[pj-news-ticker]
Browsing Category

ରାଜନୀତି

ବିଶ୍ୱ ଅର୍ଥନୀତିର ପୁନଃଉଦ୍ଧାର ପାଇଁ ତୈଳ ଉତ୍ପାଦନକୁ ସ୍ୱାଭାବିକ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

* ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କୁ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ * ଉତ୍ପାଦନକାରୀ ତଥା ଉପଭୋକ୍ତା ଦେଶର ସାମୂହିକ ସ୍ୱାର୍ଥରେ ତୈଳ ଦର ଯୁକ୍ତିଯୁକ୍ତ ହେବା ଉଚିତ୍‌ * ପୂର୍ବରୁ ହେଉଥିବା ତୈଳ ଉତ୍ପାଦନର ପରିମାଣରେ ବର୍ତମାନ ହ୍ରାସ ପାଇଛି…
Read More...

ଆସନ୍ତାକାଲି ବିଧାନସଭା ଅଧିବେଶନରେ ରାଜ୍ୟର ବିଭିନ୍ନ ସମସ୍ୟା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୭/୦୨: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନରେ ମଣ୍ଡିରୁ ଧାନ ନଉଠିବା, ମାହାଙ୍ଗା କ୍ୱାଡ୍ରପଲ ମର୍ଡର ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ପିଏମ ଆବାସ ଘୋଟାଲା ମୁଖ୍ୟ ପ୍ରସଙ୍ଗ ହେବ । ଏହା ସହ ରାଜ୍ୟରେ ମହିଳା ସୁରକ୍ଷା, ବେରୋଜଗାର,…
Read More...

ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ଧର୍ମେନ୍ଦ୍ର ପ୍ରଧାନ
Read More...

ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୪.୦୨ - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୭ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ ୟୁନିଟ୍ ୯ ସ୍ଥିତ ଲୋହିଆ ଏକାଡେମୀ ସମ୍ମିଳନୀ କକ୍ଷରେ ସ୍ମୃତି…
Read More...

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ଖୋଲିଲା ସ୍ବତନ୍ତ୍ର ଶାଖା

ଭୁବନେଶ୍ୱର:ନିରପେକ୍ଷ ଖବର,ତା ୨୫/୦୧/୨୧ ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିଛି ଏକ ଶାଖା। ଅପରାଧକୁ ରୋକିବା ଏବଂ ଅଭିଯୋଗର ଉଚିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ରାଜ୍ୟ ପୁଲିସରେ ଏକ ସ୍ବତନ୍ତ୍ର ଶାଖା…
Read More...

ୟଥ୍ ଫର୍ ଆକ୍ସନ୍ {YouthForAction}ର ପ୍ରଥମ ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୨/୦୧/୨୧ ୟୁଥ୍ ଫର୍ ଆକ୍ସନ୍ {YouthForAction}ର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଜାଗମରl ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷଡ଼ଙ୍ଗୀ…
Read More...

ମିସଡ୍ କଲ୍‌ ମାରିଲେ ଗ୍ୟାସ ପାଇବେ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୧/୦୧/୨୧ ମିସଡ୍ କଲ୍‌ ମାରିଲେ ଗ୍ୟାସ ଘରେ ପହଞ୍ଚିବ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଗ୍ରାହକମାନେ ଏହି ସୁଵିଧା ପାଇବେ। ଖୁବ ଶୀଘ୍ର ଓଡ଼ିଶାରେ ସବୁ ଗ୍ରାହକଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ। ଏବଂ ଆଗାମୀ କିଛି…
Read More...

ମୟୁରଭଞ୍ଜ ଜିଲ୍ଲା ଛାତ୍ର ଜନତା ଦଳରେ ଫାଟ

ବାରିପଦା,ବିଶ୍ୱଜିତ୍ ଭୂୟାଁ (ନିରପେକ୍ଷ ଖବର) ତା-୦୫/୦୧-ମୟୁରଭଞ୍ଜ ଛାତ୍ର ଜନତା ଦଳରେ କିଏ ଧରିବ ମଙ୍ଗ, ସେନେଇ ନିରପେକ୍ଷ ଖବର ପୂର୍ବାନୁମାନ କରିଥିଲା। ଯାହା ସତ ହୋଇଛି। ସୁନୀଲ କୁମାର ନାୟକଙ୍କୁ ଦଳ ପକ୍ଷରୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ଶ୍ରୀ…
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟର ପ୍ରଗତିରେ ମା’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋଚନା

ଭୁବନେଶ୍ୱର,ନିରପେକ୍ଷ ଖବର:୨୬/୧୨/୨୦୨୦ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ସଭାପତିତ୍ବ କରିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ…
Read More...

ବିଜେଡି ଓ କଂଗ୍ରେସ ଦଳର ଶତାଧିକ ଯୁବନେତା ଓ ବୁଦ୍ଧିଜୀବୀଙ୍କ ସମେତ ବରିଷ୍ଠ ନାଗରିକ ବିଜେପିରେ ହେଲେ ସାମିଲ…

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୭/୧୨: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ…
Read More...

ନିଖୋଜ ଶିଶୁ ଏବଂ ଅଙ୍ଗ ତସ୍କର ର‌୍ୟାକେଟର ପର୍ଦ୍ଦାଫାଶ କରୁ ପୋଲିସ୍

* କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ପ୍ରକାଶ କରୁ * ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ? * ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି * ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଶାସକ…
Read More...

ପୁଣି ଜୋର ଧରିଲା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ, ନିରପେକ୍ଷ ଖବର:ତା ୧୪/୧୨ ଆମର ଦାବି ସରକାର ତୁମେ ମାନି ନିଅ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ବିଜେପି ଏମିତି ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ବୁଖରେ ଗଣଧାରଣା ଦେଇଛି। ଆଜି ଶହ ଶହ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଧରି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ…
Read More...

କେନ୍ଦ୍ର କୃଷି ଆଇନ ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ ଶୋଭାଯାତ୍ରା

ଭୁବନେଶ୍ୱର, ନିରପେକ୍ଷ ଖବର(୫/୧୨): ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ରାଜ୍ୟ ସଂଯୋଜକ MD Manwar Alli ଙ୍କ ନେତୃତ୍ୱ ରେ ଶହ ଶହ ଯୁବଛାତ୍ର ଯୋଗ ଦେଇଥିଲେ । ଏନେଇ ଶ୍ରୀ…
Read More...

ବି.ଜେ.ଡି ରୁ ବିଦା ହେଲେ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯/୧୧ ସରକାରୀ ଚାକିରୀରୁ ଟଙ୍କାର ପାହାଡ଼ ସୃଷ୍ଟି କରିଥିବା ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ସଜବାଜ ହେଉଥିବା ବିଜେଡିର ବରିଷ୍ଠ ନେତା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି । ଶ୍ରୀ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁର…
Read More...

ମିଳିତ ମଂଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୦.୧୧  କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ୱାର୍ଥକୁ ଅଣଦେଖା କରି ସଂସଦରେ ଆଣିଥିବା ଶ୍ରମକୋର୍ଡକୁ ବାତିଲ, କୃଷକ ବିରୋଧି ଆଇନ୍ ଏବଂ ରାଷ୍ଟ୍ରୀୟ ସଂପତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ତା ୨୬.୧୧.୨୦୨୦ ରିଖ ଦିନ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ…
Read More...

ସ୍କୁଲ ଖୋଲିବା ନେଇ ଫିଟୁନି ବାଟ

ଭୁବନେଶ୍ୱର, ନିରପେକ୍ଷ ଖବର :ତା ୨୧/୧୧ ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ରାଜ୍ୟରେ ୭ ହଜାର ୭…
Read More...

ହାଥରସ୍ ଘଟଣାରେ ଉତର ପ୍ରଦେଶ ସରକାରଙ୍କ ବରଖାସ୍ତ ଦାବି କଲା ପିସିିସି ଅନୁସୂଚିତ ଜାତି ବିଭାଗ

ଭୁବନେଶ୍ୱର ନିରପେକ୍ଷ ଖବର:ତା ୦୫.୧୦ - ଉତର ପ୍ରଦେଶ ରାଜ୍ୟର ହାଥରସ୍ ଗ୍ରାମର ଅନୁସୂଚିତ ଜାତି ବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ଓ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା…
Read More...

ମୟୂରଭଞ୍ଜ ସାଂସଦଙ୍କ ହାତପାଣ୍ଠିରେ ଜାଲିଆତି ଅଭିଯୋଗ

ବାରିପଦା(ନିରପେକ୍ଷ ଖବର) ତା-୦୧/୦୯-ମୟୂରଭଞ୍ଜ ସାଂସଦଙ୍କ ପାଣ୍ଠିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଖୋଦ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ,ମୟୂରଭଞ୍ଜ ସାଂସଦଙ୍କ ଉନ୍ନୟନ ପାଣ୍ଠିରୁ ଜାଲ ଦସ୍ତଖତ କରି ଭାରତୀୟ ଜନତା…
Read More...

ପ୍ରକାଶ ଡାଙ୍ଗଙ୍କୁ ବିଜେଡିର ଯୁଗ୍ମ ସମ୍ପାଦକ ଦାୟିତ୍ୱ

ବାରିପଦା(ନିରପେକ୍ଷ ଖବର) ତା-୨୧/୦୮-ବିଜେଡି ସଂଗଠନର ପୁନର୍ବିନ୍ୟାସ ଜାରି ରହିଛି। ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଦଳର ସାଙ୍ଗଠନିକ ପଦ ପଦବୀର ପୁନର୍ଗଠନ କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ…
Read More...

ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବାରିପଦା(ନିରପେକ୍ଷ ଖବର) ତା-୦୬/୦୮- ବାଲି ଓ ମୋରୋମ ମାଫିଆ ମାନେ ଏବେ ଶାସକ ଦଳ ନେତା ମନ୍ତ୍ରୀ ପ୍ରସାଶନିକ ଅଧିକାରୀଙ୍କୁ ହାତେଇ କୋଟି କୋଟି ଟଙ୍କାର ଲଘୁ ଖଣିିଜ ଦ୍ରବ୍ୟ ଚୋରା ଚାଲାଣ କରି ମୁନାଫା କମାଉଛନ୍ତି।ସାରା ଜିଲ୍ଲାରେ ଏହିଭଳି ଚାଲିଥିବା ବେଆଇନ କାର୍ଯ୍ୟକୁ ବିରୋଧ କରି ଆଜି…
Read More...