ଶ୍ରୀକ୍ଷେତ୍ର ପୁରୀ ଠାରେ ପୋଲିସ କ୍ୱାଟରରେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି…
ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୪/୧୨: ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ସଂଗୀନ ହୋଇପଡିଛି । ପ୍ରତିଦିନ ଗଣଦୁଷ୍କର୍ମ, ନାରୀ ନିର୍ଯ୍ୟାତନା, ଘରୋଇ ହିଂସା ,ଯୋୖନ ନିର୍ଯ୍ୟାତନା ଆଦି ଖବର ବିଭିନ୍ନ ଗଣମାଧ୍ୟମରେ ପକାଶ ପାଉଛି । ଏହା ପରେ ବି ରାଜ୍ୟସରକାର ମହିଳା ସୁରକ୍ଷା ଦିଗରେ…