[pj-news-ticker]

ଲଭ୍ ଇଉ ଜାନୁ …

ଏକ ଭିନ୍ନ ଧରଣର ଚଳଚ୍ଚିତ୍ର

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୪/୦୩ ତନ୍ମୟ ପ୍ରଡକ୍ସନ୍ ବ୍ୟାନର ପ୍ରଥମ ଅବଦାନ ଓଡିଆ ଚଳଚ୍ଚିତ୍ର “ଲଭ୍ ଇଉ ଜାନୁ ” ଶୁଭ ମହୁରତ୍ ହୋଇଯାଇଛି।ଏହି ସିନେମା ଏକ ରୋମାଂଚକ ଭରା ପ୍ରେମ କାହାଣୀ ଉପରେ ଆଧାରିତ ଯେଉଁଥିରେ ପ୍ରେମକୁ ଏକ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି କାହାଣୀରେ ମନୋରଞ୍ଜନ ସହ ପ୍ରତିଶୋଧ ନେବାର ଏକ ନିଶା ଦେଖିବା ପାଇଁ ମିଳିବ ଯାହା ଦର୍ଶକଙ୍କୁ ବେଶ ମନୋରଞ୍ଜନ ଦେବ।ଏହି ସିନେମାରେ ପ୍ରଯୋଜକ- ଭାବେ ଜିତେନ୍ଦ୍ର ଓଝା, ବାଦ୍ୟ-ଅଭିଜିତ୍ ମଜୁମ୍ଦର୍ ଓ ଅନ୍ୟାନ୍ୟ ବହୁ ଜଣାଶୁଣା କଳାକାର ଏହି ଚଳଚିତ୍ରରେ ଅଭିନୟ କରିଛନ୍ତି।ପ୍ରଚାର/ପ୍ରସାର-ଅମରେଶ।

Leave A Reply

Your email address will not be published.