Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଇନ୍‌ଫୋସିଟିରେ ମିଡ଼୍‌ଟାଉନ୍ ବର୍ଣ୍ଣ ଜିମ୍ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ

ଭୂବନେଶ୍ୱର,ନିରପେକ୍ଷ ଖବର :ତା ୦୬/୦୪ ପଟିଆ ଇନ୍‌ଫୋସିଟି ଛକରେ ମିଡ଼୍ ଟାଉନ୍ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଶ୍ରୀ ପ୍ରକାଶ ଜେନା (ଲାୟନ୍ସ କ୍ଳବ, ପୂର୍ବତନ ଗଭର୍ନର), ଲୋହିତାକ୍ଷ ପଟ୍ଟନାୟକ…
Read More...

ଭୁବନେଶ୍ୱର ସ୍ୱସ୍ତି ପ୍ରିମୀୟମ ଠାରେ ଖୋଲିଲା ମେକ୍ ମାଇଁ ବିଉଟି

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୪ ଭୁବନେଶ୍ୱରର ସ୍ୱସ୍ତି ପ୍ରିମୀୟମ ଠାରେ ମେକ୍ ମାଇଁ ବିଉଟି ର ଉଦ୍ଘାଟନ ହୋଇଯାଇଛ।ଯେଉଁଥିରେ ମହିଳା ଓ ପୁରୁଷଙ୍କ ସୌନ୍ଦର୍ଯ୍ୟ କରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ସେବା ଏବେ ଗୋଟିଏ ସ୍ଥାନରେ ମିଳିପାରିବ। ଏହି ସେଳୁନ୍ ସମ୍ପୂର୍ଣ୍ଣ ହାଇଜେନିକ୍ ସେବା…
Read More...

ଗାୟିକା ନା ନାୟିକା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୨/୦୪ ଏଲ୍ ଏ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେଉଛି ଓଡ଼ିଆ ଚଳଚିତ୍ର "ଗାୟିକା ନା ନାୟିକା" ଜଣେ ଗାୟିକା ର ସଙ୍ଘର୍ଷ ମୟ ଜୀବନ ଓ ଗୋଟିଏ ସୁଖୀ ପରିବାର ଉପରେ ଆଧାରିତ କାହାଣୀ,ଏହି ଚଳଚିତ୍ରରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ଜୀବନକୁ ବାଜି ଲଗେଇ…
Read More...

ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର,ନିରପେକ୍ଷ ଖବର ତା ୩୦/୦୩ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର…
Read More...

ଆନନ୍ଦ ଉତ୍ସାହର ସହ ଶେଷ ହେଲା ପ୍ରଥମ ଭର୍ଚୁଆଲ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର, ନିରପେକ୍ଷ ଖବର ୨୮/୦୩: ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ପ୍ରଥମର ଥର ପାଇଁ ଭର୍ଚୁଆଲ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଓଡ଼ିଶା ପର୍ବ -୨୦୨୧ ଆଜି ସଫଳତାର ସହ ସମାପ୍ତ…
Read More...

ଲଭ୍ ଇଉ ଜାନୁ …

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୩ ତନ୍ମୟ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଅବଦାନ ଓଡିଆ ଚଳଚ୍ଚିତ୍ର “ଲଭ୍ ଇଉ ଜାନୁ ” ଶୁଭ ମହୁରତ୍ ହୋଇଯାଇଛି।ଏହି ସିନେମା ଏକ ରୋମାଂଚକ ଭରା ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…
Read More...

ଓଏ ଗିଟାର ଚଳଚ୍ଚିତ୍ରର ଏକ ଗ୍ରାଣ୍ଡ ଟ୍ରେଲର ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୪/୦୩ ଓଏ ଗିଟାର ଚଳଚ୍ଚିତ୍ର ଭୁବନେଶ୍ୱରରେ ଏସପ୍ଲାନେଡ ୱାନ ମଲରେ ଏକ ଗ୍ରାଣ୍ଡ ଟ୍ରେଲର ଲଞ୍ଚ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର କାଷ୍ଟ ଏବଂ ପ୍ରଡ୍ୟୁସର ବି ଚନ୍ଦ୍ରପ୍ରିୟା ସୁବୁଧୀ ଉପସ୍ଥିତି ଥିଲେ। ଏହି ଅବସରରେ ଶ୍ରୀ ସୁବୁଦୀ କହିଛନ୍ତି, “ଓଏ ଗିଟାର" ଏକ…
Read More...

ପ୍ରଥମ ଥର ଭର୍ଚୁଆଲ ପ୍ଲାଟଫର୍ମରେ ହେବ ଅନ୍ତର୍ଜାତୀୟ ଓଡିଶା ପର୍ବ-୨୦୨୧

ନୂଆଦିଲ୍ଲୀ,ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୩/୦୩ ପୁଣି ଥରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଓଡିଶା ପର୍ବ । ଚଳିତ ବର୍ଷ ଏହି ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ରୂପରେ, ଚମତ୍କାର ଢଙ୍ଗରେ ନୂଆ ଉତ୍କଣ୍ଠା ଓ ଉତ୍ସାହ ନେଇ ଆସୁଛି । କୋଭିଡ୍ ୧୯ ଗାଇଡଲାଇନ୍‌କୁ ଦୃଷ୍ଟିରେ…
Read More...

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳ ସେବାର ଶୁଭାରମ୍ଭ

ଭୁବନେଶ୍ୱର,ନିରପେକ୍ଷ ଖବର:ତା: ୨୩/୦୩ ମହାତ୍ମାଗାନ୍ଧୀ ମାର୍ଗ (ରାଜା ଛକ)ଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୁଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ସମାବେଶର ଉପଦେଷ୍ଟା ଶ୍ରୀଯୁ୍‌କ୍ତି ପ୍ରଦ୍ୟୁମ୍ନ କୁମାର ସତପଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜଳସେବା ଉଦ୍‌ଘାଟିତ ହୋଇଯାଇଛି। ଏହି …
Read More...

ନୀଳାଚଳ ଇସ୍ପାତ୍ ନିଗମର ଘରୋଇ କରଣ ପରିବର୍ତ୍ତେ ଏକ ସରକାରୀ ଉଦ୍ୟାଗରେ ମିଶ୍ରଣ ହେଉ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୬/୦୩: ଓଡ଼ିଶାର କଳିଙ୍ଗନଗର ଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମର ଘରୋଇ କରଣ ପରିବର୍ତ୍ତେ କୌଣସି ଏକ ସରକାରୀ ଉଦ୍ୟାଗ ସହ ମିଶ୍ରଣ କରି କାରଖାନା ଚାଲୁ କରିବାକୁ ଦାବି ହୋଇଛି। ଏନେଇ ଆଜି ଶତାଧିକ କର୍ମଚାରୀ ଓ ଶ୍ରମିକ…
Read More...

ସାଂସ୍କୃତିକ କନ୍ କ୍ଲେଭ୍ ”ଓଡ଼ିଆ ଅସ୍ମିତା’’

ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୪/୦୩ ସାଂସ୍କୃତିକ ଅନୁଷ୍ଠାନ 'ଓଡ଼ିଶା କଲ୍‌ଚରାଲ୍ ସର୍କଲ୍' ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟରେ ଏକ ନିଆରା ସାଂସ୍କୃତିକ କନ୍ କ୍ଲେଭ୍ 'ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସ୍ୱାଭିମାନକୁ ଉଜ୍ଜୀବିତ କରିବା ସହ ଆମ ମାଟିର ଗର୍ବ, ଗୌରବକୁ…
Read More...

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ଓଡ଼ିଆ ଭାଷା ଆମର ଅସ୍ମିତା ଉପରେ ସଚେତନତା

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୧/୦୩ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସରେ ମହାତ୍ମାଗାନ୍ଧୀ ମାର୍ଗରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ହେଉଛି ଆମର ଅସ୍ମିତା ଏବଂ ଓଡ଼ିଆ ଭାଷା ସମ୍ପର୍କରେ ବିଶ୍ଵବ୍ୟାପୀ ବ୍ୟାପକ…
Read More...

ଜେଇଇ ମେନ୍ ରେ ଆକାଶ ଛାତ୍ରଛାତ୍ରୀଙ୍କ ଦମଦାର ପ୍ରଦର୍ଶନ

ଭୁବନେଶ୍ୱର,ନିରପେକ୍ଷ ଖବର ତା:୦୯/୦୩ ଚଳିତବର୍ଷ ଜେଇ ମେନ୍ ପରୀକ୍ଷାରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଛାତ୍ରଛାତ୍ରୀ । ଭୁବନେଶ୍ବର ଆକାଶ ଆଇଆଇଟି, ଜେଇଇର ଛାତ୍ର ଗୌତମ ଦାସ ୯୯.୯୯୯ ପରେଣ୍ଟାଇଲ ରଖି ଓଡ଼ିଶା ଟପର ହୋଇପାରିଛନ୍ତି । ନ୍ୟାସନାଲ୍ ଟେଷ୍ଟିଙ୍ଗ୍…
Read More...

ମନ ବୁଝେନା ଇସ୍କ ବିନା

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ସ୍ୱପ୍ନାରାଣୀ ବ୍ୟାନର ଦୂତୀୟ ଅବଦାନ ଓଡିଆ ଚଳଚ୍ଚିତ୍ର “ମନ ବୁଝେନା ଇସ୍କ ବିନା" ଶୁଭ ମହୁରତ୍ ହୋଇଯାଇଛି। ଏହି ସିନେମା ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ…
Read More...

ଓଡିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର”ର ଥିଏଟ୍ରିକାଲ୍ ରିଲିଜ୍

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୯/୦୩ ଭୁବନେଶ୍ୱର ସ୍ଥିତ ଏକ ହୋଟେଲ ପରିସରରେ ଓଡ଼ିଆ ଚଳଚ୍ଚିତ୍ର “ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର”ର ଥିଏଟ୍ରିକାଲ୍ ରିଲିଜ୍ ଡେଟ୍ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ରର ପ୍ରଯୋଜକ ବଦ୍ରିନାଥ ପଟ୍ଟନାୟକ, ନିର୍ଦ୍ଦେଶକ…
Read More...

ଆସନ୍ତା ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୩ ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଶ୍ରୀ ସୁଦାମ ଚରଣ ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ…
Read More...

ଭୁବନେଶ୍ୱରରେ ଖୋଲିଲା ମମ ଆଣ୍ଡ ବେବି କେୟାର

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୩ ଭୁବନେଶ୍ୱରର ଜନପଥ ଠାରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଶ୍ରେଣୀର ପ୍ରମୁଖ ଷ୍ଟୋର "ମମ ଆଣ୍ଡ ବେବି କେୟାର" ର ଉଦ୍ଘାଟନ ହୋଇଯାଇଛ। ଯେଉଁଥିରେ କି ଏହି ବର୍ଗ ର ସମସ୍ତ ଦରକାରୀ ସାମଗ୍ରୀ ଯଥା ଶିଶୁ ପୋଷକ, ଖେଳନା, ଟ୍ରଲର,ବିଛଣା, ଦୋଳି,ଜୋତା ଓ ଆହୁରି…
Read More...

ଓକିଲ ସଂଘ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର,ନିରପେକ୍ଷ ଖବର:୨୭/୦୨ ଭୁବନେଶ୍ୱର ଓକିଲ ସଂଘ ସାଂସ୍କୃତିକ ପରିଷଦ ପକ୍ଷରୁ ରୌପ୍ୟ ଜୟନ୍ତୀ ଦୁଇ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନ ଦିବସରେ ଉଦ୍‌ଘାଟକଭାବେ ଉଚ୍ଚନ୍ୟାୟାଳୟର ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ, ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲା ଦୌରାଜଜ୍…
Read More...

କର୍କଟ ପୀଡ଼ିତଙ୍କ ନିମନ୍ତେ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୭/୦୨ ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରେଡ୍‌ ସ୍ୱସ୍ତିକ ସୋସାଇଟି, ଓଡ଼ିଶା ଶାଖା ଓ ସିମ୍ପଲିକେୟାର କ୍ଳିନିକ୍‌ର ମିଳିତ ସହଯୋଗରେ କର୍କଟ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ରେଡ୍‌ ସ୍ୱସ୍ତିକ ଓଡ଼ିଶା ଶାଖା…
Read More...

ଓଡିଶା ମୋ ପରିବାରର ୫୦ ସ୍ୱେଚ୍ଛାସେବୀ ଦେଲେ ରକ୍ତ

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୭/୦୨:ଓଡିଶା ମୋ ପରିବାରର ୫୦ ଜଣ ସ୍ୱେଚ୍ଛାସେବୀ ଦେଲେ ରକ୍ତଦାନ। ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ସହଯୋଗରେ ଏହି ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା। ୱାର୍ଡ଼ ନମ୍ବର-୧୭, ପଥରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଭୁବନେଶ୍ୱର…
Read More...