ସାମାଜିକ କରୋନା ଯନ୍ତ୍ରଣାରେ ଦାଦନ କାନ୍ଦୁଛି… Biswajit bhuyan/Baripada May 15, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୫/୫ -କରୋନା ଯନ୍ତ୍ରଣାରେ କାନ୍ଦୁଛନ୍ତି ଦାଦନ।ଗତ ଦୁଇ ମାସ ହେଲା ଆଖିର ଲୁହ ପାଟିରେ ପିଇ ଘରକୁ ଫେରିବା ବାଟକୁ ଚାହିଁ ବସିଛନ୍ତି। ଯିଏ ଫେରିଛି ସେମାନେ ଅପବାଦ ମୁଣ୍ଡାଉଛନ୍ତି, ଆଉ ଯିଏ ଫେରିପାରୁନାହିଁ ଭୋକ ଉପାସରେ ଦିନ କାଟୁଛନ୍ତି। ମହାମାରୀ କରୋନାର କରାଳ…