[pj-news-ticker]

ଦୁର୍ଗା ମାଧବ ମହଲା ଙ୍କୁ ଆଉ ଏକ ଗୁରୁଦାୟିତ୍ୱ…..

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୦୩/୦୮ ଓ଼ଡିଶା ପ୍ରଦେଶ କଂରେସ ତରଫରୁ ଦୁର୍ଗା ମାଧବ ମହଲାଙ୍କୁ ସୋସିଆଲ ମିଡ଼ିଆର ରାଜ୍ୟସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଶ୍ରୀ ଦୁର୍ଗା ମାଧବ ମହଲା ଆଗରୁ ରାଜ୍ୟଛାତ୍ର କଂଗ୍ରେସ ର ସମ୍ପାଦକ, ଏବଂ ଖୋର୍ଦ୍ଧା ଜିଲ୍ଲା ର ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି, ଓ ଭୁବନେଶ୍ୱର ପାଇଁ କଂଗ୍ରେସ ର ସମ୍ପାଦକ ଭାବରେ ରହି ଦଳର ବହୁ ଗୁରୁଦାଇତ୍ୱ ତୁଲାଇଛନ୍ତି ତେଣୁ ତାଙ୍କୁ ଏ ପଦବୀ ମିଳିଥିବା ନେଇ ପିସିସି ସଭାପତି ସୂଚନା ଦେଇଛନ୍ତି । ଦଳ ପକ୍ଷରୁ ଏହି ନିସ୍ପତି କୁ ସନମାନ ଦେବା ସହ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ଦଳ କିପରି ଭାବେ ଆଗକୁ ଯିବ ସେନେଇ ନିରନ୍ତନ ଚେଷ୍ଟା ଜାରି ରଖିବେ ବୋଲି ଶ୍ରୀ ମହଲା କହିଛନ୍ତି।

Leave A Reply

Your email address will not be published.