Uncategorized ଠକେଇ ଏମିତି ବି ହୁଏ, ଜାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ… Biswajit bhuyan/Baripada Feb 22, 2020 0 ବାରିପଦା(ନିରପେକ୍ଷ ଖବର)ତା-୨୨/୦୨/୨୦୨୦- ସାଧାରଣତଃ ବିଭିନ୍ନ ସମୟରେ ଅନେକ କମ୍ପାନୀ ଓ ସେମାନଙ୍କର କର୍ମଚାରୀମାନଙ୍କ ଦ୍ବାରା ଗ୍ରାହକମାନେ ଠକାମିରେ ଶିକାର ହୋଇଥାଆନ୍ତି। ହେଲେ ଗତ ୧୭ ତାରିଖରେ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଥିବା ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଦେବ।…
ଖେଳ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଛି ‘ଖେଲୋ ଇଣ୍ଡିଆ’ Mahanagar Feb 22, 2020 0 କଟକ,ନିରପେକ୍ଷ ଖବର: ଫେବୃୟାରୀ ୨୨ – ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର…
ରାଜନୀତି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ Mahanagar Feb 22, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର:ତା.୨୨/୦୨: ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ । ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶରେ ୫୦ ପ୍ରତିଶତ ମହିଳା ବସବାସ କରୁଛନ୍ତି ।…
ରାଜନୀତି ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ?:ବିଜେପି Mahanagar Feb 22, 2020 0 ଭୁବନେଶ୍ୱର,ନିରପେକ୍ଷ ଖବର: ତା.୨୨/୦୨: ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି । ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି । ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍…