Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

କାର୍ଯ୍ୟକ୍ଷମ ହୋଇନାହିଁ ଅନେକ ଇସ୍ପାତ କାରଖାନା

0

ଭୁବନେଶ୍ୱର : ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ ପାଇଁ ୫୦ଟି କମ୍ପାନୀ ବୁଜାମଣା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୩୧ଟି କାରଖାନାରୁ ପୂର୍ଣ୍ଣ ବା ଆଂଶିକ ଉତ୍ପାଦନ ଆରମ୍ଭ ହୋଇଛି । ଆର୍ସେଲର ମିତ୍ତଲ କମ୍ପାନୀ ପ୍ରକଳ୍ପ ସ୍ଥାପନ କ୍ଷେତ୍ରରୁ ଓହରି ଯାଇଛି ଏବଂ ୧୮ ଶିଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ ।
ବିଧାନସଭାର ବିଭାଗୀୟମନ୍ତ୍ରୀଙ୍କ ସୂଚନା ଅନୁସାରେ ୧୧ଟି କମ୍ପାନୀ ଜମି ଅଧିଗ୍ରହଣସ୍ତରରେ ଅଟକି ରହିଛି । ଏହା ମଧ୍ୟରେ ରହିଛି ଆଥା ମାଇନ୍ସ, ଟେକଟନ୍ ଇସ୍ପାତ, ପ୍ରଧାନ ଷ୍ଟିଲ୍ ଏଣ୍ଡ ପାୱାର, ଏସ୍ଏସ୍ଏଲ୍ ଏନର୍ଜି, ଉତ୍ତମ ଗାଲ୍ଭା ଷ୍ଟିଲ, ୱେଲସପନ୍ ପାୱାର ଏଣ୍ଡ ଷ୍ଟିଲ୍, କୋଣାର୍କ ଇସ୍ପାତ, ପୋସ୍କୋ ଇଣ୍ଡିଆ, ମହାରାଷ୍ଟ୍ର ସିମ୍ଲେସ୍ ଓ ଷ୍ଟେରଲାଇଟ୍ ଆଇରନ୍ ଏଣ୍ଡ ଷ୍ଟିଲ୍ । ଦେଓ ମାଇନ୍ସ ଓ ମିନେରାଲସ୍ର ବୁଝାମଣାପତ୍ର ପତ୍ର ପ୍ରସଙ୍ଗ ଅଦାଲତର ବିଚାରଧୀନ ରହିଥିବାବେଳେ ଟାଟା ଷ୍ଟିଲ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ଦିଗରେ ଅଗ୍ରସର ହୋଇଛି । ସେହିପରି ଏସାର ଷ୍ଟିଲ୍, ରୁଙ୍ଗଟା ମାଇନ୍ସ, ବ୍ରାଣ୍ଡ ଆଏଲଜ୍, ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଓ ଆମ୍ଟେକ୍ ମେଟାଲ୍ ଏଣ୍ଡ ମାଇନିଂ କାର୍ଯ୍ୟକ୍ଷମ ହେବାସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଅନୁଗୋଳପ୍ରକଳ୍ପ), ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ ଷ୍ଟିଲ୍, ନରଭରମ୍ ପାୱାର ଏଣ୍ଡ ଷ୍ଟିଲ୍, ଜେଏସ୍ଏଲ୍ ଲିଃ, ଏମ୍ଏଏଲ୍ ଇଣ୍ଡଷ୍ଟ୍ରିଜ୍, ଭିସା ଷ୍ଟିଲ୍, ଆକ୍ସନ ଇସ୍ପାତ, ଇଷ୍ଟର୍ଣ୍ଣ ଷ୍ଟିଲ୍, ଜୈନ ଷ୍ଟିଲ୍, ଏମ୍ଏସ୍ପି ମେଟାଲିକ୍ସ, ଏସ୍ଏମ୍ସି ପାୱାର, ରଏସ୍ପିଏସ୍ ଷ୍ଟିଲ୍, ବିକେ ଷ୍ଟିଲ୍ ଏଣ୍ଡ ପାୱାର, ବ୍ରାଣ୍ଡ ଆଲେଏଜ୍, କ୍ରାକର୍ସ ଇଣ୍ଡିଆ, ଦୀପକ ଷ୍ଟିଲ୍, ଓଡ଼ିଶା ସ୍ପଞ୍ଜ ଆଇରନ୍, ପଟ୍ଟନାୟକ ଷ୍ଟିଲ୍, ଶ୍ରୀ ମେଟାଲିକ୍ସ, ଆର୍ଯ୍ୟନ ଇସ୍ପାତ, ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ (ସମ୍ବଲପୁର), ରାଠୀ ଷ୍ଟିଲ୍, ଶ୍ୟାମ ମେଟାଲିକ୍ସ, ବିରାଜ ଷ୍ଟିଲ୍, ଆଧୁନିକ ମେଟାଲିକ୍ସ, ଜୟ ବାଲାଜୀ ଜ୍ୟୋତି ଷ୍ଟିଲ୍, ଓଏସ୍ଏଲ୍ ଆଇରନ୍ ଏଣ୍ଡ ଷ୍ଟିଲ୍, ସୁରେନ୍ଦ୍ର ମାଇନିଂ ଆଂଶିକ ଉତ୍ପାଦନ ଆରମ୍ଭ କରିଥିବା ଜଣାପଡ଼ିଛି ।

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.