Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦେଖନ୍ତୁ ବିରଳ କଙ୍କଡା…..

0

ବାରିପଦା (ନିରପେକ୍ଷ ଖବର)ତା-୦୨/ଜାନୁଆରୀ/୨୦୨୦: ବିରଳ ପ୍ରଜାତିର ସାମୁଦ୍ରିକ କଙ୍କଡା ଉଦ୍ଧାର ହୋଇଛି।ଆଜି ବାରିପଦା ସହରର ସାପ୍ତାହିକ ହାଟରେ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଞ୍ଚଳର ସୁନିଲ ବିଶ୍ବାସ ଏହି କଙ୍କଡ଼ା ବିକ୍ରି କରୁଥିବା ବେଳେ ଧରା ପଡିଛି। କଙ୍କଡାଟି ବିଲୁପ୍ତ ପ୍ରଜାତିର ଅଶ୍ବ ଖୁରାକୃତି ଭଳି ଦେଖାଯାଉଛି। ବାରିପଦା ସପ୍ତାହିକ ହାଟରେ ବ୍ୟକ୍ତି ଜଣଙ୍କ ବିକ୍ରି କରୁଥିବା ବେଳେ ୬ ଗୋଟି ସାମୁଦ୍ରିକ କଙ୍କଡାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି ବାରିପଦା ବନବିଭାଗ।ଏଥି ସହିତ ମହାରାଣୀ ଧର୍ମଶାଳା ରୁ ଅନ୍ୟ ଏକ ବ୍ୟକ୍ତିଙ୍କୁ ମଧ୍ୟ ଗିରିଫ କରିଛି ବନ ବିଭାଗ ।ତା ପାଖରୁ ୮ଟି କଙ୍କଡା ଉଦ୍ଧାର ହୋଇଛି ସେଥିରୁ ୨ମୃତ ୬ଜୀବିତ ଅଛନ୍ତି।ମିଳିଥିବା ସୁଚନା ଅନୁଯାୟୀ ଏହି ବିଲୁପ୍ତ ପ୍ରଜାତିର କଙ୍କଡା ଗୁଡିକ ସିଡୁଲ ୪ ପ୍ରଜାତିର ବୋଲି ଜଣାପଡିଛି ।

Advertising:
Blank space

ଏହି ଘଟଣାରେ ବନବିଭାଗ ସୁନୀଲ ଙ୍କୁ ଅଟକ ରଖିଥିବା ବେଳେ ତାଙ୍କର ଅନ୍ୟ ସହଯୋଗୀ ଙ୍କୁ ଧରିବାର ପ୍ରୟାସ ଜାରୀ ରଖିଛି ।ଏହି କଙ୍କଡା ଗୁଡିକ ର ଆନୁମାନିକ ମୁଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଜଣାପଡିଛି।

Mo sapath

Leave A Reply

Your email address will not be published.