ସାଂସ୍କୃତିକ ସାଂସ୍କୃତିକ କନ୍ କ୍ଲେଭ୍ ”ଓଡ଼ିଆ ଅସ୍ମିତା’’ Debabrat Mohanty Mar 14, 2021 0 ଭୁବନେଶ୍ବର,ନିରପେକ୍ଷ ଖବର:ତା ୧୪/୦୩ ସାଂସ୍କୃତିକ ଅନୁଷ୍ଠାନ 'ଓଡ଼ିଶା କଲ୍ଚରାଲ୍ ସର୍କଲ୍' ପକ୍ଷରୁ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟରେ ଏକ ନିଆରା ସାଂସ୍କୃତିକ କନ୍ କ୍ଲେଭ୍ 'ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି । ଓଡ଼ିଶାର ସ୍ୱାଭିମାନକୁ ଉଜ୍ଜୀବିତ କରିବା ସହ ଆମ ମାଟିର ଗର୍ବ, ଗୌରବକୁ…