[pj-news-ticker]
Monthly Archives

September 2019

ଆରଟିଓ ଅଫିସ୍‌ରୁ ୬, ମେଡିକାଲରୁ ୩ ଜଣ ଦଲାଲଙ୍କୁ ଗିରଫ କଲା ବାରିପଦା ଟାଉନ ଥାନା ପୁଲିସ

ବାରିପଦା, (ନିରପେକ୍ଷ ଖବର):୨୮/୦୯  ଲୋକମାନଙ୍କର ସରକାର “ମୋ ସରକାର'’ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ତତ୍ପର ହୋଇଉଠିଛି। ମୟୁରଭଞ୍ଜ ଜିଲ୍ଲାରେ ମୋ ସରକାର’ ଯୋଜନାକୁ ଲୋକଙ୍କ ପାଖରେ ପହଚାଇବାକୁ ଜିଲ୍ଳା ପ୍ରଶାସନ ଅଣ୍ଟା ଭିଡ଼ିଛି । ବିଭିନ୍ନ ସରକାରୀ…

ଘରୋଇ ଶିକ୍ଷାନୁଷ୍ଠାନରେ ବନ୍ଧା ପଡିଛି ଛାତ୍ରଛାତ୍ରୀଙ୍କ ଜୀବନ

*ଅବ୍ୟବସ୍ଥାରେ ଚାଲିଛି ମୟୁରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନ.... ଅଗ୍ନିଶମ ବିଭାଗରୁ ୧୫ଦିନ ଭିତରେ ଏନଓସି ନ ଆଣିଲେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଅଧିକାରୀ... ବାରିପଦା,(ନିରପେକ୍ଷ ଖବର),୨୧/୯: ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ…

ଜାତୀୟ କଲର୍ସ ଚ୍ୟାନେଲ ର ଡ୍ୟାନ୍ସ ଦିୱାନେ ୨ ପ୍ରତିଯୋଗିତାରେ ଓଡ଼ିଆ ପୁଅର ଜଲୱା

ବାରିପଦା,୧୮/ସେପ୍ଟେମ୍ବର/୨୦୧୯(ନିରପେକ୍ଷ ଖବର): ଜାତୀୟ କଲର୍ସ ଚ୍ୟାନେଲର ଡ୍ୟାନ୍ସ ଦିୱାନେ-୨ ପ୍ରତିଯୋଗିତାରେ ଓଡ଼ିଶା ତଥା ବାରିପଦାର ଏକ ମାତ୍ର କୁନି ଡ୍ୟାନ୍ସର ଭାବେ ୧୦ ବର୍ଷର ବାଳକ ଓମ ଶୁଭମ ମହାପାତ୍ର ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି…

ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ ମନ୍ତ୍ରୀ ସୁଦାମ ମାରାଣ୍ଡି…

ବାରିପଦା,ନିରପେକ୍ଷ ଖବର: ୧୨/୦୯/୨୦୧୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧୀନସ୍ଥ ରାଜସ୍ୱ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଛନ୍ତି। ପରିଦର୍ଶନ ଅବସରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ…

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ସମୀକ୍ଷ ବୈଠକରେ ଅଧକ୍ଷତା କଲେ ଆଇନ ମନ୍ତ୍ରୀ…

ବାରିପଦା,(ନିରପେକ୍ଷ ଖବର),୧୧/୦୯: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦର ଶ୍ରୀଶ୍ରୀ ହରିବଳଦେଵ ଜିଉ ବିଜେ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏକ ସମୀକ୍ଷ ବୈଠକରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରୀ ମାନ୍ୟବର ପ୍ରତାପ ଜେନା ଯୋଗଦେଇ…

ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ

ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ…

ମୟୁରଭଞ୍ଜବାସୀଙ୍କୁ କ୍ଷମା ମାଗିଲେ ମନ୍ତ୍ରୀ ଅରୁଣ ସାହୁ

ବାରିପଦା,(ନିରପେକ୍ଷ ଖବର) (ବିଶ୍ୱଜିତ ଭୂୟାଁ)-୭/୦୯/୨୦୧୯: ମୟୂରଭଞ୍ଜ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେଲେ ଦୁଇ ପୂର୍ବତନ ପର୍ଯ୍ୟବେକ୍ଷ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ଅରୁଣ ସାହୁ ଓ ନବ ନିଯୁକ୍ତ ପ୍ରଣବ ପ୍ରକାଶ ଦାସ ଓରଫ ବବି। ଯାହାକୁ ନେଇ ଜିଲ୍ଲାରେ…

ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ

ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି…

ମାସା ଆର୍ମି ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାମିଲ ହେଲା ସାନ୍ତାଳୀ ସାହିତ୍ୟ

ବାରିପଦା(ନିରପେକ୍ଷ ଖବର)ତା-୫/ସେପ୍ଟେମ୍ବର/୨୦୧୯: ସ୍ଥାନୀୟ ନଳଗଜାସ୍ଥିତ ଉପେନ୍ଦ୍ରନାଥ ମହାବିଦ୍ୟାଳୟ ସମେତ ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ସାହିତ୍ୟକୁ ଯୁକ୍ତ ତିନି ପାଠ୍ୟକ୍ରମ ସିଲାବସରେ ସାମିଲ୍ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ…

ଦୁନିଆକୁ ଜାଣିବା ପୂର୍ବରୁ ଲିଭିଗଲା ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ

ବାରିପଦା(ନିରପେକ୍ଷ ଖବର)ତା-୩/ସେପ୍ଟେମ୍ବର/୨୦୧୯- ଦୁନିଆ ବିଷୟରେ ଜାଣିବା ପୂର୍ବରୁ ଦୁଇ କୋମଳମତି ଶିଶୁଙ୍କ ଜୀବନ ଦୀପ ଲିଭିଗଲା। ବାପା ଓ ମାଆ ଡାକ ଶୁଣିବା ପୂର୍ବରୁ ସନ୍ତାନହରା ହୋଇଗଲେ ପିତାମାତା। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଏଭଳି ଶୋକକୁଳ ପରିବେଶ…

ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ…