Blank space
Blank space
Breaking News/ମୁଖ୍ୟ ଖବର:
ରେଳ ସୁରକ୍ଷା ଓ ବିକାଶର ଦାୟିତ୍ୱ ଏବେ ଭିକ୍ଟର ଜୋସେଫଙ୍କ କାନ୍ଧରେହଟାତ୍ ଇସ୍ତଫା ଦେଲେ ଭୁବନେଶ୍ୱର DCPOdisha Clinches 20 Medals at 11th Senior National Minigolf Championship 2025-26ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ସାଇବର ଥାନାରେ ଏତଲାଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ, ଅନିୟମିତତା ଅଭିଯୋଗଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନସନ ଦାବିକୁ ନେଇ IJU ପକ୍ଷରୁ ଜୋରଦାର ଉଠିଲା ସ୍ୱରବିଜେଡିର କଡା ସମାଲୋଚନା : ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ କଡ଼ା ସୁରକ୍ଷା, ୩୦ ପ୍ଲାଟୁନ୍ ଫୋର୍ସ ମୁତୟନଇପିଏଫଓର ବଡ଼ ଅପଡେଟ୍। ଏଣିକି ଏଟିଏମ ଓ ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଇପାରିବେ !ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀରବୀନ୍ଦ୍ର ମଣ୍ଡପରେ ପାଳିତ ହେଲା ବିଶ୍ୱ ନୃତ୍ୟ ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବାଚସ୍ପତି ସୁରମା ପାଢ଼ୀଶ୍ରେଷ୍ଠତା ଓ ନବସୃଜନ କ୍ଷେତ୍ରରେ ଓଡ଼ିଶାକୁ ଦୁଇଟି ସମ୍ମାନଜନକ ପୁରସ୍କାରରାଜ୍ୟସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍-୨୦୨୬ପଣ୍ଡିତ ଦିନଦୟାଲ ଉପାଧ୍ୟୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬: ମେ’ ୧ରୁ ରାଜ୍ୟର ୩୭ ଜିଲ୍ଲାରେ ଆରମ୍ଭ ହେବ୭୧ତମ Doctorate! ଇତିହାସ ରଚିଲେ ସାମନ୍ତସରକାର ବଦଳିଲା, ବଦଳିଲା ନାହିଁ ଢାଞ୍ଚାନିର୍ବାଚନ ପାଇଁ AAP ର ପ୍ରସ୍ତୁତି ବୈଠକଭୁବନେଶ୍ୱରରେ KGF ମେଗା କନକ୍ଲେଭଇତିହାସ ରଚିଲେ ମୋଦି
Blank space

ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହ ସମୀକ୍ଷା

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯/୦୭ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ଗ୍ରହଣ କରିଥିବା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିବା ସହ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନ୍‌ଇପି)
କାର୍ଯ୍ୟକାରୀର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ସୁବାଷ ସରକାର,
ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସ୍ୱୟଂଶାସିତ
ସଂସ୍ଥା ଗୁଡ଼ିକ ସହ ସାକ୍ଷାତ୍ ଆଲୋଚନା ହେଲା । ଏହି ଅବସରରେ ନୂଆ ଶିକ୍ଷା ନୀତିର କାର୍ଯ୍ୟକାରୀ ସହ
ଦେଶରେ ଥିବା ୩୦ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ କଣ ପଦକ୍ଷେପ ନିଆଯିବା ତାହା ଉପରେ ଆଲୋକପାତ କରାଯାଇଛି । ଏହାବ୍ୟତିତ ନୂଆ ଶିକ୍ଷା ନୀତିର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତିା

Mo sapath

Leave A Reply

Your email address will not be published.

404 Not Found

404

Not Found

The resource requested could not be found on this server!


Proudly powered by LiteSpeed Web Server

Please be advised that LiteSpeed Technologies Inc. is not a web hosting company and, as such, has no control over content found on this site.