[pj-news-ticker]

ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ସୁଭାରମ୍ଭ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୧୧/୦୭ ପବିତ୍ର ରଥଯାତ୍ରା ଉପଲକ୍ଷେ ଗରିବ ଶ୍ରେଣୀର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକ୍ତର ପ୍ରେମାନନ୍ଦଙ୍କ ଦ୍ୱାରା ଲାପୋରସ୍କୋପି ସର୍ଜରୀ ମେଳାର ଆରମ୍ଭ କରାଯାଇଛି, ଯେଉଁ ମାନଙ୍କର ପିତ ସ୍ଥଳୀରେ ପଥର ଅଛି (ହୋଇଛି) , ସେମାନଙ୍କର ସ୍ୱଳ୍ପ ଖର୍ଚ୍ଚରେ ଲାପୋରସ୍କୋପି ଦ୍ୱାରା ଉନ୍ନତମାନର ସର୍ଜରୀ କରାଯିବାର ସୁବିଧା ଅଛି।ଯେଉଁ ମାନେ ଏହି ରୋଗରେ ପୀଡିତ ସେମାନେ ଏହି ନମ୍ୱର ୮୯୮୪୪୦୭୨୮୧ (8984407281) କୁ କଲ କରି ଯୋଗାଯୋଗ କରିପାରିବେ।
ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ଦିନ ପୂର୍ବରୁ ପେଟ ରୋଗ ଓ ଲାପୋରସ୍କୋପି ସର୍ଜନ ଡାକ୍ତର ପ୍ରେମାନନ୍ଦ ପଟନାୟକଙ୍କୁ ଆନ୍ତର୍ଜାତୀୟ ସଂସ୍ଥା ବିଜିନେସ୍ ସଲ୍ୟୁସନ୍ ପକ୍ଷରୁ ” ଗୋଲାଡେନ୍ ଏମ୍ ” ଆୱାର୍ଡରେ ସନମାନ କରିଛି।ଡାକ୍ତର ପ୍ରେମାନନ୍ଦ ପଟନାୟକ ହାଇଟେକ ମେଡ଼ିକାଲ କଲେଜର ଗ୍ୟାଷ୍ଟୋସାଇନ୍ସ ବିଭାଗର ନିର୍ଦେଶକ ଓ ବିଭାଗ ମୁଖ୍ୟ କାର୍ଯ୍ୟରତ ଅଛନ୍ତି।

Leave A Reply

Your email address will not be published.