Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍‌’

ୱେବିନାରରେ ମହିଳା ସଫଳତାର କାହାଣୀ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୧/୧୧ ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍‌’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରୁ ୯ଜଣ ଚର୍ଚ୍ଚିତ ତଥା ପ୍ରତିଷ୍ଠିତ ମହିଳା ୱେବିନାରରେ ଯୋଗ ଯୋଗ ଦେଇ ସେମାନଙ୍କ ସଫଳତାର କାହାଣୀ ବଖାଣିଥିଲେ । ଦିଲ୍ଲୀ ନିର୍ଭୟାଙ୍କ ମାଆ ଆଶା ଦେବୀ ୱେବିନାରରେ ଯୋଡ଼ି ହୋଇ ମହିଳାଙ୍କ ସୁରକ୍ଷା ଉପରେ ବିଭିନ୍ନ ମତ ରଖିଥିଲେ । ଦେବଯାନୀ ମହାନ୍ତି ତାଙ୍କ ସହ ଆଲୋଚନା କରିଥିଲେ । ଓଡିଶା ସୋସାଇଟି ଅଫ୍ ଆମେରିକାସ୍ (ଓଏସ୍‌ଏ) ସଭାପତି କୁକୁ ଦାସଙ୍କ ସହ ଜେକେସିଏମ ନିର୍ଦ୍ଦେଶିକା ଡା. ସଙ୍ଗୀତା ଗୋସାଇଁ ୱେବିନାରରେ ଆଲୋଚନା କରିଥିଲେ । ପଞ୍ଜାବର ଶାସ୍ତ୍ରୀୟ ସଙ୍ଗୀତା ନୃତ୍ୟାଙ୍ଗନା ପୂର୍ବା ପୁରୀଙ୍କ ସହ ଆଲୋଚନା କରିଥିଲେ ଡା. ମୀରା ନାଗପାଲ୍ ।
ବ୍ରିଟେନ୍‌ର ଚିକିତ୍ସା ବିଶେଷଜ୍ଞ ଡା. ମେହେନାଜ୍ ମେହବୁବଙ୍କ ସହ ଭାଗ୍ୟଶ୍ରୀ ଆଲୋଚନା କରିଥିଲେ । ଭିଜିଲାନ୍ସ ଏସ୍‌ପି ଶାରା ଶର୍ମା ୱେବିନାରରେ ଯୋଗ ଦେଇ ସାଂପ୍ରତିକ ସମୟରେ ମହିଳାଙ୍କ ବିଭିନ୍ନ ସମସ୍ୟା ଓ ସଶକ୍ତିକରଣ ଉପରେ ବକ୍ତବ୍ୟ ରଖିଥିଲେ । ଆର୍‌ଜେ ସ୍ମିତା ତାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମ ମହିଳା ଅଡିଓଗ୍ରାଫର ନମିତା ନାୟକଙ୍କ ସହ ଧ୍ୱନି ଜୈନ୍ ଆଲୋଚନାରେ ଭାଗ ନେଇଥିଲେ । ବିଶିଷ୍ଟ ପ୍ରସୂତୀ ବିଶେଷଜ୍ଞ ଡା. ସୁଜାତା କରଙ୍କ ସହ ଡା. ନିଧି ଗର୍ଗ ଆଲୋଚନା କରିଥିଲେ । ମାନସୀ ପ୍ରଧାନଙ୍କ ସହ ଜ୍ୟୋତ୍ସା ପ୍ରିୟଦର୍ଶିନୀ ଓ ତନୟା ପଟ୍ଟନାୟକଙ୍କ ସହ ଦୀକ୍ଷା ତିୱାରୀ ଆଲୋଚନା କରିଥିଲେ ।

Mo sapath

Leave A Reply

Your email address will not be published.