Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍…

ଖରାରୁ ରକ୍ଷା ପାଈ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ

0

ଭୂବନେଶ୍ବର, ନିରପେକ୍ଷ ଖବର: ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ,ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ ସେବା ନିମନ୍ତେ ସହଯୋଗର ହାତ ବଢାଇଛି।ଅନୁଷ୍ଠାନର ଓଡିଶା ଶାଖା ମୁଖ୍ୟ ଶ୍ରୀ ବିଜୟ ଆଚାର୍ଯ୍ୟ ଓକୋଷାଧକ୍ଷ ତଥା ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ବରେ ଭୂବନେଶ୍ବର ମ୍ୟୁନିସିପାଲ କର୍ପୋରେସନ , କମିସନରେଟ ପୋଲିସର ସହଯୋଗରେ ରେଡ୍ ସ୍ବସ୍ତିକ୍ ପକ୍ଷରୁ ସହଯୋଗର ହାତ ବଢାଯାଇଛି।ବର୍ତମାନ ଅନୁଷ୍ଠାନ ପକ୍ଷରୁ ରାସନ ପ୍ୟାକେଟ୍ ନିରାସ୍ରୟ ତଥା ଅସହାୟ ପାଖରେ ପହଞ୍ଚା ଯାଉଛି।ପ୍ରଥମ ପର୍ଯ୍ୟାୟରେ ୫୦୦ ରୁ ଉର୍ଧ ପ୍ୟାକେଟ୍ ଦିଆଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୦୦୦ ରୁ ଉର୍ଧ ପ୍ୟାକେଟ୍ ପହଞ୍ଚାଯାଇଛି ବୋଲି ଅନୁଷ୍ଠାନର ସଚିବ କହିଛନ୍ତି।ଏହା ସହିତ ରେଡ଼୍‌ସ୍ୱସ୍ତିକ୍ ସ୍ବସ୍ତିକ୍ ପକ୍ଷରୁ କମିସନରେଟ୍ ପୋଲିସ୍ ମାନଙ୍କ ନିମନ୍ତେ ୫୧୫ଓ ପୁରୀ ପୋଲିସ୍ ମାନଙ୍କ ନିମନ୍ତେ ୧୦୦ ଛତା,ପୋଷ୍ଟାଲ୍ କର୍ମଚାରି ମାନଙ୍କ ନିମନ୍ତେ ୧୦୦୦ରୁ ଉର୍ଧ ମାସ୍କ ପ୍ରଦାନ କରାଯାଇଛି।ଆଗାମୀ ଦିନରେ ଲକ୍ ଡାଉନ୍ ସ୍ଥିତିକୁ ଦୃଷ୍ଟି ରଖି ଏହି କାର୍ଯ୍ୟକ୍ରମ ଜାରି ରହିବବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହା ସହିତ ସାପତିକ ସ୍ଥିତିରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଆଗାମୀ ୨୮ ତାରିଖରେ କମିସନରେଟ୍ ପୋଲିସ ସହଯୋଗରେ ପୋଲିସ୍ ରିଜର୍ଭ ଅଫିସ୍ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।ଏହ ଶିବିରରେ ସ୍ବେଛ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ଶ୍ରୀ ଦେବାଶିଷ ପଟ୍ଟନାୟକ ନିବେଦନ କରି
ଛନ୍ତି। ଏହି କାର୍ଯ୍ୟକ୍ରମ ମାନଙ୍କରେ ରେଡ୍ ସ୍ବସ୍ତିକ୍ ର ସମସ୍ତ ସଦସ୍ୟଙ୍କ ସହ ଶ୍ରୀ ଗଗନ ପଇତାଲ୍ ସହଯୋଗ କରୁଛନ୍ତି।

Mo sapath

Leave A Reply

Your email address will not be published.