Blank space
Blank space
Breaking News/ମୁଖ୍ୟ ଖବର:
ୟୁରୋକିଡ୍ସ ଆଇଆରସି ଭିଲେଜ୍, ନୟାପଲ୍ଲୀ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀଆକର୍ଷଣ ବଢାଉଛି ଜୀବନ୍ତ ମତ୍ସ୍ୟପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷଙ୍କ ସମେତ ୭ ଜଣ କାଉନ୍‌ସିଲର ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲଆକର୍ଷଣର କେନ୍ଦ୍ର ପାଲଟିଛି ବିଶ୍ବର କ୍ଷୁଦ୍ରତମ ଗାଈ- ପୁଙ୍ଗାନୁରଚିତାକର୍ଷକ ‘ଡଗ୍ ସୋ’ରେ ଦର୍ଶକ ବିଭୋର  ବି.ଜେ.ଇ.ଏମ୍. ସ୍କୁଲରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତରାଜ୍ୟର ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ ତ୍ୱରାନ୍ୱିତମତ୍ସ୍ୟ ପ୍ରାଣୀ ସମାବେଶରେ ଆକର୍ଷଣ ସାଜିଥିଲା “ପେଟ୍ ଫ୍ୟାସନ୍ ସୋବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀ
Blank space

ମୟୁରଭଞ୍ଜବାସୀଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ ଅରୁଣ ସାହୁ

ଜିଲ୍ଲା ବିଜେଡିର ମଙ୍ଗ ଧରିଲେ ହେବିୱେଟ ନେତା ବିଧାୟକ ବବି

0

ବାରିପଦା,(ନିରପେକ୍ଷ ଖବର) (ବିଶ୍ୱଜିତ ଭୂୟାଁ)-୭/୦୯/୨୦୧୯: ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ଅରୁଣ ସାହୁ ଓ ନବ ନିଯୁକ୍ତ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। କାହିଁକି, କଣ ପାଇଁ ଓ କେମିତି ରାଜ୍ୟ ବିଜେଡିର ଏହି ତିନି ହେବିୱେଟ ନେତା ମୟୁରଭଞ୍ଜରେ ଏକତ୍ରିତ ହେଲେ ତାକୁ ନେଇ ଏବେ ବିରୋଧୀ ଦଳ ବିଜେପି, କଂଗ୍ରେସ ଓ ଜେଏମଏମ୍ ଅଙ୍କ କସିବା ଆରମ୍ଭ କରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଯେଉଁଠି ପାରେ ସେଠି ଏହାକୁ ନେଇ ଆଲୋଚନା ହେବାରେ ଲାଗିଛି।ମୟୂରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଭାବେ ଉଭୟ ସଞ୍ଜୟ ଓ ଅରୁଣ କାର୍ଯ୍ୟ କରିସାରିଛନ୍ତି। ଉଭୟଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲାରେ ଦଳୀୟ ସଂଗଠନକୁ ତୀବ୍ର ଗୋଷ୍ଠୀକନ୍ଦଳର ସାମ୍ନା କରିବାକୁ ପଡିଥିଲା। ଯାହାର ପରିଣାମ ସ୍ୱରୂପ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ନିରାଶ କରିଦେଇଥିଲା।
ସୂଚନା ଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ବିପୁଳ ବିଜୟ ଲାଭ କରିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାରେ କିନ୍ତୁ ଦଳ ପରାଜୟର ସ୍ଵାଦୁ ଚାଖିଥିଲା। ବିଜେଡି ଅକ୍ତିଆରରେ ଥିବା ମୟୁରଭଞ୍ଜ ଜିଲ୍ଲା ବିଜେପି ହାତକୁ ଚାଲିଯାଇଥିଲା। ବିଜେପି ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ୬ଟି ଆସନ ଅକ୍ତିଆର କରିବା ସହ ଗୋଟିଏ ଲୋକସଭା ଆସନକୁ ବି ବିଜେଡି ହାତରୁ ଛଡାଇ ନେଇଥିଲା। ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଏହାକୁ ହଜମ କରିପାରି ନଥିଲେ। ପରାଜୟର କାରଣ ଜାଣିବା ଓ ଜିଲ୍ଲାରେ ଦଳକୁ ପୁଣି ମଜବୁତ କରିବା ପାଇଁ ଜିଲ୍ଲାର ପର୍ୟ୍ଯବେକ୍ଷକ ଦାଇତ୍ୱରେ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ହଟାଇ ଦଳର ସୁପ୍ରିମ ନବୀନ ପଟ୍ଟନାୟକ ତାଙ୍କର ସବୁଠୁ ବିଶ୍ୱସ୍ତ ବିଧାୟକ ବବି ଦାସଙ୍କୁ ଦାଇତ୍ୱ ଦେଇଛନ୍ତି। ଦଳର ସୁପ୍ରିମ ବବିଙ୍କୁ ଯେଉଁ ଦାଇତ୍ୱ ଦେଇଛନ୍ତି ତାକୁ ସମାଧାନ କରିବା ତାଙ୍କ ପାଇଁ ବଡ଼ କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କାରଣ ୨୦୧୪ ମସିହାରେ ଯେତେବେଳେ ସଞ୍ଜୟ ଦାସବର୍ମା ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱରେ ଥିଲେ ସେ ସମୟରେ ଦଳ ଜିଲ୍ଲାର ସମସ୍ତ ୯ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନକୁ ଦଖଲ କରିଥିଲା। ମାତ୍ର ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଞ୍ଜୟଙ୍କୁ ହଟାଇ ଯୁବ ନେତା ଅରୁଣ ସାହୁଙ୍କୁ ଦାଇତ୍ୱ ଦେବାପରେ ଜିଲ୍ଲାର ଦଳୀୟ କର୍ମକର୍ତ୍ତାଙ୍କ ଭିତରେ ଅନ୍ତର୍ଦ୍ବନ୍ଦ ବଢ଼ିବାରେ ଲାଗିଥିଲା। ସଞ୍ଜୟ ପୂର୍ବରୁ ଜିଲ୍ଲାରେ ଯେଉଁ ସଂଗଠନ ତିଆରି କରିଥିଲେ ତାକୁ ପ୍ରାଧାନ୍ୟ ନଦେଇ ଅରୁଣ କୁଆଡେ ଦଳ ଭିତରେ ଆଉ ଗୋଟାଏ ଗୋଷ୍ଠୀ ତିଆରି କରୁଥିଲେ ବୋଲି ସେ ସମୟରେ ଅଭିଯୋଗ ଉଠିଥିଲା। ଯାହାଫଳରେ ଦଳ ଭିତରେ ଗୋଷ୍ଠୀକନ୍ଦଳ ବଢ଼ିବାରେ ଲାଗିଥିଲା। ଯେଉଁଥି ପାଇଁ ଦଳ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିଲା। ତଥାପି ଦଳର ସୁପ୍ରିମ ନବୀନ ପଟ୍ଟନାୟକ ଅରୁଣଙ୍କ ଉପରୁ ଭରଷା ନ ତୁଟାଇ ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାର ମଙ୍ଗ ପୁଣି ତାଙ୍କ ହାତରେ ଦେଇଥିଲେ। ଫଳରେ ଜିଲ୍ଲାର ଆଗ ଧାଡ଼ିର ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଥିଲା। ଯାହାର ପରିଣାମ ସ୍ୱରୂପ ଗତ ସାଧାରଣ ନିର୍ବାଚନରେ ପୁଣି ପ୍ରତିଫଳିତ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାର ୯ ଟି ବିଧାନସଭା ଆସନରୁ ମାତ୍ର ୩ଟି ଆସନ ଅକ୍ତିଆର କରିଥିବା ବେଳେ ଗୋଟିଏ ଲୋକସଭା ଆସନ ବିଜେଡି ହାତରୁ ବି ଖସି ଯାଇଥିଲା.                                                                     ମଗ୍ର ଓଡ଼ିଶାର ବୃହତ୍ତମ ଜିଲ୍ଲା ଭାବେ ମୟୂରଭଞ୍ଜ ପରିଗଣିତ ହେଉଥିବାରୁ ଏଠାରେ ଦଳର ପରାଜୟ ସମସ୍ତଙ୍କୁ ଚକିତ କରିଥିଲା। ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବେ ତାଙ୍କର ସବୁଠୁଁ ବିଶ୍ୱସ୍ତ ଓ ଭରସା ଯୋଗ୍ୟ ନେତା ବବିଙ୍କୁ ମୟୁରଭଞ୍ଜ ଜିଲ୍ଲାର ଦାଇତ୍ୱ ଦେଇଛନ୍ତି। ଦଳର ସୁପ୍ରିମ ନବୀନଙ୍କ ବିଶ୍ୱାସକୁ ଅତୁଟ ରଖିବା ପାଇଁ ବବି ପୂରା ରଣକୌଶଳ ପ୍ରସ୍ତୁତ କରିଥିବା ଶନିବାର ଦିନ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଥିଲା। ବିଜେଡି ରାଜନୀତିରେ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଭାବଶାଳୀ ଥିବା ଦୁଇ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କୁ ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ଏକାଠି ବସାଇ ବବି ମୟୁରଭଞ୍ଜ ଜିଲ୍ଲା ସଂଗଠନରେ ସେମାନଙ୍କର ଥିବା ପତିଆରାକୁ ହ୍ରାସ କରିଛନ୍ତି।                                                                                   

ଏହି ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନରେ ଦଳର ପରାଜୟର ଦୋଷ ସେ ସମୟର ପର୍ଯ୍ୟବେକ୍ଷକ ତଥା ଏବେକାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜ ମୁଣ୍ଡକୁ ନେଇ ମୟୁରଭଞ୍ଜବାସୀଙ୍କୁ କ୍ଷମା ପାର୍ଥନା କରିଛନ୍ତି। ବବିଙ୍କ ରଣକୌଶଳ ଆଗରେ ମନ୍ତ୍ରୀ ଅରୁଣ ସାହୁ ଫେଲ ମାରିବା ସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଂଗଠନରେ ସେ ପ୍ରଭାବଶୂନ୍ୟ ହୋଇଯାଇଥିବା ଚର୍ଚ୍ଚା ହେଉଛି। ତେବେ ଗତ କିଛି ଦିନ ତଳେ ପ୍ରଣବଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ଦାୟିତ୍ୱ ଦିଆଯିବା ପରେ ସେ ଉଭୟ ସଞ୍ଜୟ ଓ ଅରୁଣଙ୍କୁ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ କରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ପ୍ରଣବ ଦଳରେ ନିଜର ପତିଆରାର ଆଭାସ ମୟୂରଭଞ୍ଜ ଜିଲ୍ଲା କର୍ମକର୍ତ୍ତାଙ୍କୁ ଦେବା ସହ ସଞ୍ଜୟ ଓ ଅରୁଣଙ୍କର ଥିବା ଗୋଷ୍ଠୀଙ୍କୁ ତାଙ୍କ ହାତମୁଠାକୁ ନେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପରିବର୍ତ୍ତିତ କାର୍ଯ୍ୟକାରିଣୀ ବୈଠକରେ ବବି କହିଛନ୍ତି ଯେ ଦଳ ଭିତରେ ରହି ଯେଉଁମାନେ ଗୋଷ୍ଠୀକନ୍ଦଳ ସୃଷ୍ଟ କରୁଛନ୍ତି ସେମାନଙ୍କୁ ଦଳରେ କୌଣସି ସ୍ଥାନ ମିଳିବ ନାହିଁ। ଏବେ ଦେଖିବାକୁ ବାକି ରହିଲା ଦଳର ସୁପ୍ରିମ ବବିଙ୍କୁ ଯେଉଁ ଦାଇତ୍ୱ ଦେଇଛନ୍ତି ତାକୁ ସେ କେତେ ସଫଳ ରୂପାୟନ କରୁଛନ୍ତି। ତାହା ଆଗାମୀ ପୌରପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Mo sapath

Leave A Reply

Your email address will not be published.

news-1701

yakinjp


sabung ayam online

yakinjp

yakinjp

rtp yakinjp

yakinjp

judi bola online

slot thailand

yakinjp

yakinjp

yakin jp

ayowin

yakinjp id

mahjong ways

judi bola online

mahjong ways 2

JUDI BOLA ONLINE

maujp

maujp

sabung ayam online

sabung ayam online

mahjong ways slot

sbobet88

live casino online

sv388

taruhan bola online

maujp

maujp

maujp

maujp

sabung ayam online

128000326

128000327

128000328

128000329

128000330

128000331

128000332

128000334

128000335

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

mahjong wins 3

148000346

148000347

148000348

148000349

148000350

148000351

148000352

148000353

148000354

148000355

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

mahjong ways 2

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

gacor maxwin

168000317

168000318

168000320

168000322

168000324

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

scatter hitam

178000401

178000405

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

rtp live

228000191

228000192

228000193

228000194

228000196

228000197

228000198

228000199

228000200

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

pg soft

mahjong

mahjong

mahjong

mahjong

mahjong

mahjong

mahjong

mahjong

mahjong

mahjong

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

mahjong ways

news-1701