Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିପିୟୁଟି ପରୀକ୍ଷା କାର୍ଯ୍ୟସୂଚୀକୁ ନେଇ ଏଓବିଏସ୍ଓ ଛାତ୍ର ସଂଘଠନ ତରଫରୁ ଅସନ୍ତୁଷ୍ଟ ପ୍ରକାଶ।

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା- ୦୭.୦୬.୨୦୨୦ ଆଜି ଅଲ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ (ଏଓବିଏସ୍ଓ) ତରଫରୁ ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ଛାତ୍ର ସଂଘଠନ ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ବର୍ତ୍ତମାନ ବିଶ୍ୱ ଏହି ମହାମାରୀ କରୋନା ପାଇଁ ଲଢ଼ୁଥିବା ସମୟରେ ଜନସାଧାରଣ ମାନେ ଯାତାୟାତ ର ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ବିପିୟୁଟି ଗାଇଡିଲାଇନି ଅନୁସାରେ ନିଜ ଜିଲ୍ଲାରେ ନିଜେ ପରୀକ୍ଷା ଦେବେ ଏହି ବିଷୟକୁ ଧ୍ୟାନ ଦେଲେ ଜଣାପଡ଼ୁଛି ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲା ମୁଖ୍ୟାଳୟ କୁ ଆସିବାକୁ ଲୋକଙ୍କୁ କେତେ ହଇରାଣ ହେବାକୁ ପଡୁଛି ତାହା ସହ ରାଜ୍ୟ ବାହାରୁ ବହୁ ଛାତ୍ରଛାତ୍ରୀ ବିପିୟୁଟି ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେମାନଙ୍କ କିପରି ଓଡ଼ିଶା ଆସିବେ ତାହା ବିପିୟୁଟି ବୋଧହୁଏ ଦୁଷ୍ଟି ଆକର୍ଷଣ କରିନାହିଁ। ଏହି ବାବଦରେ ଏଓବିଏସ୍ଓ ସଂଘଠନର ମୁଖ୍ୟ ସଂଘଠନ ପବନ କୁମାର ସ୍ୱାଇଁ ଓ ଅନନ୍ତ ନାରାୟଣ ଜେନା ଙ୍କ ସହ ସଭାପତି ଅଜୟ କୁମାର, ଆଚାର୍ଯ୍ୟ ରକି ପ୍ରିୟଦର୍ଶନ, ଚନ୍ଦ୍ରଶେଖର ସାହୁ, ଚିନ୍ମୟ ଦାସ, ଅଂକେଶ କୁମାର ମହାପାତ୍ର, ଶୁଭମ ସ୍ୱାଇଁ, ଅରୁଣ ଜଗଦେବ, ରମ୍ୟରଂଜନ ମଲ୍ଲିକ, ଜଗନ୍ନାଥ ସାମଲ, ଦେବବ୍ରତ ବେହେରା, ଶତାବ୍ଦୀ ମିଳନ ବେଉରା, ସ୍ବେଦେଶ ନାୟକ, ଜ୍ଞାନଜିତ ଦାସ, ପ୍ରଭାତ ପାଣିଗ୍ରାହୀ, ତନବୀର ଆଲାମ ଖାଁ, ସତ୍ୟଜିତ ପ୍ରଧାନ, ଦେବାଶିଷ ପରିଡା, ବିଶ୍ୱନାଥ ବେହେରା, ସୌମ୍ୟରଂଜନ ସାମଲ, ଦେବାଶିଷ ପଣ୍ଡା, ବିବେକାନନ୍ଦ ନାୟକଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନେ ବିପିୟୁଟି ତଥା ରାଜ୍ୟ ସରକାରଙ୍କୁ ଆଉ କିଛି ଦିନ ପାଇଁ ପରୀକ୍ଷା ସ୍ଥଗିତ କରିବା ପାଇଁ ଅନୁରୋଧ କରାଯାଇଛି।

Advertisement
Mo sapath

Leave A Reply

Your email address will not be published.