Uncategorized ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦଶ ଲକ୍ଷ ଟଙ୍କା ସହାୟତା ଦେଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି । Biswajit bhuyan/Baripada Mar 30, 2020 0 ବାରିପଦା(ନିରପେକ୍ଷ ଖବର)ତା-୩୦/୦୩-କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି । ସମ୍ପ୍ରତି କରୋନା ମହାମାରୀ ର ମୁକାବିଲା ପାଇଁ ସମସ୍ତେ ତତ୍ପର ଥିବାବେଳେ ମୟୁରଭଞ୍ଜ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ତଥା କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ…
ସାମାଜିକ ସଚେତନତା ପାଇଁ ପୋଲିସ୍ ର ଅଭିନବ ଉପାୟ Biswajit bhuyan/Baripada Mar 26, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୬/୦୩-ଲକ୍ ଡାଉନ୍ ନିୟମ ଅବମାନନା କରି ବିଚ୍ ରାସ୍ତାରେ ଉଠ୍ ଵସ୍ ହେଲେ। କରୋନା ପାଇଁ ଜାରି କରାଯାଇଥିବା ଲକ୍ ଡାଉନ୍ ନିୟମ ଭାଙ୍ଗି ଦଣ୍ଡିତ ହେଲେ। କରୋନାକୁ ହରାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଢ଼େଇ ଜାରି ରଖିଛନ୍ତି। କେଉଁ ରାଜ୍ୟରେ ଗୁଳି କରିବାକୁ…
ସାମାଜିକ ଲକ୍ ଡାଉନ୍ କୁ ନ ମାନି ବିଳମ୍ବିତ ରାତିରେ ଗିରଫ ହେଲେ ହୋଟେଲ ମାଲିକ Biswajit bhuyan/Baripada Mar 25, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୫/୦୩-କରୋନାର ଭୟବହତା ସମ୍ପର୍କରେ ଜାଣି ସୁଦ୍ଧା ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳୁଛନ୍ତି କିଛି ହୋଟେଲ ମାଲିକ।ସରକାରଙ୍କ କଟାକଣାକୁ ତିଳେ ହେଲେ ଖାତିର ନ କରି ଏମାନେ ଚଳାଇଛନ୍ତି ଅସାଧୁ ବ୍ୟବସାୟ।କରୋନକୁ ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ…
ସାମାଜିକ କରୋନାକୁ ନେଇ ଗୁଜବ ପ୍ରଚାର କରି ଜେଲ ଗଲେ ଯୁବକ। Biswajit bhuyan/Baripada Mar 25, 2020 0 ବାରିପଦା(ନିରପେକ୍ଷ ଖବର)ତା୨୫/୦୩-ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି । ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଏହି ସମୟରେ ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରାଯାଉଛି । ଏହି ଗୁଜବକାରୀଙ୍କ ଉପରେ ପୁଲିସ କଡ଼ା ନଜର ରଖିଛି । ଇତି ମଧ୍ୟରେ…
ସାମାଜିକ କରୋନା ପାଇଁ ପରିବା ଦର ଆକାଶ ଛୁଆଁ Biswajit bhuyan/Baripada Mar 25, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୫/୦୩-କରୋନା କୁ ନେଇ ହୁ ହୁ ହୋଇ ଦର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସାରା ରାଜ୍ୟ ସମେସ୍ତ ମୟୁରଭଂଜ ଜିଲ୍ଲା କୁ ଲକ ଡାଉନ ଘୋଷଣା କରିବା ପରେ କିଛି ମୁନାଫା ଖୋର ବ୍ୟବସାୟୀ ମାନେ ତାଙ୍କର ଅସାଧୁ ବ୍ୟବସାୟୀ ଆରମ୍ଭ କରିଛନ୍ତି।ନିଜର ସ୍ୱାର୍ଥ ପାଇଁ ଅସାଧୁ…
Uncategorized କରୋନା ସନ୍ଦିଗ୍ଧ ସୁସ୍ଥହୋଇ ଫେରିଲେ ଘରକୁ Biswajit bhuyan/Baripada Mar 19, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୯/୦୩-ପିଆରଏମ ମେଡିକାଲରେ ଚିକିତ୍ସାଧିନ କରୋନା ସନ୍ଦିଗ୍ଧ ସୁସ୍ଥ ହୋଇ ଘରକୁ ଫେରିଲେ। କରୋନାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ମୟୁରଭଞ୍ଜରେ ଏ ପର୍ଯ୍ୟନ୍ତ କେହି କରୋନା ରୋଗରେ ପଜେଟିଭ ଚିହ୍ନଟ ହୋଇ ନାହାଁନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ବାରିପଦା…
ସାମାଜିକ ବାରିପଦାରେ ଜଣେ କରୋନା ରୋଗୀ ସନ୍ଦେହ Biswajit bhuyan/Baripada Mar 16, 2020 ବାରିପଦା(ନିରପେକ୍ଷ ଖବର)ତା-୧୬/୦୩-ବାରିପଦା ରେ ଜଣେ କରୋନା ରୋଗୀ ସନ୍ଦେହରେ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ସନ୍ଦିଗ୍ଧ ଜଣକ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କରୋନା ରୋଗୀ ସହ ଦିଲ୍ଲୀରୁ ଆସିଥିଲେ। ତେଣୁ ଭୟରେ ସନ୍ଦିଗ୍ଧ ଜଣକ ପିଆରଏମ…
ସାମାଜିକ ସରକାରଙ୍କ ନିଷ୍ପତିକୁ ବାଆଁ ବାଆଁ କରି ଉଡାଇ ଦେଉଛି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ Biswajit bhuyan/Baripada Mar 15, 2020 0 ବାରିପଦା (ନିରପେକ୍ଷ ଖବର) ୧୫/୩ : କରୋନାର କରାଳ ରୂପରେ ସାରା ବିଶ୍ୱ ଦୋହଲୁଥିବା ବେଳେ ଓଡ଼ିଶାରେ ମଧ୍ୟ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ରାଜ୍ୟ ସରକାର କରୋନକୁ ମହାମାରୀ ଘୋଷଣା କରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଶିକ୍ଷାନୁଷ୍ଠାନ, ପ୍ରେକ୍ଷାଳୟ ଆଦିକୁ ବନ୍ଦ…
ସାମାଜିକ ପ୍ରଶାସନର ଚୋରାପୀରତି ପାଇଁ ବଢୁଛି ଚୋରା ପଥର ଖାଦାନ ଖନନ.. Biswajit bhuyan/Baripada Mar 15, 2020 0 ବଞ୍ଚିବା ପାଇଁ ସଂଘର୍ଷ କରୁଛି ଶ୍ରମିକ..... ବାରିପଦା,୧୫/୩(ନିରପେକ୍ଷ ଖବର) - ଜଙ୍ଗଲ ବିଭାଗ ଆଇନକୁ ଅବମନନା କରି ବେଆଇନ ଭାବରେ ପଥର ଉତ୍ତୋଳନ କାରବାର ବଢ଼ିବାରେ ଲାଗିଛି। ପ୍ରଶାସନର ଚୋରା ପୀରତି ପାଇଁ ପଥର ମାଫିଆମାନେ ରାଜୁତି ଚଳାଇଛନ୍ତି। ଯାହାର ଫଳସ୍ୱରୂପ ପଥର ଖୋଲୁ ଖୋଲୁ…
ରାଜନୀତି ମୟୁରଭଂଜ ବିଜେଡି ଛାତ୍ର ରାଜନୀତିରେ କିଏ ପିନ୍ଧିବ ସୁନା ମୁକୁଟ ! Biswajit bhuyan/Baripada Mar 12, 2020 0 ବଢୁଛି ଆଶାୟୀଙ୍କ ସଂଖ୍ୟା..... ବାରିପଦା(ନିରପେକ୍ଷ ଖବର)ତା-୧୨/୦୩-ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତାର ପୂର୍ବସ୍ଥିତିକୁ ଫେରିବା ପାଇଁ ସଗଠନକୁ ନେଇ ଅଙ୍କକଷା ଜାରି ରଖିଛି। ବହୁ କଳ୍ପନା ଜଳ୍ପନାର ପୂର୍ଣ୍ଣଛେଦ ଟାଣି ଜିଲ୍ଲା ସଭାପତି ଭାବେ ଦୁଇ ଜଣଙ୍କୁ ଦାୟିତ୍ୱ ଦିଆଗଲା।…
ଦୁର୍ଘଟଣା ହୋଲି ଖେଳ ହେଲା କାଳ Biswajit bhuyan/Baripada Mar 10, 2020 0 ବାରିପଦା(ନିରପେକ୍ଷ ଖବର)ତା-୧୦/୦୩/୨୦୨୦-ରଙ୍ଗର ଉତ୍ସବ ହୋଲି ଖେଳରେ ସବୁଠି ମସଗୁଲ ଥିବା ବେଳେ ଘଟି ଯାଇଛି ଅଘଟଣ।ହୋଲି ଖେଳ କାଳ ସାବ୍ୟସ୍ତ ହେଲା।ହୋଲି ଖେଳି ସାରି ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ଯୁବକ ମୃତ ହୋଇଛି। ମୃତକ ଜଣକ ବାରିପଦା ସହର ଅନ୍ତର୍ଗତ କାଳିମନ୍ଦିର ସାହିର…
ସାମାଜିକ ଜନ୍ମଦିନ ପାଇଁ ରାଜରାସ୍ତା ବନ୍ଦ କଲେ ଏସ୍ପି , କାର୍ଯ୍ୟନୁଷ୍ଠାନ ଶୂନ Biswajit bhuyan/Baripada Mar 8, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୯/୦୩-ମୟୁରଭଞ୍ଜ ଇତିହାସରେ ଏମିତି କେବେ ଘଟି ନ ଥିଲା। କିନ୍ତୁ ଏବେ ଘଟିଛି। ଏସପିଙ୍କ ଦବଙ୍ଗ ଗିରି ଓ ରାଜକୀୟ ଠାଣି ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରିବା ପାଇଁ ରାଜରାସ୍ତାକୁ ସେ ବନ୍ଦ ରଖିବାକୁ ବି ପଛାଇଲେ ନାହିଁ। ୫ ମିନିଟ କି ୧୦ ମିନିଟ ନୁହେଁ ଦୁଇ…
ସାମାଜିକ ଏସ୍ପି ଙ୍କ ରାଜକୀୟ ଠାଣି… Biswajit bhuyan/Baripada Mar 7, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୭/୦୩/୨୦୨୦-ମୟୁରଭଞ୍ଜ ପୁଲିସର ରାଜକିଅ ଠାଣି। ଏସପିଙ୍କ ଜନ୍ମଦିନ ପାଳନ ପାଇଁ ଦୁଇ ଘଂଟା ରାସ୍ତା ବନ୍ଦ ରଖିଲା ପୁଲିସ ପ୍ରଶାସନ। ନାହିଁ ନ ଥିବା ଅସୁବିଧାରେ ସମ୍ବୁଖୀନ ହେଲେ ଲୋକେ। ଗଣମାଧ୍ୟମ କର୍ମୀ ପହଂଚିବା ପରେ ଗମନାଗମନ ହେଲା ସ୍ୱାଭାବିକ। ଘଟଣା ଟି…
ରାଜନୀତି ରାଜ୍ୟସଭା ନିର୍ଵାଚନ: ସରୋଜିନୀ ହେମ୍ବ୍ରମ ନେଇ ଚର୍ଚ୍ଚା ଜୋର। Biswajit bhuyan/Baripada Mar 3, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୪/୦୩-ଋାଜ୍ୟର ସର୍ବବୃହତମ ଜିଲ୍ଲା ମୟୂରଭଞ୍ଜ ହୋଇଥିବା ବେଳେ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଗଣିତ ହେଉଛି । ଆଦିବାସୀ ବହୁଳ ଜିଲ୍ଲାରେ ବିଜୁ ଜନତାଦଳର ଆଗଧାଡିର ମହିଳା ନେତ୍ରୀ ସରୋଜନୀ ହେମ୍ବ୍ରମ୍ ବିଭିନ୍ନ ପଦପଦବୀରେ ରହି ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟ…
Uncategorized ବାରିପଦାରେ ପଲସର ଆତଙ୍କ … Biswajit bhuyan/Baripada Mar 2, 2020 0 ବାରିପଦା ୦୨/୦୩-(ନିରପେକ୍ଷ ଖବର): ସହରରେ କଳା ପଲସର ଆତଙ୍କ । ସନ୍ଧ୍ୟା ୬ଟା ବେଳେ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଲୁଟର ଶିକାର ହେଲେ ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୦ର ସୁଲଚନା ନାଏକ ।ସୋମବାର ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ଏକ ବନ୍ଧନ ବ୍ୟାଙ୍କରୁ ୮୦ ହଜାର…
ସାମାଜିକ ଡେଡ଼ ଲାଇନ ଶେଷ ହେଲା ପରେ କଟିଲା ଫାଇନ। Biswajit bhuyan/Baripada Mar 2, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୨/୦୩- ସରକାର ଙ୍କ ପକ୍ଷରୁ କିଛି ମାସ ପାଇଁ କୋହଳ ହୋଇଥିବା ମୋଟର ଯାନ ଆଇନର ଡେଡ଼ ଲାଇନ ଶେଷ ହୋଇଛି।ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ କରିବାକୁ ନିୟମ କାନୁନ କୁ କଡ଼ାକଡ଼ି କରି ପାଳନ କରିବା ଯାଞ୍ଚ ଆରମ୍ଭ ହୋଇଯାଇଛି। ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧,…
ଦୁର୍ଘଟଣା ଜେଲ୍ ରେ ବିଚାରାଧିନ କଏଦୀର ମୃତ୍ୟୁ… Biswajit bhuyan/Baripada Mar 1, 2020 0 ବାରିପଦା(ନିରପେକ୍ଷ ଖବର)ତା-୦୧/୦୩/୨୦୨୦-ଆଜି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାର ର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ସିକମପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ…