Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ।

0

ବାରିପଦା(ନିରପେକ୍ଷ ଖବର)ତା-୦୨/୦୩– ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧, ୨୦୧୯ରୁ ଲାଗୁ ହୋଇଥିଲା। ପରିବହନ ବିଭାଗ ପକ୍ଷରୁ ଡିସେମ୍ବର ୩୧ରୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସମୟ ସୀମାକୁ କହଳ କରାଯାଇଥିଲା କାରଣ ମୋଟର ଯାନ ମାନଙ୍କ ର ସମସ୍ତ କାଗଜପତ୍ର କରିବାକୁ ସମୟ ଦିଆଯାଇଥିଲା।କିନ୍ତୁ ମାର୍ଚ୍ଚ ୧ ତାରିଖ ରୁ ଟ୍ରାଫିକ୍ ଚେକିଂରେ ଧରାପଡିଲେ ସଭିଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ। ଆଜି ଠାରୁ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଶେଷକରି ଓଭରଲୋଡି ଗାଡି ,ରଙ୍ଗ ରୁଟରେ ଗାଡି ଚାଳନା ,ବିନା ହେଲମେଟ,ବିନା କାଗଜପତ୍ର ରେ ଗାଡି ଚାଳନା କରିବା ଓ ମଦ୍ୟପାନ କରି ଗାଡି ଚାଳନା ଉପରେ ପୋଲିସ ବିଭାଗ ନଜର ରଖିଛି।ପୋଲିସ ବିଭାଗ ପକ୍ଷରୁ ବାରିପଦା ସହର ମଧ୍ୟରେ ଥିବା କିଛି ସ୍ଥାନ ମାନଙ୍କ ରେ ଗାଡି ମୋଟର ଯାଞ୍ଚ ହୋଇଥିଲା।ସହରରେ ଥିବା ପାଲବଣି ଗୋଲେଇ ବାଇପାସ ନିକଟରେ ଜୋରସୋର ଚେକିଙ୍ଗ କରିବା ସହିତ ବହୁତ ଲୋକଙ୍କ ଠାରୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ ହୋଇଥିଲା।କିଛି ଲୋକ ଚେକିଙ୍ଗ ଦେଖି ଭୟ ରେ ଖସି ପଳେଇ ଯିବାକୁ ଚେଷ୍ଟା କଲା ବେଳେ ଦୁର୍ଘଟଣା ର ମଧ୍ୟ ଶିକାର ହୋଇଛନ୍ତି।ସେଠାରେ କିଛି ସାଧାରଣ ଲୋକ ସମୟ ସୀମା ଆହୁରି କିଛି ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି।

Advertising:
Blank space

କିନ୍ତୁ ପୋଲିସ ବିଭାଗ ଓ ପରିବହନ ବିଭାଗ ପକ୍ଷରୁ ହେଉଥିବା ମିଳିତ ଯାଞ୍ଚ ସମୟର ନିୟମ ଭଙ୍ଗ କରୁଥବା ୫୦ ଟି ଗାଡି ଚାଳକ ମାନଙ୍କୁ ଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରିଛି।ସେଥି ମଧ୍ୟରୁ ସର୍ବାଧିକ ୨୦,୦୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି।ନିୟମ ଅନୁଯାୟୀ ଟ୍ରାଫିକ ନିୟମ ଉଲଂଘନ କାରି ମାନକୁ ଜରିମାନା ଦେବା ସହ ଘଟଣାସ୍ଥଳରେ ଗିରଫ କରାଯିବ।

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.