ସାମାଜିକ ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା Biswajit bhuyan/Baripada Jun 8, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୮/୦୬-ଆଜିର ସମାଜରେ ଲୋକଙ୍କ ମଧ୍ୟରେ ଧୀରେ ଧୀରେ ମାନବିକତା ହଜିଯାଉଛି। ମାନସିକ ବିକାରଗ୍ରସ୍ତଙ୍କ ପ୍ରତି ଦୟାର ମନଭାଵ ଏମାନଙ୍କ ମଧ୍ୟ ଦେଖିବାକୁ ମିଳୁନାହିଁ।ଲୋକମାନଙ୍କ କ୍ରୁରତାରୁ ଏମାନେ ବର୍ତ୍ତି ପାରୁନାହାନ୍ତି।ଏହି ଭଳି ଏକ କ୍ରୁର ଘଟଣା ଘଟିଛି ମୟୁରଭଞ୍ଜ…