Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ସ୍ୱାସ୍ଥ୍ୟସେବାର ନଗ୍ନ ଚରିତ୍ର, ଉପହାସ ପାଲଟିଛି 5T

ରୋଗୀଙ୍କୁ ଦିଆଯାଉଛି ଏକ୍ସପାରି ସାଲାଇନ.....

0
Advertising:

ବାରିପଦା(ନିରପେକ୍ଷ ଖବର)ତା-୧୬/ଡ଼ିସେମ୍ବର/୨୦୧୯- ପୁଣି ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ସରକାରଙ୍କର 5T ଯୋଜନା ଏଠି ଉପହାସ ପାଲଟିଛି। ଏକ୍ସପାରି ସାଲାଇନରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ଜଣେ ରୋଗୀକୁ ଏକ୍ସପାରି ସାଲାଇନ ଦେଇ ଡାକ୍ତର ହଟହଟା ହେବା ଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ମେଡିକାଲରେ ଦେଖିବାକୁ ମିଳିଛି। କପ୍ତିପଦା ଦୁନ୍ଦରିଆ ଗାଁରେ ନରେନ୍ଦ୍ର ନାଥ ମହାନ୍ତି ଦେହ ଅସୁସ୍ଥ ହେବାରୁ କପ୍ତିପଦା ଉଦଳା ଉପଖଣ୍ଡରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତାଙ୍କୁ ଦେଉଥିବା ସାଲାଇନଟି ଅକ୍ଟୋବର ମାସର ବୋଲି ପୁଅ ଜାଣିବା ପରେ ମେଡିକାଲରେ ଉତେଜେନା ପ୍ରକାଶ ପାଇଥିଲା । ସାଲାଇନ ଏକ୍ସପାରି ହେବାପରେ ଡାକ୍ତର କେମିତି ଜଣେ ରୋଗୀଙ୍କୁ ସେହି ସାଲାଇନ ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପ୍ରଘଟିତ ହେବାପରେ ପୋଲିସ ପହଂଚି ଡାକ୍ତର ଉମାକାନ୍ତ ବାସ୍କେକୁ ପଚାରା କରୁଥିବା ଜଣାପଡିଛି। ସେପଟେ ବାରିପଦା ବଡ଼ମେଡିକାଲରେ ଡ଼ାକ୍ତରଙ୍କ ଅବହେଳାପରେ ପୁଣି କପ୍ତିପଦା ଅଂଚଳରେ ଏହି ଘଟଣା ଦିନକୁ ଦିନ ଡାକ୍ତର ଙ୍କ ଉପରେ ରୋଗୀ ବିଶ୍ୱାସ ହରାଉଛନ୍ତି । ତେବେ ପ୍ରଶ୍ନ ଉଠୁଛି ସଲାଇନ ସମ୍ପର୍କରେ ଚେକ କରାଯାଇ ନ ଥିଲା କଣ ପାଇଁ । ସଂପୃକ୍ତ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Mo sapath

Leave A Reply

Your email address will not be published.