
Sign in
Sign in
Recover your password.
A password will be e-mailed to you.
Breaking News/ମୁଖ୍ୟ ଖବର:
ଇତିହାସ ରଚିଲେ ମୋଦିବିଶ୍ୱ ଜଳଦିବସରେ ଭୁବନେଶ୍ୱରରେ ମହା ସେବାLPG ସମସ୍ୟାକୁ ମୁକାବିଲା ପାଇଁ ସିଟି ଗ୍ୟାସ୍ ଭିତ୍ତିଭୂମି ତ୍ୱରାନ୍ୱିତବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବଡ଼ ସଫଳତାବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ବଡ଼ ଘୋଷଣାVTP ମଡେଲ ରଦ୍ଦ କରି ସିଧାସଳଖ ସରକାରୀ ନିଯୁକ୍ତି ଦାବି କଲେ ବୃତ୍ତିଗତ ପ୍ରଶିକ୍ଷକ୧୨ ରାଶିର ବଡ଼ ଭବିଷ୍ୟବାଣୀଡିଜିଟାଲ୍ ଦୁନିଆରେ ଶିଶୁ ଅସୁରକ୍ଷିତ?ତୈଳ ବଜାର ହଳଚଳରିଲାଏନ୍ସ ଗ୍ରୁପ୍କୁ ବଡ଼ ଝଟକା! ED ଜବତ କଲା ୫୮୧ କୋଟିର ସମ୍ପତ୍ତିଭୁବନେଶ୍ୱରରେ ବଡ଼ Cyber Fraud ଖୋଲାସା! ୨.୩୫ କୋଟି ଟଙ୍କା ଟ୍ରାନ୍ସାକ୍ସନ୍, ୨ ଗିରଫପୁରୀ ବେଳାଭୂମିରେ “Fit India Carnival” ମାର୍ଚ୍ଚ 21ରୁ 3 ଦିନିଆ ବଡ଼ କାର୍ଯ୍ୟକ୍ରମଟୋକିଓରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କମାଲ !ପଞ୍ଚସଖା ଶିକ୍ଷା ସେତୁ ବୈଠକ: ୨୩ ଜିଲ୍ଲାରେ ୯ କୋଟି ଟଙ୍କାର ୮୯୬ ପ୍ରକଳ୍ପ ମଞ୍ଜୁରରୋଟାରୀ କ୍ଲବ୍ ଭୁବନେଶ୍ବର ଆଞ୍ଜେଲା ପକ୍ଷରୁ ମହିଳା ଦିବସଭୁବନେଶ୍ୱରରେ ଅସ୍ତ୍ର ସହ ୨ ଯୁବକ ଗିରଫ | NH-316 ବାଇପାସରେ ଛିନତାଇ ପ୍ଲାନ୍!ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବଭୁବନେଶ୍ୱରରେ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳବିଜେଡିକୁ ବଡ଼ ଝଟକାରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ :ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍

Yearly Archives
2019
ଭୁବନେଶ୍ୱର:(ନିରପେକ୍ଷଖବର),୧୫/୧୨/୧୯: ବରଗଡର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅପହରଣ ନେଇ ଯେଉଁ ବିବାଦ ଲାଗି ରହିଥିଲା ତାର ଆଜି ପୂର୍ଣ୍ଣଛେଦ ପଡିଛି। ବିଜିପିର ଅଭିଯୋଗକୁ ଖଣ୍ଡନ କଲେ ନିଜେ ଜିଲ୍ଲାପରିଷଦ ସଭ୍ୟା। ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖିଥିବା ଘଟଣାରେ ଆସିଛି ନୂଆମୋଡ। ଆମକୁ…
କଷ୍ଟ ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜି ଦେଲେ ଜଣେ ଏଚଆଇଭି ରୋଗୀ
ବାରିପଦା:(ନିରପେକ୍ଷଖବର),୧୩/୧୨/୧୯: ସହି ପାରିଲାନି କଷ୍ଟ ଆଉ ଯନ୍ତ୍ରଣା। ଦୀର୍ଘ ବର୍ଷ ଧରି HIV ରୋଗୀରେ ପୀଡିତ ହୋଇ ବଞ୍ଚିବାକୁ ଚାହିଁଲା ନାହିଁ ଜଣେ HIV ରୋଗୀ। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ। ଏଭଳି ଏକ ଅଭାବନୀୟ ଘଟଣା ତିରିଙ୍ଗ ଥାନା ସୁନାପୋଷି ଗ୍ରାମରେ…
ନୂତନ ଜଙ୍ଗଲ ବାହାନାରେ ଜଙ୍ଗଲ କାଟି ଧ୍ୱଂସ କରୁଛି ବନ ବିଭାଗ
ବାରିପଦା(ନିରପେକ୍ଷ ଖବର)ତା-୧୩/ଡିସେମ୍ବର/୨୦୧୯: ବନ ବିଭାଗର ବିଚିତ୍ର ନୀତି। ଗଛର ଚାରକୁ ଜୀବନ ଦେବାକୁ ଯାଇ ପରିବେଶ ପ୍ରଦୂଷଣ ରୋକୁଥିବା ବଢ଼ିଲା ଗଛଗୁଡ଼ାକୁ କାଟି ପକାଉଛି। ନୂତନ ଚାରା ଉତ୍ପାଦନ ବାହାନାରେ ବଳି ପଡ଼ିଛନ୍ତି ଶତାଧିକ ଔଷଧୀୟ ବୃକ୍ଷ। ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥ…
ପାଠ ହେଲା କାଳ…..
ବାରିପଦା(ନିରପେକ୍ଷ ଖବର)ତା-୧୦/ଡ଼ିସେମ୍ବର/୨୦୧୯-ପାଠ ହେଲା କାଳ ।ସ୍କୁଲ ଯିବାକୁ ବାଧ୍ୟ କରିବାରୁ ଛାତ୍ର କଲେ ଆତ୍ମହତ୍ୟା।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ପଶୁଦା ଗ୍ରାମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଗୁରୁତର…
ଦେବକୁଣ୍ଡ ଜଳପ୍ରପାତ ପାଖରେ ଏକ ମଲା ହାତୀ ଠାବ..
ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯-ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରେ ଏକ ମଲା ହାତୀ ପଡିଥିବା ଠାବ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ର ଜେନାବିଲା ରେଞ୍ଜ ଅଧିନ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱ ରେ ଏହି ହାତୀ ମରି ପଡିଥିବାର…
ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ…
ବାରିପଦା(ନିରପେକ୍ଷ ଖବର)ତା-୯/ଡ଼ିସେମ୍ବର/୨୦୧୯- ଜଣେ ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ। ମୟୁରଭଞ୍ଜରେ ପୁଣି ଏକ ଲଜ୍ୟାଜନକ ଘଟଣା ଘଟିଛି।ନାବାଳକ ଜଣକ ନାବାଳିକା କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ…
ମୟୁରଭଞ୍ଜରେ ଫୁଟିଲା ଗୁଳି….
ବାରିପଦା:(ନିରପେକ୍ଷଖବର),୯/୧୨/୧୯:ଆଦିବାସୀ ବହୁଳ ଜିଲ୍ଲାରେ ଗୁଳିମାଡ଼। ଘଟଣାଟି ଆଶ୍ଚର୍ଯ୍ୟ ହେଲେ ବି ଏମିତି ଘଟଣା ଘଟିଛି ମୟୁରଭଞ୍ଜରେ। ଜିଲ୍ଲାରେ ଅନ୍ଧବିଶ୍ୱାସ ପିଛା ଛାଡିବାର ନାଁ ଧରୁନି। ଗୁଣି ଗାରେଡି ସନ୍ଦେହରେ କେତେବେଳେ ଗାଁରୁ ବାଛନ୍ଦ କରାଯାଉଛି ତ ପୁଣି କେତେବେଳେ ହତ୍ୟା…
ସ୍ୱଧାର ଗୃହରୁ ଦୁଇ ଅନ୍ତେବାସୀଙ୍କୁ ନେଇ ଚମ୍ପଟ ମାରୁଥିବା ଅଭିଯୁକ୍ତ ଗିରଫ ।
ବାରିପଦା(ନିରପେକ୍ଷ ଖବର)ତା-୯/ଡିସେମ୍ବର/୨୦୧୯: ସ୍ଥାନୀୟ ସ୍ବଧାର ଗୃହରୁ ୮ଦିନ ଧରି ନିଖୋଜ ଥିବା ଦୁଇ ଜଣ ଅନ୍ତେବାସୀଙ୍କୁ ଉଦ୍ଧାର କଲା ବାରିପଦା ଟାଉନ ଥାନା ପୁଲିସ। ଅଭିଯୁକ୍ତମାନେ ଅନ୍ତେବାସୀମାନଙ୍କୁ ନେଇ ରାସଗୋବିନ୍ଦପୁର ଦେଇ ପଶ୍ଚିମବଙ୍ଗ ନେଇଯାଉଥିବା ବେଳେ ପୁଲିସ ସେମାନଙ୍କୁ…
ମୟୁରଭଞ୍ଜରେ ମୁଣ୍ଡ ବିହୀନ ଛୁଆ..ଦେଖନ୍ତୁ ବିରଳ ଘଟଣା
ବାରିପଦା(ନିରପେକ୍ଷ ଖବର)ତା-୮/୧୨/୧୯: ବାଙ୍ଗିରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗାଈ ଏକା ଥରକେ ତିନୋଟି ଛୁଆ ଜନ୍ମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟେ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସବୁଠୁଁ ବଡ଼ ଆଶ୍ଚର୍ଯ୍ୟର…
ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର
ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କଲେସାଂସଦ ସରୋଜିନୀ...
ବାରିପଦା(ନିରପେକ୍ଷ ଖବର)ତା୭/୧୨/୨୦୧୯: ରାଜ୍ୟସଭାରେ ପ୍ରଥମ ଥର ପାଇଁ ଶୁଭିଲା ସାନ୍ତାଳୀ ଭାଷାର ସ୍ୱର। ସାନ୍ତାଳୀ ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଭାରତରତ୍ନ ଦେବାକୁ ଦାବି କେଲେ…
ମୟୁରଭଞ୍ଜିଆଙ୍କ ଦୁଃଖ କେବେ ସରିବ ?
*ଭଗବାନଙ୍କ ଭରଷାରେ ପିଆରଏମ୍ ମେଡିକାଲର ରୋଗୀ *
ହସ୍ପିଟାଲ କ୍ୟାଣ୍ଟିନର ମହିଳା କର୍ମଚାରୀଙ୍କ ହାତରେ ବନ୍ଧା ପଡିଛି ରୋଗୀଙ୍କ ଜୀବନ
ବାରିପଦା(ନିରପେକ୍ଷ ଖବର) ୦୬/୧୨/୧୯/ଡ଼ିସେମ୍ବର/୨୦୧୯-ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ହେବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳି…
ପିଆରଏମ ମେଡିକାଲ ପରିଦର୍ଶନରେ ଆସି ଆହାର କେନ୍ଦ୍ରରେ ଖାଇଲେ ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର..
ବାରିପଦା:(ନିରପେକ୍ଷ ଖବର)ତା-୫/୧୨/୧୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିବାକୁ ଆସି ଆହାର କେନ୍ଦ୍ରରେ ଡାଲମା,ଭାତ ଖାଇଲେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର। ଆଜି ଅଚାନକ ସେ ମେଡିକାଲ…
ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ….
ବାରିପଦା(ନିରପେକ୍ଷ ଖବର)ତା-୦୫/୧୨/୨୦୧୯-ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ।ପୁଣି ରାସ୍ତାରୁ ଟେକି ନେଇ ଜଙ୍ଗଲ ରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା । ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା…
ଗୁରୁ ଶବ୍ଦର କଳଙ୍କ……
ବାରିପଦା(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯-ଗୁରୁ ନାମକ ଶବ୍ଦରେ ପୁଣି ଲାଗିଲା କଳଙ୍କ।ସାରଙ୍କ ପାଖକୁ ଟିଉସନ ପଢିବାକୁ ଆସି ଅସଦାଚରଣ ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ। ଏଭଳି ଏକ ସଙ୍ଗୀନ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ସାମ୍ନାକୁ ଆସିଛି। ନାବାଳିକା…
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ।
ବାରିପଦା(ନିରପେକ୍ଷ ଖବର)ତା-୦୩/ଡ଼ିସେମ୍ବର/୨୦୧୯-ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀନିବାସ ଘଟିଥିବା ଅଧ୍ୟାପିକା ଆତ୍ମହତ୍ୟା ଘଟଣା।ଏହା ପ୍ରକୃତରେ ଆତ୍ମହତ୍ୟା କିମ୍ବା ଷଡଯନ୍ତ୍ର ଜନିତ ହତ୍ୟା ତାହାର ଗୁମର ଏବେ ଯାଏ ଖୋଲି ନଥିବା ବେଳେ ଆଜି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ଡ. ମିନତୀ…
ଦାବି ପୂରଣ ହେବା ଆଗରୁ ଧାରଣା ସ୍ଥଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ
ଭୁବନେଶ୍ୱର(ନିରପେକ୍ଷ ଖବର)ତା-୩/ଡ଼ିସେମ୍ବର/୨୦୧୯- ନିଜରହକ୍ ପାଇଁ ଲଢ଼େଇ କରୁ କରୁ ଚାଲିଗଲା ଜୀବନ। ଧାରଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।ମୃତାହତ ହେଇଥିବା ଶିକ୍ଷକ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲାର ନିରଞ୍ଜନ ବାରିକ୍। ରାଜ୍ୟରେ ଦୀର୍ଘ ଦିନ ହେବ ଶିକ୍ଷକମାନେ ବିଭିନ୍ନ ଆନ୍ଦୋଳନ…
ଡ଼ିଏମୟୁ ଟ୍ରେନ ରେ ଲାଗିଲା ନିଆଁ…..
ବାରିପଦା(ନିରପେକ୍ଷ ଖବର)-ତା-୩/ଡ଼ିସେମ୍ବର/୨୦୧୯-ବାଙ୍ଗିରିପୋଷିରୁ ବାଲେଶ୍ୱର ଅଭିମୁଖେ ଯିବାକୁ ଥିବା ଡ଼ିଏମୟୁ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଅପରାହ୍ନ ୧:୧୦ ରେ ଛାଡିବା ପରିବର୍ତ୍ତେ ବାଙ୍ଗିରିପୋଷିରେ ଅଟକି ରହିଛି। ଡ଼ିଏମୟୁ ଟ୍ରେନ ରେ ଯିବାକୁ ଥିବା ଯାତ୍ରୀମାନେ ଘଣ୍ଟା…
ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି…
ବାରିପଦା(ନିରପେକ୍ଷ ଖବର)ତା-୦୨/୧୧-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣାରେ ଗତକାଲି ତଦନ୍ତକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଝାରପୋଖରିଆ ଆଇ ଆଇ ସିଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି। ଗତ ଅକ୍ଟୋବର ୩୦ ତାରିଖରେ ଅଧ୍ୟାପିକା ଜଣଙ୍କ…
ଅଭିଯୋଗ କାର୍ଯ୍ୟକ୍ଷମ ନହବାରୁ ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ।
ବାରିପଦା(ନିରପେକ୍ଷ ଖବର)ତା-୧/ଡ଼ିସେମ୍ବର/୨୦୧୯-ଛାତ୍ରୀ ନିବାସ ରୁ ଅଧ୍ୟାପିକାଙ୍କ ଝୁଲନ୍ତା ଅବସ୍ଥା ରେ ମୃତ ଦେହ ଉଦ୍ଧାର ହେବାପରେ କାର୍ଯ୍ୟାନୁଷ୍ଠାନ। ଝାରପୋଖରିଆ IIC ଶରତ ମହାଳିକଙ୍କୁ SP ଅଫିସକୁ ବଦଳି ସହିତ କେସର ତଦନ୍ତକାରି ଅଫିସର ପ୍ରଶାନ୍ତ ସ୍ବାଇଁକୁ ସସପେଣ୍ଡ କଲେ ଜିଲ୍ଲା…
ମୟୂରଭଞ୍ଜ ପ୍ରେସକ୍ଲବର ପୁର୍ନଗଠନ ଓ ନୂତନ କର୍ମକର୍ତ୍ତା ଚୟନ।
ବାରିପଦା (ନିରପେକ୍ଷ ଖବର) ତା ୨୯/୧୧/୨୦୧୯- ଆଜି ମୟୂରଭଞ୍ଜ ପ୍ରେସକ୍ଲବର ଏକ ବୈଠକ ବାରିପଦା ଷ୍ଟାଡିୟମ ସଭାଗୃହରେ କ୍ଲବର ସମ୍ପାଦକ ସତ୍ୟଜିତ ସୋମଙ୍କ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଛପା ଓ ବୈଦ୍ୟୁତିକ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି ମାନେ ଯୋଗଦେଇ ପୂର୍ବରୁ ଗଠିତ ହୋଇ…
