ସାମାଜିକ ରଙ୍ଗିଲା ପୋଲିସ୍ ବାବୁ ରାକେଶ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। Mahanagar May 14, 2020 0 ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୪/୦୫ ରଙ୍ଗିଲା ପୋଲିସ୍ ବାବୁ ଶେଷରେ ଆଇନ୍ ଜାଲରେ ଧରା ପଡ଼ିଲେ। ଭଲପାଇବା, ଧୋକା ଓ ଠକେଇ ମାମଲାରେ ଫେରାର ଥିବା କ୍ୟାପିଟାଲ ଥାନାର ନିଲମ୍ବିତ ପୋଲିସ୍ ସବ୍-ଇନସ୍ପେକ୍ଟର ରାକେଶ ସାମଲ ଆଇନ୍ ଜାଲରେ ଧରାପଡ଼ିଲେ। ରାଉରକେଲା ପୁଲିସ୍ ର ସହଯୋଗରେ କମିଶନରେଟ…