Uncategorized ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ…. Biswajit bhuyan/Baripada Dec 5, 2019 0 ବାରିପଦା(ନିରପେକ୍ଷ ଖବର)ତା-୦୫/୧୨/୨୦୧୯-ମୟୁରଭଞ୍ଜ ର ପିଛା ଛାଡ଼ୁନି ଦୁଷ୍କର୍ମର କଳଙ୍କ।ପୁଣି ରାସ୍ତାରୁ ଟେକି ନେଇ ଜଙ୍ଗଲ ରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା । ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ । ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା… Read More...
Uncategorized ପିଆରଏମ୍ ହସ୍ପିଟାଲରେ ପୁଣି ଚିକିତ୍ସା ଅଭାବରୁ ରୋଗୀ ମୃତ Biswajit bhuyan/Baripada Nov 29, 2019 0 ବାରିପଦା(ନିରପେକ୍ଷ ଖବର): ତା-୨୯/୧୧/୨୦୧୯: ଚିକିତ୍ସା ଅଭାବରୁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ରେ ପୁଣି ରୋଗୀ ମୃତ୍ୟୁ। ଡାକ୍ତରଙ୍କ ବିରୁଦ୍ଧରେ ଏମିତି ସଙ୍ଗିନ ଅଭିଯୋଗ ଆଣିଲେ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ। ମୃତ ଶବକୁ ମେଡିକାଲ ର ମୁଖ୍ୟ ଫାଟକ ସମ୍ମୁଖରେ ରଖି ଧାରଣାରେ… Read More...
Uncategorized ବିଜେପିରେ ସାମିଲ ହେଲେ ପାଟଣାଗଡର ପ୍ରମୁଖ ବିଜେଡି ନେତୃବୃନ୍ଦ…. Biswajit bhuyan/Baripada Nov 21, 2019 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧/୧୧: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାନସଭାର ବିଜେଡି ଦଳର ପ୍ରମୁଖ ନେତୃବୃନ୍ଦମାନେ ଆଜି ବିଜେପିରେ ଯୋଗ ଦେଇଛନ୍ତି ।ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ରଙ୍କ… Read More...
Uncategorized ବୁଢା ବୟସରେ ରାସଲୀଳା କରିବାକୁ ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ବାବୁ Biswajit bhuyan/Baripada Sep 8, 2019 0 ବାରିପଦା(ନିରପେକ୍ଷ ଖବର)ତା-୮/ସେପ୍ଟେମ୍ବର/୨୦୧୯-ବୁଢା ବୟସରେ ରାସଲୀଳା କରିବାକୁ ମନ ବଳାଇ ଜଣେ ଚତୁର୍ଥ ଶ୍ରେଣୀର ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅକୁ ସେ ଦିବା ଆଲୋକରେ ଏକୁଟିଆ ପାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ୫୮ବର୍ଷୀୟ ଚତୁର୍ଥ… Read More...
Uncategorized ଜଣେ ମହିଳାଙ୍କୁ ବିଭର୍ସ ଭାବେ ହତ୍ୟା କରାଯାଇ ମୁଣ୍ଡ ଗଣ୍ଡି ଅଲଗା କଲେ ଦୁର୍ବୁର୍ତ୍ତ Biswajit bhuyan/Baripada Sep 7, 2019 0 ବାରିପଦା,(ନିରପେକ୍ଷ ଖବର)ତା-୭/ସେପ୍ଟେମ୍ବର/୨୦୧୯- ଗୁଣିଗାଡେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରି ତାର ମୁଣ୍ଡ ଗଣ୍ଡି ଅଲଗା କରିଦିଆଯାଇଛି। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଏଭଳି ଲୋମଟାଙ୍କରା ହତ୍ୟାକାଣ୍ଡ ଘଟିଛି। ସୂଚନା ମୁତାବକ ଗତକାଲି… Read More...
Uncategorized ଯୁବକକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ Biswajit bhuyan/Baripada Sep 1, 2019 0 ବାରିପଦା,(ନିରପେକ୍ଷ ଖବର)୧/୯: ଜଣେ ଯୁବକୁ ମଦ ପିଇବାକୁ ଡାକିନେଇ ତାର ସାଙ୍ଗମାନେ ପଥରରେ ଛେଚି ଛେଚି ହତ୍ୟା କରିଥିବା ଅଭିଯୋଗ ଆଣିଲେ ମୂର୍ତ ଯୁବକର ଭାଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ସୋରଶଳ ଗାଁରେ ଶନିବାର ଦିନ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ… Read More...
Uncategorized ଦାଇତ୍ୱହୀନ ଥାନାଧିକାରୀ ହେଲେ ନିଲମ୍ବିତ Biswajit bhuyan/Baripada Aug 31, 2019 0 ବାରିପଦା,(ନିରପେକ୍ଷ ଖବର) ୩୧।୮: କଥାରେ ଅଛି ଜଣେ ଦୋଷୀ ବରଂ ଛାଡ଼ ପାଇଯାଉ, କିନ୍ତୁ ଜଣେ ନିର୍ଦୋଷ ଦଣ୍ଡିତ ନ ହେଉ। ହେଲେ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅଧୀନରେ ଗୋଟିଏ ନିର୍ଦୋଷ ପରିବାରକୁ ଦଣ୍ଡିତ କରାଯାଇଥିଲା।ଯାହାକୁ ନେଇ ମୟୁରଭଞ୍ଜ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ଚହଳ… Read More...
Uncategorized ପୁଣି ଏକ ଲୋମହର୍ଷକାରୀ ଘଟଣା ସାମ୍ନାକୁ ଆସିଲା…… Biswajit bhuyan/Baripada Aug 10, 2019 0 ବାରିପଦା(ନିରପେକ୍ଷ ଖବର)ତା-୧୦/ଅଗଷ୍ଟ/୨୦୧୯-ଆଦିବାସୀ ଅଧୁସିତ ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ଲୋମହର୍ଷକାରୀ ଓ ଲଜ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ କଲେଜ ପଢୁଆ ଝିଅର ଲଗ୍ନ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମଣିଷରୂପୀ ରାକ୍ଷସଙ୍କ କବଳରେ ଶିକାର ହେଲେ ଏହି କଲେଜ ପଢ଼ୁଆ ନାବାଳିକା… Read More...
Uncategorized ଚୋରା ଚାଲାଣ ହେଉଥିବା କାଠ ବୋଝେଇ ପିକଅପକୁ ଜବତ କଲା ପୁଲିସ୍…. Biswajit bhuyan/Baripada Aug 1, 2019 0 ବାରିପଦା(ନିରପେକ୍ଷ ଖବର)ତା-୧/ଅଗଷ୍ଟ/୨୦୧୯-ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଥାନା ପୋଲିସ୍ କୁ ମିଳିଛି ଏକ ବଡ ସଫଳତା । ଗୁରୁବାର ସକାଳୁ ପୋଲିସ୍ ପେଟ୍ରୋଲିଂ କରୁଥିବାବେଳେ ମୂଲ୍ୟବାନ କାଠ ସହ ଏକ ପିକଅପ ଭ୍ୟାନ ଓ ଗୋଟିଏ ଇଣ୍ଡିଗୋ କାର ଏବଂ ୫ ଜଣକୁ ସନ୍ଦେହରେ ଅଟକ ରଖିଛି… Read More...
Uncategorized ପ୍ରଶାସନିକ ଅଧିକାରୀ ନାଁରେ ଠକେଇ କରୁଥିବା ଠକକୁ ଦଣ୍ଡିତ କଲେ କୋର୍ଟ… Biswajit bhuyan/Baripada Jul 31, 2019 0 ବାରିପଦା(ନିରପେକ୍ଷ ଖବର)ତା-୩୧/ଜୁଲାଇ/୨୦୧୯- ନକଲି ସରକାରୀ ଅଧିକାରୀ ବୋଲି ନିଜର ପରିଚୟ ଦେଇ ଲୋକଙ୍କୁ ଠକି ଚାଲୁଥିବା ଜଣେ ବ୍ୟକ୍ତିକୁ ମୟୁରଭଞ୍ଜ ଜିଲ୍ଲା ସ୍ପେଶାଲ ଦୌରା ଜର୍ଜ ସୁମିତା ଆଚାର୍ଯ୍ୟ ଦଣ୍ଡିତ କରିଛନ୍ତି। ବୁଧବାର ମାନ୍ୟବର କୋର୍ଟ ଦୋଷୀକୁ ୬ବର୍ଷ ଜେଲଦଣ୍ଡ ସହ ୧୦୦୦୦ ଟଙ୍କା… Read More...
Uncategorized ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ…. Biswajit bhuyan/Baripada Jul 30, 2019 0 ବାରିପଦା(ନିରପେକ୍ଷ ଖବର)ତା-୩୦/ଜୁଲାଇ/୨୦୧୯- ଲାଞ୍ଚ ମାଗିବା ମହଙ୍ଗା ପଡିଲା। ଦଣ୍ଡିତ ହେଲେ ଲାଞ୍ଚୁଆ ସରକାରୀ ଅଧିକାରୀ। ୨୦୧୨ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ବାରିପଦା ଭିଜିଲାନ୍ସ କୋର୍ଟର ସ୍ପେଶାଲ ଜର୍ଜ ବେଣୁଧର ପାତ୍ର ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ମୟୁରଭଞ୍ଜ… Read More...
Uncategorized ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର.. Biswajit bhuyan/Baripada Jul 25, 2019 0 ବାରିପଦା(ନିରପେକ୍ଷ ଖବର)ତା-୨୫/ଜୁଲାଇ/୨୦୧୯: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ ଏକ ଝୁଲନ୍ତା ଅବସ୍ଥାରେ ମୃତ୍ୟଦେହ ଉଦ୍ଧାର ହୋଇଛି। ଏପରି ଏକ ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ନାଗଭାଣ ଗ୍ରାମରେ। ମୃତକ ଜଣକ ହେଲେ ସେହି… Read More...
Uncategorized ଦୁର୍ଘଟଣା ସ୍ଥାନରେ ୧୦୮ ଆମ୍ବୁଲାନସ୍ ପହଁଚି ପାରିଲାନି.. Biswajit bhuyan/Baripada Jul 22, 2019 0 ବାରିପଦା: ନିରପେକ୍ଷ ଖବର ୨୨/୦୭/୨୦୧୯: ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ଥାନା ଅନ୍ତର୍ଗତ ଧାଙ୍ଗୁଡିଶୋଳ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ଏକ ସଡକ ଦୂର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସାରସକଣାର ଖେକରା ଧଳ ନିଜ ବମ୍ବେଛକରୁ ବାରିପଦା ପଟେ ଯାଉଥିବା ସମୟରେ ଧାଙ୍ଗୁଡିଶୋଳ ଛକ ନିକଟରେ… Read More...
Uncategorized ଆତଙ୍କର ଆଡ୍ଡାସ୍ଥଳ ପାଲଟିଛି ସହିଦ ନଗର…. Mahanagar Jul 18, 2019 0 ଭୁବନେଶ୍ୱର, ନିରପେକ୍ଷ ଖବର:୧୯/୦୭/୧୯: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସମ୍ବ୍ରାନ୍ତ ଅଞ୍ଚଳ କୁହାଯାଉଥିବା ଶହୀଦ ନଗର ଏବେ ଅସୁରକ୍ଷିତ ହୋଇପଡିଛି। ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏଠାରେ ଦିନ ଦ୍ୱିପହରେ ଲୁଟତରାଜ ମଧ୍ୟ ଚାଲୁଛି। କାହା ପାଖରୁ ବନ୍ଧୁକ ଦେଖାଇ ଲୁଟେରାମାନେ… Read More...
Uncategorized ପାଟକୁରାରେ ପୁଲିସର ବର୍ବର କାଣ୍ଡ…. Biswajit bhuyan/Baripada Jul 18, 2019 0 ବାରିପଦା, ନିରପେକ୍ଷ ଖବର(୧୮/ଜୁଲାଇ/୨୦୧୯)-କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର ବିରୋଧରେ ମୟୁରଭଞ୍ଜର ସାମ୍ବାଦିକମାନେ ମିଳିତ ହୋଇ ଜିଲ୍ଲାପାଳଙ୍କ ଅଫିସ ସମ୍ବୁଖରେ ପ୍ରତିବାଦ ସଭା କରିଛନ୍ତି।ପାଟକୁରାରେ ପୁଲିସର ବର୍ବର… Read More...
Uncategorized ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ……. Biswajit bhuyan/Baripada Jul 18, 2019 0 ବାରିପଦା,ନିରପେକ୍ଷ ଖବର:(୧୮/ଜୁଲାଇ/୨୦୧୯) ଭିଜିଲାନ୍ସ ଜାଲରେ ପଡିଲେ ମୟୁରଭଞ୍ଜ ଜିଲ୍ଲାର ସହକାରୀ ଯନ୍ତ୍ରୀ। ବାରିପଦାସ୍ଥିତ ଖୁଦ୍ରଜଳସେଚନ ବିଭାଗରେ କାର୍ଯ୍ୟରତ ଥିବା ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ ହୃଦେଶ୍ୱର ବେହେରା ବାରିପଦାରେ ଥିବା ତାଙ୍କ ନିଜ ଘର, ଭୁବନେଶ୍ୱରରେ ଥିବା ଫ୍ଲାଟ… Read More...
Uncategorized ହୋଟେଲରେ ଜଣେ ଯୁବକର ସନ୍ଧେହ ଜନକ ମୃତ୍ୟୁ Biswajit bhuyan/Baripada Jul 16, 2019 0 ବାରିପଦା,ନିରପେକ୍ଷ ଖବର:୧୬/ଜୁଲାଇ ୨୦୧୯(ମଙ୍ଗଳବାର)- ସ୍ଥାନୀୟ ଏକ ହୋଟେଲରୁ ଜଣେ ଯୁବକର ସନ୍ଧେହ ଜନକ ଭାବେ ମୃତ ଦେହ ଉଦ୍ଧାର ହୋଇଛି। ବାରିପଦା ଟାଉନ ଥାନା ପୁଲିସ୍ ଏହି ମୃତ ଦେହକୁ ଉଦ୍ଧାର କରିଛି। ମଙ୍ଗଳବାର ଅପରାହ୍ନ 2ଟା ସମୟରେ ବାରିପଦା ସହର ମଧ୍ୟ ଭାଗରେ ଥିବା ଅପର୍ଣ୍ଣା ହୋଟେଲରୁ ଏକ… Read More...
Uncategorized ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ Biswajit bhuyan/Baripada Jul 16, 2019 0 ବାରିପଦା, ନିରପେକ୍ଷତା ଖବର:୧୬/ଜୁଲାଇ/୨୦୧୯( ସୋମବାର): ଡ଼ମ୍ପର ଧକ୍କାରେ ଚାଲିଗଲା ଦୁଇ ଜୀବନ। ଏବେବି ତିନି ଗୁରୁତର ହସ୍ପିଟାଲରେ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି। ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥ ଆଗରିଆ ହନୁମାନ ମନ୍ଦିର ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା… Read More...
Uncategorized ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର…. Alok Lenka Jul 14, 2019 0 ପୁରୀ, ନିରପେକ୍ଷ ଖବର: ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ପଟନାୟକ ଛକରେ ତ୍ରିପଲ ମର୍ଡର। ମୃତକ ମାନେ ସତ୍ୟବାଦୀ ବିରାମଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଜୟ ବେହେରାଙ୍କ ଭାଇ ଓ ପୁତୁରା। ଆଜି ସନ୍ଧ୍ୟା ୫ଟାରେ ଦୁର୍ବୁର୍ତ ମାନେ ଆକ୍ରମଣ କରିଥିଲେ ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁ।… Read More...
Uncategorized ଟ୍ରେନ ଲାଇନରେ ଶୋଇଥିବା ବେଳେ ଟ୍ରେନ ଚଢ଼ିଗଲା…. Biswajit bhuyan/Baripada Jul 10, 2019 0 ବାରିପଦା, ନିରପେକ୍ଷ ଖବର:ଟ୍ରେନ ଲାଇନରେ ଶୋଇଥିବା ବେଳେ ଚଢ଼ିଗଲା ଟ୍ରେନ। ଫଳରେ ଜଣେ ଲୋକକୁ ଦୁଇଟି ଗୋଡ଼ ହରାଇବାକୁ ପଡିଛି। ଭଂଜପୁର ଷ୍ଟେସନରୁ ବାଲେଶ୍ବର ଏକ ପାସେଞ୍ଜର ଟ୍ରେନ ଯାଉଥିବା ବେଳେ ବାଘଡା ରୋଡ଼ ମଝିରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ ଡ୍ରାଇଭର ଆଖୀ ସାମ୍ନାରେ ଏହି ଦୁର୍ଘଟଣା… Read More...