Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୩୦/୦୧ ଉତ୍ତର ନିର୍ବାଚନମଣ୍ଡଳୀର ଯୁବନେତା ତଥା ବିଜେପିର ଆଶାୟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ନାୟକ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଯାହା ଏବେ ଦେଖିବାକୁ ମିଳୁଛି ସେ ତାଙ୍କ ସହସ୍ର ସମର୍ଥକ ଓ କର୍ମୀଙ୍କ ସହ ଶୈଳଶ୍ରୀ ବିହାର ୱାର୍ଡ ନଂ ୭ରେ ବାପି ଜନସମ୍ପର୍କ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରା ଅପରାହ୍ନରେ ତାରିଣୀ ମନ୍ଦିର ଛକରୁ ବାହାରି ଚାଲି ଚାଲି ଘରେ ଘରେ ବୁଲି ସମସ୍ତ ବ୍ୟବସାୟ କରୁଥିବା ଲୋକ ଓ ସ୍ଥାନୀୟ ବାସିନ୍ଦା ମାନଙ୍କୁ ଭେଟିଥିଲେ। ତାଙ୍କ ସହ ସ୍ଥାନୀୟ କର୍ପୋରେଟର୍ ଯଶୋଧାରା ପ୍ରଧାନ ଓ କର୍ମୀମାନେ ସାମିଲ୍ ହୋଇଥିଲେ। ପରେ ପଦଯାତ୍ରାଟି ୱାର୍ଡ ନଂ ୧୪ରେ ପହଞ୍ଚିଥିଲା । ଏହି ଅବସରରେ ବାପି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ
ଘରେ ଘରେ ପହଞ୍ଚାଯିବ। ଆଗାମୀ ଦିନରେ ପ୍ରତ୍ୟେକ ୱାର୍ଡରେ ବୁଲିବା ସହ ଲୋକଙ୍କୁ ଭେଟିବି ବୋଲି ମଧ୍ଯ କହିଛନ୍ତି। ଦଳ ଯଦି ଟିକେଟ୍ ଦେବ ଆଗାମୀ ଦିନରେ ଉତ୍ତର ନିର୍ବାଚନମଣ୍ଡଳୀର ଲୋକଙ୍କ ସେବା କରିବି। ଅନ୍ୟପଟେ ବାପି ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ଅନ୍ୟ ବିଜେପି ଆଶାୟୀ ପ୍ରାର୍ଥୀଙ୍କ
ମଧ୍ୟରେ ନିଦ ହଜିଯାଇଛି। ନୂଆବର୍ଷରେ ବାପି
କେନ୍ଦ୍ରମନ୍ତରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବ୍ୟାନରରେ ଦେଖା ଯାଉଥିବାରୁ ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍‌ ମିଳିପାରେ ବୋଲି ମଧ୍ୟ
ଜୋର୍‌ଦାର ଚର୍ଚ୍ଚା ହେଉଛି।

Mo sapath

Leave A Reply

Your email address will not be published.