Blank space
Blank space
Breaking News/ମୁଖ୍ୟ ଖବର:
ବଜେଟରୁ ଲାଭ ପାଇବାରେ ଓଡ଼ିଶା ହେବ ଅଗ୍ରଣୀ ରାଜ୍ୟଡିଜିଟାଲ ମିଡ଼ିଆ ଏଡିଟର ଏବଂ ଓନରସ ଆସୋସିଏସନ ର କାର୍ଯ୍ୟକାରିଣୀ ବୈଠକୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର  ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ
Blank space

ପରିବହନ କ୍ଷେତ୍ରରେ ନୂତନତା ଆଣିବାକୁ ଓଡ଼ିଶାରେ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଶୁଭାରମ୍ଭ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୨: ପରିବହନ କ୍ଷେତ୍ରରେ କିଛି ନୂତନତା ଆଣିବାକୁ ଓଡ଼ିଶାରେ ପ୍ରଥମ କରି କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଆରମ୍ଭ ହୋଇଛି । ସମସ୍ତ ପ୍ରକାରର ଉତ୍ପାଦକୁ ଷ୍ଟୋରେଜ୍ ରଖିବାକୁ ଯୋଜନା ହୋଇଥିବା ଏହି ଲଜିଷ୍ଟିକ୍ ପାର୍କରେ ଗ୍ରେଡ଼୍ ଏ ୱେୟାର୍ ହାଉସ୍‌, ଶୀତଳ ଭଣ୍ଡାର, ଓପେନ୍ ଏୟାର୍ ଷ୍ଟୋରେଜ୍‌, କଣ୍ଟେନର୍ ୟାର୍ଡ଼ ଇତ୍ୟାଦି ଗୋଦାମଗୁଡ଼ିକ ବିଲ୍ଟ ଟୁ ସିଟ୍ (ଈଞଝ) ଆଧାରରେ ନିର୍ମାଣ ହେବ । ଇ- କମର୍ସ, ଏଫ୍‌ଏମ୍‌ସିଜି, ସିମେଣ୍ଟ, ପେଟ୍ରୋଲିୟମ୍‌, ବିଦ୍ୟୁତ୍ ଏବଂ ବୈଦ୍ୟୁତିତ ଉପକରଣ, ଟେକ୍ସଟାଇଲ୍ ଉତ୍ପାଦ, ଇଞ୍ଜିନିୟରିଂ ଉତ୍ପାଦ, ଆଗ୍ରୋ, ଫାର୍ମାସିୟୁଟିକାଲ୍ସ, ଷ୍ଟିଲ୍ ଉତ୍ପାଦ ଇତ୍ୟାଦି ଏହି ୱେୟାର୍ ହାଉସ୍‌ରେ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯିବାର ଯୋଜନା କରାଯାଇଛି । ଯେଉଁମାନେ ଦୀର୍ଘଦିନ ପର୍ଯ୍ୟନ୍ତ ନିଜର ଉତ୍ପାଦକୁ ସଂରକ୍ଷିତ କରି ରଖିବାକୁ ଆବଶ୍ୟକ କରନ୍ତି ସେହି ଟ୍ରାନ୍ସପୋର୍ଟ ବ୍ୟବସାୟୀମାନଙ୍କ ପାଇଁ ଏହା ସୁବିଧାଜନକ ହୋଇପାରିବ । ଉକ୍ତ ସ୍ଥାନକୁ ସେ ବ୍ୟବହାର ଉପଯୋଗୀ କରିପାରିବେ । କମ୍ ଖର୍ଚ୍ଚରେ ଯଥେଷ୍ଟ ସମୟ ଧରି ନିଜ ଉତ୍ପାଦକୁ ସୁରକ୍ଷା ଦେଇପାରିବେ । ଉପଭୋକ୍ତା ଓ ପରିବହନକାରୀଙ୍କୁ ଧ୍ୟାନରେ ରଖି ପରିସର ମଧ୍ୟରେ କାର୍ଯ୍ୟକରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କାର୍ଯ୍ୟ କରିବା ତଥା ସେବା ଯୋଗାଇଦେବାର ସୁବିଧା ଓ ସରଳୀକରଣ କରାଯାଇଅଛି ।

Blank space

କଣ୍ଡୋଇ ଗ୍ରୁପ୍ ପକ୍ଷରୁ ୫୬ ଏକର ଜମିକୁ ନେଇ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ନିର୍ମାଣ କରାଯାଇଥିବା ଏହି ୱେୟାର୍ ହାଉସ୍ କଟକ, ଚୈାଦ୍ୱାରରେ ଅବସ୍ଥିିତ । ଯାହାକି ଭୁବନେଶ୍ୱର ସହରରୁ ୪୦ କିମି ଦୂର । ସାମଗ୍ରୀକ ମାଲ୍ ପରିବହନ ଖର୍ଚ୍ଚ କମାଇବା, ନିର୍ଦ୍ଦିଷ୍ଟ ମାଲ୍ ପରିବହନରେ ମାତ୍ରାଧିକ ଯାନାବାହାନ ଚଳାଚଳ ହ୍ରାସ, ଗୋଦାମ୍ ଖର୍ଚ୍ଚ କମାଇବା, ପରିବେଶ ପ୍ରଦୂଷଣ ହ୍ରାସ କରିବା ଇତ୍ୟାଦି ଲକ୍ଷ୍ୟ ନେଇ ଏହି ୱେୟାର୍ ହାଉସ୍ ନିର୍ମାଣ କରାଯାଇଛି ।
୪ ବର୍ଷ ମଧ୍ୟରେ ଉତ୍ପାଦ ସଂରକ୍ଷିତ ରଖିବାର କ୍ଷମତାକୁ ୧୫ ଲକ୍ଷ ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ବିସ୍ତାର କରିପାରିଛି । ୧.୨୫ ଲକ୍ଷ୍ୟ ବର୍ଗଫୁଟ ସ୍ଥାନରେ ନୁତନଭାବେ ନିର୍ମାଣ କରାଯାଇଥିବା ୱେୟାର୍ ହାଉସ୍‌ରେ ଇ-କମର୍ସର ସୁବିଧା ଉପଲବ୍ଧ ରହିଛି । ୪ ବର୍ଷ ସମୟ ମଧ୍ୟରେ ମୋଟ୍ ୨୫୦ କୋଟି ପୁଞ୍ଜି ବିନିଯୋଗ କରିଥିବାବେଳେ ନୁତନ କରି ନିର୍ମାଣ କରାଯାଇଥିବା ୱେୟାର୍‌ହାଉସ୍‌ରେ ୩୦ କୋଟି ଟଙ୍କା ପୁଞ୍ଜି ଆକାରରେ ବିନିଯୋଗ କରାଯାଇଛି । ଏଥିରେ ୨୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ନୂତନ କରି ୨୫୦ରୁ ଅଧିକ ଲୋକଙ୍କ ପାଇଁ ଚାକିରିର ସୁଯୋଗ ସୃଷ୍ଟି କରାଯାଇଛି ।

ଏହି ଅବସରରେ ଆଇପିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡକ୍ଟର ନିତିନ୍ ଭାନୁଦାଶ ଜୱାଲେ କୁହନ୍ତି ଯେ, “ଓଡିଶା ଏକ ଶିଳ୍ପ ଭିତ୍ତିତ ରାଜ୍ୟ । ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାରେ ବିଭିନ୍ନ ଶିଳ୍ପରେ ଅଭିବୃଦ୍ଧି ଘଟିଛି । କଣ୍ଡୋଇ ଗ୍ରୁପ ଦ୍ୱାରା ସ୍ଥାପିତ କିଙ୍ଗ୍‌ଷ୍ଟୋନ୍ ଲଜିଷ୍ଟିକ୍ ପାର୍କ ଉକ୍ତ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ରାଜ୍ୟରେ ଥିବା ପ୍ରତ୍ୟେକ ଶିଳ୍ପଦ୍ୟୋଗୀଙ୍କ ପାଇଁ ଏହା ନିଶ୍ଚିତ ଲାଭଦାୟକ ହୋଇପାରିବ ।”କଣ୍ଡୋଇ ଗ୍ରୁପ୍ ଦ୍ୱାରା ୧୯୭୬ ମସିହାରେ ‘କଣ୍ଡୋଇ ଟ୍ରାନ୍ସପୋର୍ଟ ଲିମିଟେଡ୍‌଼’ ପ୍ରତିଷ୍ଠିତ ହୋଇଥିଲା । ସାରା ରାଜ୍ୟରେ କୋଇଲା, ଓରେ, ବସ୍କାଇଟ୍‌, ସାର ଏବଂ ବିଭିନ୍ନ ଖଣିଜ ପଦାର୍ଥର ପରିବହନ କ୍ଷେତ୍ରରେ ସର୍ବ ପୁରାତନ ଓ ବିଶ୍ୱସନୀୟ ବ୍ରାଣ୍ଡ୍ ଭାବରେ ପରିଚିତ । କୋଇଲା, ବକ୍ସସାଇଟ୍‌, ରିୟଲିଷ୍ଟେଟ୍‌, ୱେୟାର୍ ହାଉସ୍ ଏବଂ ଖଣିଜ ପଦାର୍ଥ ତଥା ଖଣି କାରବାର ଭଳି ବିବିଧ ଶିଳ୍ପ କ୍ଷେତ୍ରରେ ବେଶ୍ ଜଣାଶୁଣା । କମ୍ପାନୀର ଚେୟାର୍‌ମ୍ୟାନ୍ ଭାବରେ ଗଣେଶ ପ୍ରସାଦ କଣ୍ଡୋଇ ଏବଂ ନିର୍ଦ୍ଦେଶକ ନବୀନ କୁମାର କଣ୍ଡୋଇଙ୍କ ଦ୍ୱାରା ପରିଚାଳିତ ହେଉଛି ।କେଟିଏଲ୍ ଲଜିଷ୍ଟିକ୍‌ସ ଆଣ୍ଡ୍ ସର୍ଭିସେସ୍ ଲିମିଟେଡ଼୍‌୍‌’ ଭାରତୀୟ ଶିଳ୍ପ ସଂଗଠନର ସଦସ୍ୟ (ଉଓଓ) ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଗଝଗଋ) ଅଧିନରେ ପଞ୍ଜୀକୃତ ହୋଇଥିବା ଏହି ୱେୟାର୍ ହାଉସ୍‌କୁ ଗତ ଫେବୃୟାରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ ।

Mo sapath

Leave A Reply

Your email address will not be published.

news-1701

yakinjp


sabung ayam online

yakinjp

yakinjp

rtp yakinjp

yakinjp

judi bola online

slot thailand

yakinjp

yakinjp

yakin jp

ayowin

yakinjp id

mahjong ways

judi bola online

mahjong ways 2

JUDI BOLA ONLINE

maujp

maujp

sabung ayam online

sabung ayam online

mahjong ways slot

sbobet88

live casino online

sv388

taruhan bola online

maujp

maujp

maujp

maujp

sabung ayam online

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong

mahjong

mahjong

mahjong

mahjong

mahjong

mahjong

mahjong

mahjong

mahjong

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

138000271

138000272

138000273

138000274

138000275

138000276

138000277

138000278

138000279

138000280

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

news-1701