Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ମାନବ ସେବା ହିଁ ମାଧବ ସେବା

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୧/୦୭/୨୦ ଆଜି ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ ତରଫରୁ ପଲ୍ଲୀ ଉନ୍ନୟନ ସେବା ସମିତି ରେ ଏ.ଓ. ଟି.ଏସ୍.ଓ ଛାତ୍ର ସଂଘ ର ଆବାହକ ଇଂ ରଶ୍ମିରଞ୍ଜନ ଦାସ ଙ୍କ ତତ୍ତ୍ଵାବଧାନରେ ସଙ୍ଗଠନର ସମସ୍ତ ସଦସ୍ୟ ଅନାଥାଶ୍ରମରେ ଥିବା ଅନ୍ତବାସୀ ଙ୍କୁ ମିଷ୍ଟାନ୍ନ, ବିସ୍କୁଟ, ମାସ୍କ୍, ସାନିଟାଇଜର , ନାପକିନ୍,ପାଠ୍ୟଉପକରଣ ପ୍ରମୁଖ ସାମଗ୍ରୀ ବଣ୍ଟନ କରିବା ସହିତ ପିଲାଙ୍କ ସହ ବିଶେଷ ମୁହୂର୍ତ୍ତ ବିତାଇଥିଲେ । ପିଲାଙ୍କୁ ବିଶ୍ୱରେ ଉଭା ହୋଇଥିବା କୋରନା ଭଲି ମହାମାରୀ ବିଷୟରେ ପିଲାଙ୍କୁ ସଚେତନ କରାଇବା ସହିତ ସାମାଜିକ ଦୂରତା ରକ୍ଷା ଦିଗରେ ମଧ୍ୟ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ଲାନେଟ୍ ଡେଭଲୋପମେଣ୍ଟ ଫାଉଣ୍ଡେସନ ସହଯୋଗରେ ଅଲ୍ ଓଡିଶା ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଅର୍ଗାନାଇଯେସନ (ଏ.ଓ. ଟି.ଏସ୍.ଓ) ଛାତ୍ର ସଂଗଠନର ଉପଦେଷ୍ଟା ଦୀପକ୍ କୁମାର ସାହୁ, ସୌମ୍ୟ ସାର୍ଥକ ରାୟ, ସହ ଉପଦେଷ୍ଟା ମୋହୀକ୍ଷିତା ମିଶ୍ର,ପ୍ରତିଷ୍ଠାତା ସଭ୍ୟ ପିନାକୀ ଦାସ,ଛାତ୍ରସଂଘ ର ପୂର୍ବତନ ସଭାପତି ଦିପ୍ତେନ୍ଦୁ ଚୌଧୁରୀ ରାଜେଶ୍ କୁମାର ନାୟକ,ପୂର୍ବତନ ସାଧାରଣ ସମ୍ପାଦକ ଦେବାଶିଷ ଦାସ, ପୂର୍ବତନ ଉପସଭାପତି ରାଜୀବ ଲୋଚନ ମହାନ୍ତି,ଜୋନାଲି କୋବି ,ଆଦିତ୍ୟ ଚୈତନ୍ୟ ସାମଲ ଓ ଛାତ୍ର ନେତା ଆଲୋକ ପ୍ରଧାନ ,ସନ୍ଦୀପ ସ୍ୱାଇଁ ,ଜ୍ୟୋତିରଂଜନ ପାଲ, ଜିଜ୍ଞାଶୁ ସାହୁ, ଆନନ୍ଦ ଦିବ୍ୟଜ୍ୟୋତି ଧଳ ,ଆଶିଷ ଜେନା, ଅଶ୍ମିଁନ୍ ଆନନ୍ଦ,ସୁଧାଂଶୁ ରଞ୍ଜନ ସାହୁ,ପ୍ରିତମ କୁମାର ସାହୁ,ଦେବାଶିଷ ମହାନ୍ତି,ଅନିଶା ପ୍ରିୟଦର୍ଶିନୀ ପ୍ରଧାନ ,ସାରତି ଦାସ,ସତ୍ୟରଞ୍ଜନ ଜେନା,ରଞ୍ଜନ ସେଠୀ ପ୍ରମୁଖ ସହୋଯୋଗ କରିଥିଲେ।

Mo sapath

Leave A Reply

Your email address will not be published.