Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଓଡ଼ିଶାରେ ପୁଣି ଆଉ ଜଣେ କରୋନା ପଜେଟିଭି….

0

ଭୁବନେଶ୍ୱର, ନିରପେକ୍ଷ ଖବର:୨୬/୩: ପୁଣି ଆଉ ଜଣେ କରୋନା ପଜେଟିଭି ରୋଗୀ ଓଡ଼ିଶାରେ ବାହିରିଛିନ୍ତି। ପୂର୍ବରୁ ୨ଜଣ ରୋଗୀଙ୍କୁ କରୋନା ପଜେଟିଭି ଚିହ୍ନଟ କରାଯାଇ ଥିବାବେଳେ ଆଜି ରାତି ପ୍ରାୟ ୯ଟା ସମୟରେ ଏହା ତିନି କୁ ବୃଦ୍ଧି ପାଇଛି। କରୋନା ଭାଇରସର ଭୟାବହତାକୁ ଲକ୍ଷ କରି କେନ୍ଦ୍ର ସରକାର ମାର୍ଚ୍ଚ ୨୫ ତାରିଖରୁ ଏପ୍ରିଲ ୧୪ପର୍ଯ୍ୟନ୍ତ ସମଗ୍ର ଭାରତକୁ ଲକ ଡାଉନ ରଖିଛନ୍ତି। ଏଭଳି ସମୟରେ ରାଜଧାନୀରେ ପୁଣି ଜଣେ ପଜେଟିଭି ରୋଗୀ ଜଣାପଡିଛି ବୋଲି ଭୁବନେଶ୍ୱରର ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆକ୍ରାନ୍ତଙ୍କ ବୟସ ୬୦ ବର୍ଷର ହୋଇଛି। କରୋନା ଏକ ମହାମାରୀର ରୂପ ନେବାକୁ ଆଶଙ୍କା କରାଯାଉଥିବା ଲକ୍ଷ୍ୟ କରି ସମଗ୍ର ଜନସାଧାରଣଙ୍କୁ ଏନେଇ ସଚେତନ କରାଯାଉଛି। ତଥାପି ସରକାରଙ୍କ କଟକଣାକୁ ବେଖାତିର କରି ଲୋକେ ବାହାରେ ବୁଲାବୁଲି କରିବାକୁ ବି ପଛାଉ ନାହାନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ବାହାରେ ମିଳାମିଶା ନ କରି ସମସ୍ତେ ଘର ଭିତରେ ରହିବାକୁ ବାରମ୍ବାର ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

Mo sapath

Leave A Reply

Your email address will not be published.