ରାଜନୀତି ଇତିହାସ ରଚିଲେ ମୋଦି Debabrat Mohanty Mar 25, 2026 0 ଭୁବନେଶ୍ୱର,ନିରପେକ୍ଷ ଖବର ,୨୪ ମାର୍ଚ୍ଚ: ଭାରତୀୟ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଦେଶର ସର୍ବାଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ଶାସନ ମୁଖ୍ୟ ଭାବେ କାର୍ଯ୍ୟ କରି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ…