟ ଉପରେ କାମ କରିବ । ଏହି ଅବସରରେ “ଏଡ଼ୁସେଫ୍‌” ପ୍ରଡ଼କ୍ଟର ଲଚିଂ କରାଯାଇଥିଲା । ଏହା ବିଶେଷ କରି ଅନଲାଇନ୍ ମାଧ୍ୟମରେ ଯେଉଁ ଶିକ୍ଷା ପ୍ରଦାନ କରାଯାଉଛି ତାହା ପାଇଁ ଭିଡ଼ିଓ ଏନକ୍ରିପସନ୍ ସଫ୍ଟୱେର ଭାବେ ବ୍ୟବହାର କରାଯାଇପାରିବ ଯେଉଁଥିରେ କି ଭିଡ଼ିଓ ଗୋପନୀୟତା ରହିବ । ଯଦି କିଏ ଏହାକୁ ଅପବ୍ୟବହାର କରି ରେକଡ଼ିଂ କରିବାକୁ ଚେଷ୍ଟା କରିବ ଏହା ସଫ୍ଟୱେର ଦ୍ୱାରା ଚିହ୍ନଟ ହୋଇପାରିବ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ଚେୟାରମ୍ୟାନ ତଥା ଓଡ଼ିଶାର ସୁନାମଧନ୍ୟ ଉଦ୍ୟୋଗପତି କରୁଣାକର ନାୟକ, ଅନ୍ୟତମ ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ଦୀପକ କୁମାର ନାଥ, ପ୍ରମୁଖ ଉପସ୍ଥିତ ଥିଲେ । କମ୍ପାନୀ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ କାର୍ଯ୍ୟ କରିବାର ଦକ୍ଷତା ରହିଛି ଏବଂ ଆଗକୁ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି କମ୍ପାନୀର ଅଧିକାରୀ ମତ ପ୍ରକାଶ କରିଛନ୍ତି ।

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.