ସାମାଜିକ ବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବା Debabrat Mohanty Mar 22, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୨ ମାର୍ଚ୍ଚ: ବିଶ୍ୱ ଜଳଦିବସ ଅବସରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀମାନଙ୍କୁ ନିୟମିତ ଭାବେ ସ୍ୱଚ୍ଛ ପାନୀୟ ଜଳ…