[pj-news-ticker]

ମନ ବୁଝେନା ଇସ୍କ ବିନା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ସ୍ୱପ୍ନାରାଣୀ ବ୍ୟାନର ଦୂତୀୟ ଅବଦାନ ଓଡିଆ ଚଳଚ୍ଚିତ୍ର “ମନ ବୁଝେନା ଇସ୍କ ବିନା” ଶୁଭ ମହୁରତ୍ ହୋଇଯାଇଛି। ଏହି ସିନେମା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ ରୋମାଞ୍ଚ ଭରି ରହିଥିବା ବେଳେ ଏକ ଅନିଶ୍ଚିତତାକୁ ବାସ୍ତବ ରୂପ ଦିଆଯାଇଛି ଯାହା ଏକ ନାରୀ ସଶକ୍ତିକରଣର ବାର୍ତ୍ତା ବହନ କରୁଛି। ଏହି ସିନେମାରେ ପ୍ରଯୋଜକ- ଭାବେ ସନଜିିିବ୍ ପଣ୍ଡା, ବାଦ୍ୟ- ମିିଟୁ ମାନସ, ନାୟକ- କ୍ରୀସ୍ନା ,ମନୋଜ,କରନ, ନାୟିକା-ଲକ୍ଷ୍ମୀ ପ୍ରିିିୟା, ବର୍ଷା, କଣ୍ଠଦାନ-ହିଉମ୍ୟାନ୍ ସାଗର,ତାରିିକ୍ ଆଜିଜ୍,ଅସୀମା ପଣ୍ଡା, ଦିପ୍ତୀ ରେଖା,କାହାଣୀ-ସତ୍ୟ ରଂଜନ ମିଶ୍ର। ପ୍ରଚାର/ପ୍ରସାର-ଅମରେଶ

Leave A Reply

Your email address will not be published.