ଭୁବନେଶ୍ଵର, ନିରପେକ୍ଷ ଖବର: ତା ୧୫/୦୨ ଏସିଆନ୍ ଆଫ୍ରିକାନ୍ ଚାମ୍ବର ମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ) ଓଡିଶା ଚାପ୍ଟରର ଆନ୍ତର୍ଜାତୀୟ ଭାବେ ଯୋଗ ଦେଇ ଏହାର ବ୍ୟବସା ସମ୍ମିଳନୀ ଏବଂ ଏକ୍ସପେ ଏକ୍ସପୋ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ ବାଟିକା ଠାରେ ଅନୁଷ୍ଠିତ ହୋଇଯାଇଅଛି । ତୃତୀୟ ଦିନ/ ଶେଷ ଦିନରେ ମୁଖ୍ୟ ଅତିଥି ଶ୍ରୀ ପ୍ରଦିମ୍ମ ଚୈଦିରି ସିଡ଼ି ବିର ଡିଜିଏମ ଅଂଶ ଗ୍ରହଣ କରିବା ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ପରେ ରାଜ୍ୟ ସଭା ସାଂସଦ ମୁନା ଖାନ୍ ଏବଂ ତାଙ୍କ ସହ କରେନେଲ ଓ ସାଗର କୁମାର ମହାନ୍ତି NCC ଡ଼ାଇରେକ୍ଟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିରିହାନ୍ ଆଲମେଚ୍ କିଡ଼ାନୁ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଇଭେଣ୍ଟରେ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ର ଆଗ ଧାଡିର ୮ ଜଣ ବରିଷ୍ଠ ସାମ୍ବାଦିକ କୁ ସମ୍ୱର୍ଦ୍ଧନା କରାଯାଇଛି । ଏହି ସମ୍ମିଳନୀରେ ଏସିଆ ଏବଂ ଇଥୁପିଆ, ଇରାନ , ମାଲେସିଆ, ସିଙ୍ଗାପୁର , ଜାମ୍ବିଆ ସାଉଥ ଆଫ୍ରିକା , ସିଙ୍ଗାପୁର ଏବଂ ଅନ୍ୟ ଆଫ୍ରିକାନ ଦେଶରୁ ବହୁତ ଡିପ୍ଲାମାସ, ଏମେସେମି ହେଡ଼ ଆସିଥିଲେ । ତାହା ସହ ଏହି ଇଭେଣ୍ଟରେ ତିନିଦିନ ଷ୍ଟଲ ପଡ଼ିଥିଲା । ଏହି ଷ୍ଟଲରେ ମୁଖ୍ୟ ଆକର୍ଷଣ ଇକୋଜେନ ଙ୍କ ର ପ୍ରଡକ୍ଟ ସୋଲାର ବହୁତ ଆକର୍ଷଣ ଥିଲା । ଏହି ଇଭେଣ୍ଟ ପରିଚାଳନା କରିଥିଲେ ସଭାପତି ଲିତା ମହାପାତ୍ର, ଉପ ସଭାପତି ରାଜେନ୍ଦ୍ର ପରିଡ଼ା, ଜୟେଣ୍ଟ ସେକ୍ରେଟେରି ସୁସ୍ମିତା ମହାନ୍ତି, ମେଡିକାଲ ଚେୟାର ପରସନ ଗରିମା ସରୋଗି, ଗୌରବ ରାହାଲାନ ସମସ୍ତ ଙ୍କ ସହଯୋଗରେ ତିନି ଦିନିଆ ଏହି ଇଭେଣ୍ଟ ଟି ଶେଷ ହୋଇଥିଲା ।
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched