କାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କଲେ
ଭୁବନେଶ୍ୱର, ନିରପେକ୍ଷ ଖବର ତା:୦୨/୦୭ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ କଲମ ଛାଡ ଆନ୍ଦୋଳନରେ ବିଏମସି କର୍ମଚାରୀ । କାମ ନ କରି ଦେହରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବା ସହ କମିଶନରଙ୍କୁ ଭେଟି ସୁରକ୍ଷା ଲୋଡିଛନ୍ତି ଅଫିସର । ଏହି ଘଟଣାରେ ପୂର୍ବରୁ ତିନି ଜଣ…