Blank space
Blank space
Breaking News/ମୁଖ୍ୟ ଖବର:
କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଛାତ୍ର ବୃତ୍ତି ହଡ଼ପ୍ ମିଥ୍ୟା ଘଟଣା…..

ନିଜ ଭୁଲ ସ୍ୱୀକାର କଲେ ଛାତ୍ରମାନେ,ଅନ୍ୟ ପ୍ରରୋଚନା ରେ କରିଥିଲେ ମିଥ୍ୟା ଅପପ୍ରଚାର...

0

ବାରିପଦା,ନିରପେକ୍ଷ ଖବର: ତା-୪/୧୦:ଚିତ୍ରଡା ପାଟପୁର ଠାରେ ଥିବା ଏସିଏସବି ଇଞ୍ଜିନିୟରିଂ କଲେଜରେ ହୋଇଥିବା ଛାତ୍ର ବୃତି ଟଙ୍କା ହଡପ୍ ଘଟଣା ସମ୍ବଦ୍ଧରେ ନିଜର ଭୁଲ୍ ବୁଝି ପାରିଲେ ଛାତ୍ର ମାନେ।ନିଜର ଅଭିଯୋଗ ବିରୁଦ୍ଧରେ ଏକ କ୍ଷମାପତ୍ର ପ୍ରଦାନ କରିଛନ୍ତି । ଗତ ୨୩ ତାରିଖ ଦିନ କିଛି ଛାତ୍ର ଏକ କୁଚକ୍ରୀଙ୍କ ହାତରେ ପଡି ଯାଇଥିଲେ ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଏସଏସବି ଇଂଜିନିୟରିଂ ବିରୋଧରେ ଛାତ୍ରବୃତି ଟଙ୍କା ହଡ଼ପ ହେଉଥିବା କହି ବାରିପଦା କୁ ବିନା ଦରଖାସ୍ତ ଛାତ୍ରମାନେ ଯାଇଥିଲେ ଏବଂ ସନ୍ଧ୍ୟାରେ ଅନୁଷ୍ଠାନରେ ପହଞ୍ଚିଥିଲେ ।

ଏସଏସବି କର୍ତ୍ତୁପକ୍ଷ ପୁରା ଦିନର ବିବରଣୀ ମାଗିବା ପରେ ସେମାନେ ଦେଇପାରି ନଥିଲେ । ଶେଷରେ ଛାତ୍ର ମାନେ କୁଚକ୍ରିଙ୍କ ପରାମର୍ଶକ୍ରମେ ବିରୋଧରେ ଚାଲିଚାଲି ଯାଇ ମୋରଡା ଥାନାରେ
ଅଭିଯୋଗ ଦେଇଥିଲେ ବୋଲି କହିଲେ।୨୪ ସେପ୍ଟେମ୍ବର ୨୦୧୯ର ଚାଲିଚାଲି ବାରିପଦାକୁ ଯାଇ ଜିଲ୍ଲାପାଳଙ୍କ ନିକଟରେ ଅନୁଷ୍ଠାନ ବିରୋଧ ପୁଣିଏକ ଅଭିଯୋଗ କରିଥିଲେ। ଏସମସ୍ତ ଘଟଣା ରେ କିଛି ରାଜନୈତିକ ନେତା ଏବଂ ସେହି ଅନୁଷ୍ଠାନର ପୂର୍ବତନ ଅଧ୍ୟାପକ ଏଜେଣ୍ଟ ଭଳି କାର୍ଯ୍ୟ କରିଥିଲେ । ବିଭିନ୍ନ ସୂତ୍ରରୁ ସତ୍ୟାସତ୍ୟ ସାମନାକୁ ଅସିବା ପରେ ଛାତ୍ରମାନେ ନିଜର ଭୁଲ ବୁଝିପାରି ଜିଲ୍ଲାପାଳଙ୍କୁ ଏକ କ୍ଷମା ପତ୍ର ଦେଇଛନ୍ତି ଏବଂ ଅନୁଷ୍ଠାନର ଛାତ୍ରମାନେ ସିରାମ କିସ୍କୁ, ବିଶ୍ୱନାଥ ମୁର୍ମ, ରଘୁରାମ ମାରାଣ୍ଡୀ,ହରବିନ୍ଦ ହାଁସଦା,ଦିଲ୍ଲିପ ମୁର୍ମୁ ଥାନା ରେ କରିଥିବା ଅଭିଯୋଗ ମଧ୍ୟ ଫେରସ୍ତ ନେଇଛନ୍ତି ।ଏଥିରୁ ଏହା କୁଚକ୍ରି ଗୋଷ୍ଠୀର ଏକ ପ୍ରରୋଚନା ରେ ହୋଇଥିବା କାର୍ଯ୍ୟ ବୋଲି ଜଣାପଡିଛି।ଛାତ୍ର ମାନେ ନିଜ ଭୁଲ ବୁଝିବା ସହିତ ପୂର୍ବ ଭଳି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବାର ପ୍ରତିଶୃତି ମଧ୍ୟ ଦେଲେ।

Mo sapath

Leave A Reply

Your email address will not be published.