
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଦେଶୀୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଲେ ରାଜ୍ୟପାଳଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତିଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧାସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶକିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀକିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସାସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ରଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ: ମନମୋହନ ସାମଲଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ

Author
Debabrat Mohanty
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୧/୧୦
ଦେଶର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅଧିକରୁ ଅଧିକ ଲୋକ ଭ୍ରମଣ କରିବା ଉଚିତ। ବିଦେଶ ଯାତ୍ରା ପରିବର୍ତ୍ତେ ଦେଶର ପ୍ରାକୃତିକ ସମ୍ପଦ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଅନୁସନ୍ଧାନ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବିକାକୁ ସମର୍ଥନ କରିବା ଆବଶ୍ୟକ।…
ଓଡ଼ିଆ ଘରର ମହିଳାଙ୍କ ପ୍ରତିଭାକୁ ମିଳିବ ନୂଆ ପରିଚୟ, ଜୀ-ସାର୍ଥକରେ ଆସୁଛି ‘ଗୃହଲକ୍ଷ୍ମୀ’
ଭୁବନେଶ୍ୱର, ନିରପେକ୍ଷ ଖବର: ଘର ସମ୍ଭାଳିବାଠାରୁ ପରିବାରର ଦାୟିତ୍ୱ ନିର୍ବାହ, ପରମ୍ପରାର ସୁରକ୍ଷାଠାରୁ ଆଧୁନିକ ଜୀବନଶୈଳୀ ସହ ତାଳ ଦେବା—ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଘରର ମହିଳାଙ୍କ ଅବଦାନକୁ ମିଳିବ ସ୍ୱତନ୍ତ୍ର ସ୍ୱୀକୃତି। ଏହି ଉଦ୍ଦେଶ୍ୟ ନେଇ ଦର୍ଶକଙ୍କ ପାଇଁ ଏକ ନୂଆ ରିଆଲିଟି ସୋ’…
ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି ରଖିଛି ପୂର୍ବତଟ ରେଳପଥ
ଭୁବନେଶ୍ୱର, ନିରପେକ୍ଷ ଖବର, ୧୦/୧୦/: ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ସହ ଯାତ୍ରୀଙ୍କୁ ଉନ୍ନତ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛି ପୂର୍ବତଟ ରେଳପଥ। ସ୍ୱଚ୍ଛତା ପକ୍ଷ-୨୦୨୬ ଅବସରରେ ରେଳପଥ ପକ୍ଷରୁ ବିଭିନ୍ନ ସଫେଇ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଏବଂ ଯାତ୍ରୀଙ୍କ ସହ ଜନସମ୍ବାଦ…
ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ
ଭୁବନେଶ୍ୱର, ନିରପେକ୍ଷ ଖବର, ୧୦/୧୦: ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ କିଟ୍ ଓ କିସ୍ର ଉଲ୍ଲେଖନୀୟ ସଫଳତା। ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍ ବିଶ୍ୱବିଦ୍ୟାଳୟର ୩୪ ଜଣ…
ଅପରାଧୀଙ୍କୁ ଧରିବାକୁ ପୁଲିସର ନୂଆ ପ୍ରସ୍ତୁତି
କଟକ, ନିରପେକ୍ଷ ଖବର: ତା ୧୦/୧୦ କ୍ରମାଗତ ଭାବେ ବଦଳୁଥିବା ଅପରାଧର ସ୍ୱରୂପ ଓ ଆଧୁନିକ ଆହ୍ୱାନର ମୁକାବିଲା ପାଇଁ ପୁଲିସକୁ ବୈଜ୍ଞାନିକ ତଦନ୍ତ, ଆଧୁନିକ ଜ୍ଞାନକୌଶଳ ଓ ବୃତ୍ତିଗତ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ସାଇବର ଅପରାଧ, ଆର୍ଥିକ ଠକେଇ, ସଂଗଠିତ ଅପରାଧ ଓ ନିଶାଦ୍ରବ୍ୟ…
ଗୋପବନ୍ଧୁଙ୍କ ଆଦର୍ଶରେ ଗଢ଼ିବ ସମୃଦ୍ଧ ଓଡ଼ିଶା!
ଭୁବନେଶ୍ୱର, ନିରପେକ୍ଷ ଖବର, ୯ ଅକ୍ଟୋବର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିବେ। ଯୁବସମାଜ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମାଜସେବା ଓ ରାଷ୍ଟ୍ର ନିର୍ମାଣକୁ ମଧ୍ୟ…
କିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପ୍ରୟାସ: ପବ୍ଲିକ ସର୍ଭିସ୍ ଆଶାୟୀଙ୍କୁ କୋଚିଂ ସୁବିଧା
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୦୮/୧୦: ପବ୍ଲିକ ସର୍ଭିସ ପରୀକ୍ଷା ପାଇଁ ଇଚ୍ଛୁକ ଥିବା କିଟ୍ କିସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାଗର୍ଦର୍ଶନ ଓ ମେଣ୍ଟରିଂ ପ୍ରଦାନ ଲକ୍ଷ୍ୟରେ କିଟ୍ ଆଇଏଏସ୍ ଏକାଡେମୀ (କିଆସା) ଶୁଭାରମ୍ଭ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାର ଉଦ୍ଘାଟନ…
ସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବାହ୍ୟ ହସ୍ତକ୍ଷେପକୁ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୦୯/୧୦ ସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଉପକରଣ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କଡ଼ା ପଦକ୍ଷେପ। ଉପକରଣ କ୍ରୟ ସମୟରେ ବାହାରିଆ ବ୍ୟକ୍ତି ଓ ଭେଣ୍ଡରଙ୍କ ଅନୁଚିତ ଚାପ, ହସ୍ତକ୍ଷେପ ଏବଂ ନିୟମ ବଦଳାଇବା…
କିଟ୍ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍ଯାପିତ
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୦୫ ।୧୦: ବୈଷୟିକ ଜ୍ଞାନର ବଶବର୍ତ୍ତୀ ନହୋଇ ଏହା ଉପରେ ଦକ୍ଷତା ହାସଲ କରିବା ପାଇଁ ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବ କହିଛନ୍ତି । କିଟ୍ ବିଶ୍ୱବିଦ୍ୟାଳୟର ୨୨ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଯାଦବ…
ସମାଜସେବୀ କାବ୍ୟା ପ୍ରିୟା ଧଳଙ୍କୁ ପିଏଚ୍ଡି ଡିଗ୍ରୀ
ଭୁବନେଶ୍ୱର, ନିରପେକ୍ଷ ଖବର: ବିଶିଷ୍ଟ ସମାଜସେବୀ କାବ୍ୟା ପ୍ରିୟା ଧଳ କିଟ୍ ବିଶ୍ୱବିଦ୍ୟାଳୟର ପରିଚାଳନା ବିଭାଗରୁ ଡକ୍ଟର Snap ଫିଲୋସଫି (ପିଏଚ୍ଡି) ଡିଗ୍ରୀ ହାସଲ କରିଛନ୍ତି।
ସମକାଳୀନ ଭାରତରେ ସମାବେଶୀ ଶିକ୍ଷା, ସାମାଜିକ ପରିବର୍ତ୍ତନ ଓ ମାନବ ବିକାଶ ଉପରେ ତାଙ୍କର ଗବେଷଣା ଆଧାରିତ।…
କିଟ୍ ଓ କିସ୍ର କାର୍ଯ୍ୟକୁ ଭୁଟାନ ପ୍ରତିନିଧିମଣ୍ଡଳୀଙ୍କ ପ୍ରଶଂସା
ଭୁବନେଶ୍ୱର, ନିରପେକ୍ଷ ଖବର, ଅକ୍ଟୋବର ୨: କିଟ୍ ଓ କିସ୍ର ଶିକ୍ଷା ଓ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଭୁଟାନରୁ ଆସିଥିବା ୪୦ ଜଣିଆ ଶିକ୍ଷକ ପ୍ରତିନିଧିମଣ୍ଡଳୀ। କେମ୍ବ୍ରିଜ୍ ଏଜୁକେସନ୍ ଏକାଡେମିକ୍ ଇମର୍ସନ୍ କାର୍ଯ୍ୟକ୍ରମ ଅଧୀନରେ ୭ ଦିନିଆ କିଟ୍ ଓ କିସ୍ ପରିଦର୍ଶନରେ ଆସିଥିବା…
ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ନିରପେକ୍ଷ ଖବର, ୨୯/୦୯:
ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମହିଳା ଓ ଶିଶୁଙ୍କ ପୋଷଣ ସ୍ଥିତିରେ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ସେ କହିଛନ୍ତି।
ଭୁବନେଶ୍ୱର…
ମୟୂରଭଞ୍ଜ ବାଉଁଶ ଚାଷକୁ ‘ପ୍ରମାଣ’ ସାର୍ଟିଫିକେଟ୍
ଭୁବନେଶ୍ୱର, ନିରପେକ୍ଷ ଖବର,୨୯/୦୯
ମୟୂରଭଞ୍ଜର ବାଉଁଶ ଚାଷୀ ଓ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା (ଓବିଡିଏ)କୁ ‘ପ୍ରମାଣ’ ସାର୍ଟିଫିକେଟ୍ ମିଳିଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ଗୋବର୍ଦ୍ଧନଶୂଳ ଓ ରାଣୀଭୋଳର ୪ଟି ପ୍ଲଟ୍ର ୧୪.୦୩…
ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାର ସ୍ୱାର୍ଥରେ: ଡା. ସମ୍ବିତ ପାତ୍ର
ଭୁବନେଶ୍ୱର, ନିରପେକ୍ଷ ଖବର: ତା ୨୮/୦୯
ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ରହିଛି। ଏହା ଖଣି କ୍ଷେତ୍ରରେ ସ୍ୱଚ୍ଛତା ବଢ଼ାଇବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି କରିଛି ବୋଲି ପୁରୀ ସାଂସଦ ଡା. ସମ୍ବିତ ପାତ୍ର କହିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ…
ଖଣ୍ଡଗିରି-ଉଦୟଗିରିରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ
ଭୁବନେଶ୍ୱର, ନିରପେକ୍ଷ ଖବର, ୨୭/୦୯: ଐତିହାସିକ ଖଣ୍ଡଗିରି-ଉଦୟଗିରି ଗୁମ୍ଫାର ଐତିହ୍ୟ ଓ ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱକୁ ପର୍ଯ୍ୟଟକଙ୍କ ନିକଟରେ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ…
ପଦବୀଠାରୁ ବଡ଼ ମାଟିର ଡାକ: ନିଜ ଅଞ୍ଚଳ ପାଇଁ କାବ୍ୟାପ୍ରିୟାଙ୍କ ପ୍ରୟାସ
ବନ୍ୟା ସମୟରେ ସହାୟତା ପରେ ସରକାରୀ ବିଦ୍ୟାଳୟରେ ନିରାପଦ ପାନୀୟ ଜଳ ବ୍ୟବସ୍ଥା
ଯାଜପୁର, ନିରପେକ୍ଷ ଖବର: ତା ୨୭/୦୯ ନିଜ ପେସାଦାର ଜୀବନରେ ବ୍ୟସ୍ତତା ସତ୍ତ୍ୱେ ନିଜ ଅଞ୍ଚଳ ସହ ସମ୍ପର୍କ ବଜାୟ ରଖିବା ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ସମୟରେ ସହଯୋଗର ହାତ ବଢ଼ାଇଛନ୍ତି କାବ୍ୟାପ୍ରିୟା ଧଳ।…
ଓଡ଼ିଶାରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬
ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୭/୦୯ ଡିଜିଟାଲ ନବସୃଜନ, ନିରନ୍ତର ପର୍ଯ୍ୟଟନ, ଐତିହ୍ୟ ସଂରକ୍ଷଣ ଏବଂ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ପାଳିତ ହୋଇଛି ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬।
ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କକ୍ଷରେ ଆୟୋଜିତ…
ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ: ମନମୋହନ ସାମଲ
ଭୁବନେଶ୍ୱର/ଭବାନୀପାଟଣା,ନିରପେକ୍ଷ ଖବର: ୨୭ ସେପ୍ଟେମ୍ବର:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୮ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରବିବାର ପ୍ରସାରିତ ହୋଇଛି। ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ସର୍ଜିକାଲ୍ ଷ୍ଟ୍ରାଇକ୍ର ୧୦ ବର୍ଷ ପୂର୍ତ୍ତି, ଜନଗଣନା, ନିଶାମୁକ୍ତ ଯୁବ ସମାଜ,…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ପ୍ରୟାସ ପ୍ରଶଂସନୀୟ: ମନମୋହନ ସାମଲ
ଭୁବନେଶ୍ୱର, ନିରପେକ୍ଷ ଖବର, ତା:୨୬/୦୯ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଜାରି ରହିଥିବା ବେଳେ କେତେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି…
ଅଚ୍ୟୁତ ସାମନ୍ତଙ୍କୁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନ
ଭୁବନେଶ୍ୱର,ନିରପେକ୍ଷ ଖବର :ତା ୨୫/୦୯: ଶିକ୍ଷାବିତ୍, ସମାଜସେବୀ ତଥା କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା, ସାମାଜିକ ବିକାଶ, ମାନବସେବା ଓ ଅନୁଷ୍ଠାନ ଗଠନ କ୍ଷେତ୍ରରେ ତାଙ୍କ ଦୀର୍ଘକାଳୀନ ଅବଦାନ ପାଇଁ ଏକାଧିକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ…
