ସାମାଜିକ ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ Biswajit bhuyan/Baripada May 21, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୧/୦୫-ପୁଣି ମୟୂରଭଞ୍ଜରୁ ୩ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି। ଏଥି ସହିତ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪କୁ ପହଁଚିଛି।ଚିନ୍ହଟ ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା କ୍ୱରେଣ୍ଟାଇନରେ ଥିବା ବେଳେ ଜଣେ କପ୍ତିପଦା ବ୍ଲକ ଠାକୁରମୁଣ୍ଡା…