ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅ
ଭୁବନେଶ୍ଵର,ନିରପେକ୍ଷ ଖବର: ଲୋକକବି ତଥା ପଦ୍ମଶ୍ରୀ ହଳଧର ନାଗ ଙ୍କୁ ବରଗଡ଼ ଜିଲ୍ଲା ଘେଁସ ଗ୍ରାମରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବାଲେଶ୍ବର ଜିଲ୍ଲା ଖଇରା ମାଟିର ପୁଅ ଶିକ୍ଷାବିତ୍ ଓ ଲେଖକ ସୁବାଷ ଚନ୍ଦ୍ର ରାଉତ।ଶ୍ରୀଯୁକ୍ତ ରାଉତ ଦୀର୍ଘ ସମୟ ଧରି ଲୋକକବି ହଳଧର ନାଗ ଙ୍କ ସଂଘର୍ଷମୟ…